ପିଣ୍ଟୁ ନନ୍ଦଙ୍କ ମୃ-ତ୍ୟୁ କୁ ନେଇ ଏମିତି କିଛି ବୟାନ ଦେଲେ | ଯାହା ଶୁଣିଲା ପରେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ… 

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ପିଣ୍ଟୁ ନନ୍ଦଙ୍କ ମୃ-ତ୍ୟୁ କୁ ନେଇ ଏମିତି କିଛି ବୟାନ ଦେଲେ ବବି ମିଶ୍ର । ଯାହା ଶୁଣିଲା ପରେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ ।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ତେବେ ବନ୍ଧୁଗଣ ପିଣ୍ଟୁ ନନ୍ଦଙ୍କ ମୃ-ତ୍ୟୁ ପାଇଁ ଦାୟୀ କିଏ ଏବଂ ମୃତ୍ୟୁ ପୂର୍ବ ଦିନ ରାତିରେ ଏମିତି କଣ ହେଇଥିଲା ସେ ବିଷୟରେ ବବି ମିଶ୍ରଙ୍କ ଚାଞ୍ଚଲ୍ୟକର ବୟାନ ଶୁଣିଲେ ଆପଣଙ୍କର ହୋସ ଉଡ଼ିଯିବ । ତେବେ ଗୋଟିଏ ପଟେ ଶହଶହ ପ୍ରଶଂସକ ପିଣ୍ଟୁଙ୍କୁ ଅଶ୍ରୁଳ ବିଦାୟ ଦେଇଛନ୍ତି । ପିଣ୍ଟୁଙ୍କ ଏଭଳି ଅକାଲରେ ବିୟୋଗକୁ ନେଇ ବନ୍ଧୁ ଏବଂ ପ୍ରଶଂସକ ସହଜରେ ଗ୍ରହଣ କରି ପାରୁନାହାନ୍ତି । ପିଣ୍ଟୁଙ୍କୁ ତାଙ୍କ ପୁଅ ଶ୍ରୀୟାନ୍ସ ନନ୍ଦ ମୁଖାଗ୍ନୀ ଦେଇଛନ୍ତି । ପୁରୀ ସ୍ବର୍ଗଦ୍ଵାରରେ ପିଣ୍ଟୁ ନନ୍ଦଙ୍କ ମ-ର ଶରୀର ପହଞ୍ଚିବା ପୁର୍ବରୁ ରାସ୍ତାରେ ତାଙ୍କର ପ୍ରଶଂସକମାନେ ଶେଷ ଦର୍ଶନ କରିଥିଲେ । 

 

ସ୍ବର୍ଗ ଦ୍ଵାରରେ ମଧ୍ୟ ଶହଶହ ପ୍ରଶଂସକ ଶେଷ ଦର୍ଶନ ପାଇଁ ଅପେକ୍ଷାରେ ଥିଲେ ।ତେବେ ପିଣ୍ଟୁଙ୍କୁ ନେଇ କଳାକାର ବବି ମିଶ୍ର ବେଶ୍ ଭାବ ବିହ୍ଵଳିତ ହୋଇ ପଡ଼ିଥିବା ବେଳେ ପିଣ୍ଟୁ ନନ୍ଦଙ୍କ ମୃ-ତ୍ୟୁକୁ ନେଇ ଚାଞ୍ଚଲ୍ୟକର ବୟାନ ମଧ୍ୟ ଦେଇଛନ୍ତି । ବବି ମିଶ୍ର ପିଣ୍ଟୁ ନନ୍ଦଙ୍କର ଦେହାନ୍ତ କେମିତି ହେଲା ଓ ତାଙ୍କ ଦେହ ଖରାପ ଥିବାବେଳେ ତାଙ୍କ ସହ କଣ ସବୁ ଘଟିଥିଲା ଯେଉଁମାନେ କେତେ ଟଙ୍କା ଅର୍ଥ ସହାୟତା କରିଛନ୍ତି ଓ କଣ କରିଥିଲେ ପିଣ୍ଟୁ ନନ୍ଦ ହୁଏତ ବଞ୍ଚି ଯାଇଥାନ୍ତା ।

 

ପିଣ୍ଟୁ ନନ୍ଦଙ୍କୁ ଯଦି ହାଇଦ୍ରାବାଦ ନେବାର ଥିଲା ତାହେଲେ ଆରମ୍ଭରୁ କାହିଁକି ନିଆଗଲା ନାହିଁ ଭୁବନେଶ୍ୱରରୁ ଦିଲ୍ଲୀ ଆଉ ଦିଲ୍ଲୀରୁ ହାଇଦ୍ରାବାଦ ପିଣ୍ଟୁ ନନ୍ଦଙ୍କୁ ଏମିତି ବାର ଦୁଆର ସୁଣ୍ଡି ପିଣ୍ଡା ନେବାକୁ କାହିଁକି ପଡ଼ିଲା । ଜଣେ କଳାକାରର ଜୀବନକୁ ନେଇ କଣ ନାଟକ ଚାଲିଥିଲା ଏସବୁ ପଛରେ ଥିବା ସତ ଏବେ ପଦାକୁ ଆଣିଛନ୍ତି ଓଲିଉଡ ଅଭିନେତା ବବି ମିଶ୍ର । ସେ କହିଥିଲେ ଯେ, “ସୁଟିଂ ସେଟ୍‌ରେ ପିଣ୍ଟୁ ସବୁବେଳେ ମୋ ସହ ଝଗଡା କରେ । ସେ ଗଲା ପରେ ମୋ ସହ ଆଉ କିଏ ଝଗଡ଼ା କରିବ । ମୁଁ ଚାହୁଁନଥିଲି ପିଣ୍ଟୁ ଦିଲ୍ଲୀ ଯାଉ ବୋଲି । 

 

ଆପଣମାନେ ପିଣ୍ଟୁଙ୍କ ପରିବାର ଲୋକଙ୍କୁ ମଧ୍ୟ ପଚାରି ପାରିବେ ମୁଁ ଜମା ବି କହିନାହିଁ ଯେ ପିଣ୍ଟୁ ଦିଲ୍ଲୀକୁ ଯାଉ । ବରଂ ମୁଁ ଆରମ୍ଭରୁ ହିଁ କହୁଥିଲି କି ତାକୁ ଆଗ ହାଇଦ୍ରାବାଦ ନିଅ ବୋଲି । କିନ୍ତୁ ମୋ କଥା କେହି ଶୁଣିଲେନାହିଁ । ସମସ୍ତେ ତାକୁ ମିଳିମିଶି ଦିଲ୍ଲୀ ନେଇ ଚାଲିଗଲେ । ଯଦି ତୁମେ ଦିଲ୍ଲୀ ନେଲ ତାହାଲେ ହାଇଦ୍ରାବାଦ ଆଣିବା ପାଇଁ ବିଳମ୍ବ କାହିଁକି କଲ । ଯଦି ପରିବାର ଲୋକ ପ୍ରଥମେ ଲିଭର ଦେବାର ନିଷ୍ପତି ହୋଇଥିଲା ତାହାଲେ ସେ କାମ ହାଇଦ୍ରାବାଦରେ ମଧ୍ୟ ହୋଇପାରିଥାନ୍ତା । ଆଜି ଗୋଟିଏ ଭୁଲ ପାଇଁ ଜୀବନ ଚାଲିଗଲା । ମୋ ଭାଇକୁ ମୁ ଆଉ ପାଇବି ନାହିଁ” ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *