ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଷ୍ଟେଜ ଉପରେ ଆଇଟମ ଗାର୍ଲ ନିଶା ମହାରଣାଙ୍କ ହଟ୍ ଡ୍ୟାନ୍ସ । ଦେଖିଲେ ନିଜକୁ ସମ୍ଭାଳି ପାରିବେନି । ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଯାତ୍ରା ଷ୍ଟେଜରେ ମେଲୋଡି ଡ୍ୟାନ୍ସ ଓ ଗୀତ ଦେଖିବା ପାଇଁ ଦର୍ଶକ ଯେମିତି ଚାତକ ଭଳି ଚାହିଁ ରହି ଥାଆନ୍ତି । ତେବେ ଯାତ୍ରା ଦୁନିଆଁରେ ମଧ୍ୟ ସେଭଳି ଅନେକ କଳାକାର ରହିଛନ୍ତି ଆଉ ଆଜି ଆମେ ଏକ ଯାତ୍ରା କଳାକାର ସମ୍ପର୍କରେ କହିବୁ ଯାହାଙ୍କୁ ନେଇ ଏବେ ସୋସିଆଲ ମିଡ଼ିଆରେ ଖୁବ ଚର୍ଚ୍ଚା ଚାଲିଛି । କଳାକାର ମାନଙ୍କର ଗୋଟିଏ ଲକ୍ଷ୍ୟ ଥାଏ କି ସେମାନେ ଦର୍ଶକଙ୍କ ଆଗରେ ଏମିତି କଳା ପ୍ରଦର୍ଶନ କରିବେ ଯାହାଦ୍ୱାରା ଦର୍ଶକ ମାନେ ଆକର୍ଷିତ ହେବେ ।
ତେବେ ଯାତ୍ରା ଇଣ୍ଡଷ୍ଟ୍ରିର ଅଭିନେତ୍ରୀ ନିଶା ମହାରଣା ହେଉଛନ୍ତି କୁଇନ, ଯିଏ କି ଯାତ୍ରା ପେଣ୍ଡାଲରେ ମେଲୋଡି ଡ୍ୟାନ୍ସ କରି ଦର୍ଶକ ମାନଙ୍କର ମନକୁ ଛୁଇଁ ଯାଇଥାନ୍ତି । ତେବେ ନିଜକୁ ଦ୍ୱିତୀୟ ସନି ଲିଓନି କହୁ ଥିବା ନିଶା ମହାରଣାଙ୍କୁ କିଏ ବା ନ ଜାଣେ । ଆଉ ସିଏ ଏବେ ଯାତ୍ରା ମଞ୍ଚରେ ରାଜ କରୁଛନ୍ତି, ବର୍ତ୍ତମାନ ସମୟରେ ତାଙ୍କର ଏକ ହଟ ଡ୍ୟାନ୍ସ ସାମ୍ନାକୁ ଆସିଛି ଯାହାକି ଖୁବ ଚର୍ଚ୍ଚାରେ ରହିଛି । ନିଶା ସବୁବେଳେ ଯାତ୍ରା ମଞ୍ଚରେ ନିଜର ହଟ ପୋରଫୋମେନ୍ସକୁ ଦେଖାଇ ଆସିଛନ୍ତି ଆଉ ତାହା ସହିତ ଯାତ୍ରା ମଞ୍ଚରେ ଓଡିଶାର ଦର୍ଶକ ମାନଙ୍କର ହୃଦୟରେ ମଧ୍ୟ ଘର କରି ପାରିଛନ୍ତି ବୋଲି କୁହାଯାଉଛି ।
ତେବେ ନିଜକୁ ଓଡିଶାର ସନି ଲିଅନି ୨ ବୋଲି କହୁଥିବା ନିଶା ମହାରଣାଙ୍କୁ କିଏ ଵା ନ ଜାଣିଛି । ତେବେ ଯାତ୍ରା ମଞ୍ଚରେ ବର୍ତ୍ତମାନ ରାଜ କରୁଛନ୍ତି ନିଶା ଆଉ ଦର୍ଶକ ମାନଙ୍କୁ ତାଙ୍କର ପୋଏଫୋମେନ୍ସରେ ମୋତୁଆଲା ମଧ୍ୟ କରିବାକୁ ଲାଗିଛନ୍ତି ବୋଲି କୁହାଯାଉଛି । ନିଶା ମହାରଣା ଏବେ ଧଉଳି ଯାତ୍ରା ମଞ୍ଚରେ ଦେଖିବା ପାଇଁ ମିଳିଛନ୍ତି ଯେଉଁଠି କି ସେ ହଟ ଡ୍ୟାନ୍ସ କରି ମାହଲ ଟିକୁ ବଦଳାଇ ଦେଇଛନ୍ତି । ତେବେ ସେ ଡ୍ୟାନ୍ସ କରିଥିବା ଗୀତଟି ହେଉଛି “ଟିପି ଟିପି ବରସା ପାନୀ” ।
ଏଥିରେ ସେ ବର୍ଷା ପାଣିରେ ଓଦା ହୋଇ ହୋଇ ତାଙ୍କର ଅଣ୍ଟାକୁ ହଲାଇ ସୁନ୍ଦର ଭାବେ ଡ୍ୟାନ୍ସ କରି ଦେଖାଇ ଥିଲେ । ଯାତ୍ରା ଆରମ୍ଭରେ ଯେଉଁ ମେଲୋଡି ହୋଇ ଥିଲା ସେଥିରେ ହିଁ ପ୍ରଥମେ ନିଶା ମହାରଣା ଙ୍କ ଝଲକ ଦେଖିବା ପାଇଁ ମିଳି ଥିଲା । ତାଙ୍କ ଡ୍ରେସ ଯେମିତି ହଟ ରହିଥିଲା ସେ ଦେଖିବା ପାଇଁ ବି ସେମିତି ହଟ ଲାଗୁ ଥିଲେ ଆଉ ଯିଏ ତାଙ୍କ ପଫମାନ୍ସ ଦେଖିବ ତାଙ୍କ ଆଖି ଲାଖି ଯିବ । ତେବେ ଏଭଳି ଏକ ଡ୍ୟାନ୍ସ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।