ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ନିଜ ସ୍ତ୍ରୀକୁ ଖୁସି କରାଇବାକୁ ଚାହୁଁଥିଲେ, ରାତିରେ କରନ୍ତୁ ଏହି ଉପଚାର।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଅନେକ ସମୟରେ ଦେଖିବାକୁ ମିଳେ ଯେ ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ କିଛି କାରଣରୁ ମତାନ୍ତର ହୋଇ ଝଗଡା ହୋଇଥାଏ ଏବଂ ସେମାନେ ଅଲଗା ହୋଇ ଯାଆନ୍ତି। ଅନେକ ସମୟରେ ଝଗଡା ର କାରଣ ସେମାନଙ୍କ ମଧ୍ୟରେ ଥିବା ସମ୍ପର୍କକୁ ନେଇ ମଧ୍ୟ ହୋଇଥାଏ। ତେବେ ଏପରି ଏକ ଘରୋଇ ଉପଚାର ଅଛି ଯଦିଆପଣ ମାନଙ୍କର ସଂମ୍ଭୋଗ କରିବା ସମୟ ରେ ଶୀଘ୍ର ପତନ ହେଉଛି ତେବେ ଆପଣ ମାନେ ଏହି ଉପାୟ ର ସାହାରା ନିଅନ୍ତୁ।ସଂମ୍ଭୋଗ କରିବାକୁ ଇଚ୍ଛା ହେଉ ନାହିଁ କିମ୍ବା ଗୁପ୍ତାଙ୍ଗ ରେ ଉତ୍ତେଜନା କମ୍ ହେଉଛି, ତେବେ ଆପଣ ମାନେ ଏହାର ଉପଯୋଗ କରନ୍ତୁ।
*ଆବଶ୍ୟକ ସାମଗ୍ରୀ:-
୧-ଗୁଜରାତି
୨-ମିଶ୍ରୀ
୩-କ୍ଷୀର
*ପ୍ରସ୍ତୁତି ପ୍ରଣାଳୀ:-
ପ୍ରଥମେ ଆପଣ ମାନେ ୨ ରୁ ୩ ଟି ଅଳେଇଚ ନେଇ ତାର ମଞ୍ଜି ବାହାର କରି ନିଅନ୍ତୁ । ଏଥି ସହିତ ଅଳ୍ପ ମିଶ୍ରି ନେଇ ତାହାକୁ ଗୁଣ୍ଡ କରି ନିଅନ୍ତୁ, ଏବେ ଏକ ପେନ ରେ ଏକ ଗ୍ଲାସ୍ କ୍ଷୀର ନିଅନ୍ତୁ ଓ ସେଥିରେ ଗୁଣ୍ଡ କରାଯାଇଥିବା ଅଳେଇଚ ଓ ମିଶ୍ରି କୁ ପକାନ୍ତୁ। ଏବେ ଏହି ସମସ୍ତ ମିଶ୍ରଣ କୁ ହାଲକା ଆଞ୍ଚରେ ଫୁଟାଇ ଦିଅନ୍ତୁ। ଏହା ଭଲ ଭାବରେ ଫୁଟିଗଲା ପରେ ଏକ କପ୍ ବା ଗ୍ଲାସ୍ ରେ ଭଲ ଭାବରେ ଛାଣି ନିଅନ୍ତୁ। ବର୍ତ୍ତମାନ ଏହି ଉପଚାର ଟି ପ୍ରସ୍ତୁତ ହୋଇ ସାରିଛି, ଏଥିରେ ପ୍ରୟୋଗ କରାଯାଉଥିବା ଦୁଇଟି ସାମଗ୍ରୀ ଆପଣଙ୍କ ଘରେ ବହୁତ ସହଜରେ ମିଳିଯିବ।
*ବ୍ୟବହାର ପ୍ରଣାଳୀ:-
ଏହି ରମେଡି କୁ ଆପଣ ସଂନ୍ଧ୍ୟା ସମୟରେ ୧୦ ରୁ ୧୫ ଦିନ ସେବନ କରନ୍ତୁ ଆପଣଙ୍କର ସମସ୍ତ ଯୌ-ନ ସମସ୍ୟା ଦୂର ହେବ ତଥା ପତି ପତ୍ନୀ ଙ୍କ ମଧ୍ୟରେ ଖୁସିର ବାତାବରଣ ମଧ୍ୟ ରହିବ ଏବଂ ସଂମ୍ଭୋଗ ର ମଜା ମଧ୍ୟ ଅଧିକ ସମୟ ପର୍ଯ୍ୟନ୍ତ ଆପଣ ନେଇ ପାରିବେ, ଏହା ଶୁଦ୍ଧ ଓ ସମ୍ପୂର୍ଣ୍ଣ ପ୍ରାକୃତିକ ଘରୋଇ ଉପଚାର ଅଟେ। ଏହାକୁ ଆପଣ ମାନେ ନିଶ୍ଚୟ ବ୍ୟବହାର କରନ୍ତୁ ଖୁବ୍ ଶୀଘ୍ର ଏହାର ରେଜଲ୍ଡ ପାଇଯିବେ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।