ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଗ୍ୟାଷ୍ଟ୍ରିକ ସମସ୍ୟା କଣ । ଏହା ହେବାର କାରଣ ଓ ନିରାକରଣ ବିଷୟରେ ଜାଣନ୍ତୁ ଡାକ୍ତର କଣ କହୁଛନ୍ତି । ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଅସ୍ୱାସ୍ଥ୍ୟକର ଖାଦ୍ୟ ଯୋଗୁଁ ଆଜିକାଲି ଅଧିକାଂଶ ଲୋକ ଗ୍ୟାସ୍ ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି । ଗ୍ୟାଷ୍ଟ୍ରିକ୍ ପେଟ ଫୁଲେଇବା, ଅସ୍ୱାଭାବିକତା, ପେଟ ଜଳିବା ଓ ଅମ୍ଳତା ସୃଷ୍ଟି କରେ । ଯେଉଁଥିପାଇଁ ଜଣେ ବ୍ୟକ୍ତି ବହୁତ ବିବ୍ରତ ହୋଇପଡେ । କିନ୍ତୁ ଆପଣ ଯଦି ଆପଣଙ୍କ ଡାଏଟ୍ ପ୍ରତି ଧ୍ୟାନ ଦିଅନ୍ତି, ତେବେ ଆପଣ ଅତି ସହଜରେ ଗ୍ୟାସ୍ ସମସ୍ୟାରୁ ମୁକ୍ତି ପାଇପାରିବେ । ଆସନ୍ତୁ ଜାଣିବା ଜଣେ ବ୍ୟକ୍ତି ଗ୍ୟାସ ସମସ୍ୟାରୁ ମୁକ୍ତି ପାଇବା ପାଇଁ କେଉଁ ସବୁ ଖାଦ୍ୟ ଠାରୁ ଦୂରେଇ ରହିବ ଉଚିତ ।
ତେବେ ଆଜିକଲି ଦୁନିଆରେ ଅନେକ ରୋଗ ଆସିଲାଣି ମାତ୍ର ଏହାର ଉପଚାର ମଧ୍ୟ କରାଯାଉଛି । ତେବେ ଯଦି ଆମେ ଆପଣଙ୍କୁ କହିବୁ କି ଆମେ ଯେଉଁ ରୋଗରେ ପୀଡିତ ତାହା ପାଇଁ ଔଷଧ ନାହିଁ କିମ୍ବା ତାର ଉପଚାର ନାଇ । ତାହେଲେ ଆପଣ ଖୁବ ଡେରିରେ ହୁଏତ ଡକ୍ଟରଙ୍କୁ ଦେଖାଇଛନ୍ତି । ପ୍ରତ୍ୟେକ ରୋଗର ପ୍ରାଥମିକ ଚିକିସ୍ଛା କରିବା ଆବଶ୍ୟକ ଅଟେ । ଆଜି ଆମେ କହିବାକୁ ଯାଉଛୁ ଗ୍ୟାଷ୍ଟ୍ରିକ ରୋଗ ବିଷୟରେ । ଏହା ହେବାର କାରଣ କଣ ଆମେ ଆପଣଙ୍କୁ କହିବୁ ଆଜି । ଆଜି କାଲିର ବ୍ୟସ୍ତ ଜୀବନରେ ପ୍ରତେକ ଲୋକମାନେ ନିଜ ଖାଇବା ପିବାକୁ ଖୁବ ଅଣଦେଖା କରୁଛନ୍ତି ।
ଅମ୍ଳତା ବା ଗ୍ୟାଷ୍ଟ୍ରିକ୍ ସମସ୍ୟା ରହିବା ଏକ ସାଧାରଣ କଥା ହୋଇଗଲାଣି । ପର୍ଯ୍ୟାପ୍ତ ନିଦ ସହିତ ଦୈନନ୍ଦିନ କାର୍ଯ୍ୟ ଏବଂ ଖାଦ୍ୟରେ ବ୍ୟାଘାତ ମଧ୍ୟ ଶରୀରରେ ଗ୍ୟାଷ୍ଟ୍ରିକ୍ ଏବଂ ଅନ୍ୟାନ୍ୟ ସମ୍ବନ୍ଧୀୟ ସମସ୍ୟା ସୃଷ୍ଟି କରିପାରେ । ବେଳେବେଳେ ଛାତି ଯନ୍ତ୍ରଣା ଗ୍ୟାଷ୍ଟ୍ରିକ୍ ହେତୁ ଆରମ୍ଭ ହୁଏ । ଏହା ସହିତ, ବେଳେବେଳେ ଏହି ଗ୍ୟାସ୍ ମଧ୍ୟ ମୁଣ୍ଡରେ ଚଢ଼ିଯାଏ ଏବଂ ଆପଣଙ୍କ ବାନ୍ତି ହୋଇଥାଏ । ଯଦି ଆପଣଙ୍କର ଗ୍ୟାଷ୍ଟ୍ରିକ୍ ସମସ୍ୟା ଅଛି, ତେବେ ଆପଣ ଘରୋଇ ଉପଚାର ବ୍ୟବହାର କରି ଏଥିରୁ କିଛି ମାତ୍ରାରେ ମୁକ୍ତି ପାଇପାରିବେ ।
ଏହା ବ୍ୟତୀତ, ଆପଣ ଆପଣଙ୍କର ଦୈନନ୍ଦିନ କାର୍ଯ୍ୟରେ ସକାଳର ଚାଲିବା ଏବଂ ବ୍ୟାୟାମ ଅନ୍ତର୍ଭୁକ୍ତ କରି ଏହି ସମସ୍ୟାକୁ ଦୂର କରିପାରିବେ । ଗ୍ୟାସ ହେବାର ମୁଖ୍ୟ କାରଣ ହେଲା ଖାଦ୍ୟପେୟ ସହ ଜଡ଼ିତ ନିୟମର ସଠିକ୍ ଭାବେ ପାଳନ ନହେବା । ଦୈନନ୍ଦିନ ରୁଟିନରେ ଯଦି ଖାଦ୍ୟପେୟରେ ଅନିୟମିତତା ଦେଖାଦିଏ ତେବେ ଆପଣ ଏହି ରୋଗର ବହୁତ ଶୀଘ୍ର ଶିକାର ହେବେ । ତେଣୁ ଗ୍ୟାଷ୍ଟ୍ରିକ୍ ସମସ୍ୟା ଠାରୁ ଦୂରରେ ରହିବା ପାଇଁ ଦୈନନ୍ଦିନ ଖାଦ୍ୟ ପେୟ ଉପରେ ବିଶେଷ ଧ୍ୟାନ ଦେବା ଆବଶ୍ୟକ ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।