ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଲିପ୍ସା ମିଶ୍ର ଙ୍କ ସ୍ବାମୀ ବିଷୟ ରେ କ’ଣ କହିଲେ ବିବାଦୀୟ ଅଭିନେତ୍ରୀ ରାନୀ ପଣ୍ଡା ଆସନ୍ତୁ ଜାଣିବା ଏହି ରିପୋର୍ଟ ରେ।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ।
ଦୁନିଆ ରେ ସ୍ବାମୀ ସ୍ତ୍ରୀ ସମ୍ପର୍କ ହେଉଛି ସବୁଠାରୁ ମଧୁର ସମ୍ପର୍କ।ଏହି ସୋର୍କ ରେ ଭଲ ପାଇବା,ବିଶ୍ୱାସ ଓ ବୁଝା ମଣା ରହିଥାଏ।ମନୁଷ୍ୟ କୁ ଜୀବନ ରେ ନିହାତି ବିବାହ କରି ଘର ସଂସାର କରିବାକୁ ପଡ଼ିଥାଏ।ବର୍ତ୍ତମାନ ତ ସମସ୍ତେ ନିଜର ଜୀବନ ସାଥି ନିଜେ ଚୟନ କରୁଛନ୍ତି।ତେବେ ବର୍ତ୍ତମାନ ଓଡ଼ିଆ ଟିଭି ସିରିଏଲ୍ ର ପ୍ରମୁଖ ଅଭିନେତ୍ରୀ ଲିପ୍ସା ମିଶ୍ର ଙ୍କ ବିବାହ ଏଇ କିଛି ଦିନ ହେବ ହୋଇଛି।
ତାଙ୍କ ବିବାହ କୁ ନେଇ ଅନେକ ଲୋକ ଙ୍କ ଅନେକ ପ୍ରକାର କଥା ଓ ମାତା ଶୁଣିବାକୁ ମିଳୁଛି।ତେବେ ଯାତ୍ରା ର ଅଭିନେତ୍ରୀ ରାନୀ ପଣ୍ଡା ଏହାକୁ ନେଇ କ’ଣ କହିଛନ୍ତି ଆସନ୍ତୁ ଜାଣିବା।ବନ୍ଧୁଗଣ ନିଜ ନିଜର ଜୀବନ ସାଥି ଚୟନ କରିବାର ସମସ୍ତ ଙ୍କ ଅଧିକାର ଅଛି।କିନ୍ତୁ ଏ କ୍ଷେତ୍ର ରେ ସେଲେବ୍ରିଟି ମାନଙ୍କର କଥା ଅଲଗା।
ସେମାନଙ୍କର ବିବାହ ସିନା ସରିଯାଏ, କିନ୍ତୁ ତାକୁ ନେଇ ତର୍ଜମା ସରିନଥାଏ।ଲୋକ ତାକୁ ନେଇ ଅନେକ ପ୍ରକାର ମନ୍ତବ୍ୟ ଦେଇଥାନ୍ତି।ଓଡ଼ିଆ ସିରିଏଲ ର ଷ୍ଟାର ଅଭିନେତ୍ରୀ ଲିପ୍ସା ମିଶ୍ର ଙ୍କ ବିବାହ ରି କିଛି ଦିନ ହେବ ଶେଷ ହୋଇଛି।ତାକୁ ନେଇ ଅନେକ ଲୋକ ଅନେକ ପ୍ରକାର ମତ ଦେଉଛନ୍ତି।କିଏ ତାଙ୍କର ଜୀବନ ଖୁସି ଓ ସୁଖମୟ ହେଉ ବୋଲି କାମନା କରୁଛନ୍ତି ତ ଆଉ କିଏ କିଏ ତାଙ୍କୁ ଆଉ କେହି ମିଳିଲେନି କି କହିଛନ୍ତି।
ଲିପ୍ସା ମିଶ୍ର ଏକ ଭଲ ଅଭିନେତ୍ରୀ।ସେ ବହୁତ୍ ଭଲ ଅଭିନୟ କରନ୍ତି।ତେବେ ଏ ବିଷୟରେ ଅଭିନେତ୍ରୀ ରାନୀ ପଣ୍ଡା କହିଛନ୍ତି ଏଥିରେ ଲିପ୍ସା ମିଶ୍ର ପଇସା ଦେଖି ଏକ ଅଧିକ ବୟସ ର ଲୋକ କୁ ବାହା ହୋଇଛନ୍ତି।ଆଜି କାଲି ତୋ ପଇସା ବଡ଼।ତେଣୁ ସେ କହିଛନ୍ତି ଲିପ୍ସା ପ୍ରେମ ଅପେକ୍ଷା ପଇସାକୁ ଦେଖି ବାହା ହୋଇଛନ୍ତି।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।