ସାଉଥ ସିନେମା ଜଗତ ର ଜଣେ ଜଣାଶୁଣା ଅଭିନେତା ବିଜୟ ଦେବରକୋଣ୍ଡା ଙ୍କୁ ତ ଆପଣ ମାନେ ବେଶ୍ ଭଲ ଭାବରେ ଜାଣି ଥିବେ । ବିଜୟ ଦେବରାକୋଣ୍ଡା ଙ୍କ ଆଗାମୀ ଚଳଚ୍ଚିତ୍ର ‘ ଲିଗର ’କୁ ନେଇ ବର୍ତ୍ତମାନ ଚର୍ଚ୍ଚାରେ ରହୁଛନ୍ତି। ସେହି ଚଳଚ୍ଚିତ୍ର ରେ ମାଇକ୍ ଟାଇସନ ଯାହାଙ୍କୁ କି ଗଡ୍ ଅଫ୍ ବ-କ୍ସିଂ କୁହାଯାଏ , ତାଙ୍କ ସହିତ ପ୍ରଥମ ଥର ପାଇଁ ସ୍କ୍ରିନ୍ ସେୟାର କରୁଥିବାର ଦେଖିବାକୁ ମିଳିବେ । ଏଥି ମଧ୍ୟରେ ମଧ୍ୟ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ବିଜୟ ଅନେକ ଆଲୋଚନାର କେନ୍ଦ୍ର ପାଲଟିଛନ୍ତି।
ବିଜୟ ଙ୍କ ଅନେକ ପ୍ରଶଂସକ ମାନେ ଏହା ଜାଣିବାକୁ ଚାହୁଁ ଛନ୍ତି ଯେ , ବିଜୟ କାହା ସହିତ ଡେଟ୍ କରୁଛନ୍ତି ? ଏହି ବିଷୟ ରେ ବିଜୟ ଙ୍କୁ ଯେତେବେଳେ ପଚରା ଗଲା ସେତେବେଳେ ସେ ଏକ ଚ-ମ-ତ୍କା-ର ଉତ୍ତର ଦେଇଥିଲେ । ବାସ୍ତବ ଘଟଣା ଟି ହେଉଛି ବର୍ତ୍ତମାନ ସମୟ ରେ ବିଜୟ ତାଙ୍କର ଭାଇ ଆନନ୍ଦ ଙ୍କ ଚଳଚ୍ଚିତ୍ର “ପୁଷ୍ପକ ବିମାନମ୍ ” ର ବ୍ୟସ୍ତ ଥିବା ବେଳେ ଦୁଇ ଭାଇ ଙ୍କ ଏକ ଭି-ଡି-ଓ ବର୍ତ୍ତମାନ ସମୟ ରେ ସୋସିଆଲ ମି-ଡ଼ି-ଆ ରେ ଭା-ଇ-ରା-ଲ ହେବାରେ ଲାଗିଛି ।
ସେହି ଭି-ଡି-ଓ ଟି ରେ ଏହା ଦେଖିବାକୁ ମିଳିଛି ଯେ , ଇଣ୍ଟରନେଟରେ ପ୍ରଶଂସକଙ୍କ ଦ୍ୱାରା ପଚରା ଯାଇଥିବା ପ୍ରଶ୍ନର ଉତ୍ତର ଦେଉଛନ୍ତି ସେ ଦୁଇ ଭାଇ । ପଚରା ଯାଇଥିବା ଅନେକ ପ୍ରଶ୍ନ ମଧ୍ୟରେ ବିଜୟ ଙ୍କ ଡେଟିଂ ଜୀବନ ବିଷୟରେ ଏକ ପ୍ରଶ୍ନ ଥିଲା । ଜଣେ ପ୍ରଶଂସକ ଙ୍କ ଦ୍ୱାରା ଏହା ପଚରା ଯାଇଛି ଯେ ‘ସେ କାହାକୁ ଡେଟ୍ କରୁଛନ୍ତି, ଯଦି ହଁ ତେବେ ସେ କିଏ ?’ ଏହି ପ୍ରଶ୍ନ ଟି ର ଏକ ମଜାଳିଆ ଉତ୍ତର ଦେଇଛନ୍ତି ଅଭିନେତା ବିଜୟ ଏବଂ କହିଛନ୍ତି ଯେ ,”ନିକଟରେ ମୋର ହୃଦୟ ଭା-ଙ୍ଗି ଯାଇଛି।” ଏହା ପରେ ସମସ୍ତେ ଏହା ପ୍ରଶ୍ନ କରିଥିଲେ କି ଯଦି ଏହା ସତରେ ତାହେଲେ ସେ କିଏ ଯିଏ ଏମିତି କଲେ ? ବିଜୟଙ୍କ ଭାଇ ଆନନ୍ଦ ଏହି ପ୍ରଶ୍ନ ଟି ର ଉତ୍ତର ଦେଇ କହିଛନ୍ତି ଯେ ‘ ଠିକ୍ ସେହିଭଳି ଯେପରି ଫିଲ୍ମରେ ମୋର ଲିଡିଂ ଲେଡି ପଳାୟନ କରନ୍ତି।’
ସୂଚନାଯୋଗ୍ୟ କଥା ଏହା ଯେ ଗତ ବର୍ଷ ବିଜୟ ଦେବରାକୋଣ୍ଡା ଏବଂ ରଶ୍ମିକା ମନ୍ଦନା ପରସ୍ପର ସହିତ ଡେଟ କରୁଥିଲେ ସୂଚନା ମିଳୁଥିଲା । ‘ଗୀତା ଗୋବିନ୍ଦମ୍’ ଚଳଚ୍ଚିତ୍ର ଯାହାକି ୨୦୧୮ ରେ ହୋଇଥିଲା ସେଥିରେ ସେ ଦୁହେଁ ଉଭୟ ଏକାଠି କାମ କରିଥିଲେ ଏବଂ ସେଥିରେ ଉଭୟ ଙ୍କ ମଧ୍ୟରେ ଏକ ଚ-ମ-ତ୍କା-ର କେମେଷ୍ଟ୍ରୀ ଦେଖିବାକୁ ମିଳିଥିଲା । ଏହା ପରେ ମଧ୍ୟ ଉଭୟଙ୍କୁ ବାସ୍ତବ ଜୀବନ ରେ ମଧ୍ୟ ଅନେକ ଥର ଦେଖିବାକୁ ମିଳିଥିଲା କିନ୍ତୁ ଏ ପର୍ଯ୍ୟନ୍ତ ସେମାନଙ୍କ ମଧ୍ୟରେ ସେପରି କିଛି ଥିବା କଥା ବର୍ତ୍ତମାନ ପର୍ଯ୍ୟନ୍ତ ନିଶ୍ଚିନ୍ତ ହୋଇ ନାହିଁ ।
ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।