ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଆସିଲା ଖୁସି ଖବର । ଗୋପାଳ ଦାୟୀତ୍ୱରେ ରହିବ ପଚିଶ ଥା-ନା । ଏବେ ନେତା ଚୋ-ର ଖଣ୍ଟ ହେବେ ସାବାଡ।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ବନ୍ଧୁଗଣ ସ୍ୱାସ୍ଥ୍ଯମନ୍ତ୍ରୀଙ୍କ ହ-ତ୍ଯା ପରେ ଗୋପାଳଙ୍କୁ ନେଇ ଅନେକ ତଥ୍ଯ ପ୍ରକାଶ ପାଇବାରେ ଲାଗିଛି । କେବେ ଫଟୋ ତ କେବେ ନୂଆ ଭିଡ଼ିଓ ଜରିଆରେ ଗୋପାଳ ହ-ତ୍ଯା କରିଥିବାର ଏକ ପ୍ରକାର ପ୍ରମାଣ ମିଳୁଛି । ସୂଚନା ଅନୁଯାୟୀ, ଗୋପାଳ ୧୯୯୨ ମସିହାରେ ବ୍ରହ୍ମପୁରରେ କନେଷ୍ଟବଳ ଭାବେ ନିଯୁକ୍ତି ପାଇଥିଲେ । ୨୦୦୯ ମସିହାରେ ଏଏସଆଇ ପଦବୀକୁ ପଦୋନ୍ନତି ପାଇ ଝାରସୁଗୁଡା ଜିଲ୍ଲାରେ ନିଯୁକ୍ତି ପାଇବା ସହ ବିଭିନ୍ନ ଥା-ନା ଓ ଫାଣ୍ଡିରେ ୧୩ ବର୍ଷ କାର୍ଯ୍ୟ କରିଛନ୍ତି ।
ନିଜ ଚାକିରି କାଳ ଭିତରେ ସେ ୧୮ ଥର ଜିଏସ ମାର୍କ ପାଇଥିବା ବେଳେ ୯ ଥର ଅର୍ଥ ପୁରସ୍କାର ଓ ୧୮ ଥର ପ୍ରଶଂସା ପତ୍ର ପାଇଛନ୍ତି । ସମୁଦାୟ ଥରେ ପଦୋନ୍ନତି ସହ ୪୫ଟି ପୁରସ୍କାର ପ୍ରାପ୍ତ କରିଥିଲେ ଗୋପାଳ ଦାସ । ତେବେ ବନ୍ଧୁଗଣ ନବ ଦାସଙ୍କ ହ-ତ୍ୟା ଅ-ଭି-ଯୁ-କ୍ତ ଗୋପାଳ ଦାସଙ୍କୁ ନେଇ ପ୍ରତିଦିନ ସାମ୍ନାକୁ ନୂଆ ନୂଆ ଖବର ଆସୁଛି । ଏହି କ୍ରମରେ ଆଜି ଗୋପାଳ ଦାସର ଚାକିରି ସମ୍ୱନ୍ଧିତ କିଛି ତଥ୍ଯ ପ୍ରକାଶ ପାଇଛି । ତେବେ ବନ୍ଧୁଗଣ ନବଦାସଙ୍କ ହ-ତ୍ୟା-କା-ରୀ ଗୋପାଳ ଏବେ ପ୍ରମୋସନ ପାଇବ ।
ତେବେ ଏସଆଇ କିମ୍ୱା ଆଇଆଇସି ନୁହେଁ ସିଧା ଡିଏସପି କିମ୍ୱା ଏସପି ହେବ ଗୋପାଳ । ଗୋପାଳ କରିଥିବା କାମ ପାଇଁ ସରକାର ତାଙ୍କୁ ପୁରସ୍କାର ଦେବା ପାଇଁ ଚାହୁଁଛନ୍ତି । ଆଉ ଗୋପାଳର ବି ଏସପି ହେବା ପାଇଁ କିମ୍ବା ଡିଏସପି ହେବାର ସ୍ବପ୍ନ ରହିଛି । ତେଣୁ ଗୋପାଳର ସ୍ବପ୍ନ ପୂରଣ ହେବାକୁ ଯାଉଛି ବୋଲି ଜାଣିବା ପରେ ଗୋପାଳ ବହୁତ ଖୁସି ମଧ୍ୟ ଅଛି । ନବଦାସ ପରି ଜଣେ ମହାପ୍ରଭାବଶାଳୀ ମନ୍ତ୍ରୀଙ୍କୁ ଗୁ-ଳି ମାଡ଼ କରି ହ-ତ୍ୟା କରିଛି ଗୋପାଳ ଦାସ । ଏହାପରେ ଗୋପାଳଙ୍କୁ ନେଇ ଆରମ୍ଭ ହେଇଥିବା ଚର୍ଚ୍ଚା ଥମିବାର ନାଁ ଧରୁନାହିଁ ।
ସାରା ଓଡିଶାରେ ଗୋପାଳର ଲୋକପ୍ରିୟତା ବଢ଼ିଚାଲିଛି । ନେତା ମନ୍ତ୍ରୀଙ୍କୁ ଚିହ୍ନି ନଥିବା ଲୋକେ, ଗୋପାଳଙ୍କୁ ଚିହ୍ନିଛନ୍ତି । ଗୋପାଳଙ୍କୁ ଓଡ଼ିଶାର ଲୋକ ମାନେ ଭଲ ପାଇଛନ୍ତି । ଗୋପାଳ ଅତିଶୀଘ୍ର ଜେ-ଲରୁ ଖଲାସ ହେବା ପାଇଁ ମଧ୍ୟ ଚାହୁଁଛନ୍ତି ଲୋକେ । ଗୋପାଳ ପୁଣିଥରେ ଆରକ୍ଷୀ ଚାକିରୀ କରୁ ଆଉ ପ୍ରମୋସନ ପାଇ ଡିଏସପି ହଉ ବୋଲି ଆଲୋଚନା କରୁଛନ୍ତି ଲୋକମାନେ । ତେବେ ବନ୍ଧୁଗଣ ଗୋପାଳ ଦାସ କେବେ ବେଲରେ ଆସୁଛନ୍ତି ଆଉ କେବେ ପ୍ରମୋସନ୍ ପାଇ ଡିଏସପି ହେଉଛନ୍ତି ତାହା ଏବେ ସମସ୍ତଙ୍କର ଅପେକ୍ଷା ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।