ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଚଳଚିତ୍ର ଜଗତରୁ ଆସିଲା ଏକ ଦୁଃଖ ଖବର, ସତୀଶ କୌଶିକଙ୍କ ପରଲୋକ।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଆମ ଦେଶ ହେଉଛି କଳା ସଂସ୍କୃତିର ଦେଶ।ଏହି ଦେଶରେ କଳାକାର ମାନଙ୍କୁ ବହୁତ୍ ସମ୍ମାନ ମିଳେ।କିନ୍ତୁ ଏମିତି କିଛି ଘଟଣା ଘଟୁଛି ଯାହାକୁ ଆପଣମାନେ ଶୁଣିଲେ ବିଶ୍ୱାସ କରି ପାରିବେ ନାହିଁ।ଆମ ଦେଶ ଭାରତ ସମୃଦ୍ଧିର ଗୋଟେ ପାଦ ଆଗକୁ ବଢ଼ିବାରେ ଲାଗିଛି।ଏମିତି କିଛି ଘଟଣା ଘଟୁଛି ଯାହାକୁ ଆପଣମାନେ ଶୁଣିଲେ ବିଶ୍ୱାସ କରି ପାରିବେ ନାହିଁ।
କିନ୍ତୁ କଳାକାରମାନଙ୍କର ସ୍ବାସ୍ଥ୍ୟ ଖରାପ ହେବା ଫଳରେ ସମସ୍ତଙ୍କ ମନରେ ଦୁଃଖର ଲହରୀ ଖେଳାଇ ଦେଇଥାଏ। ହଁ ଆଜ୍ଞା ବଲିଉଡ ଅଭିନେତା ଏବଂ ନିର୍ଦ୍ଦେଶକ ସତୀଶ କୌଶିକଙ୍କ ଦେ-ହା-ନ୍ତ ହେଇଛି ।ସେ ୬୭ବର୍ଷ ବୟସରେ ନିଜର ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।ଅଭିନେତା ଅନୁପମ ଖେର ଟୁଇଟ କରି ସତୀଶଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।ଅନୁପମ ଖେର ଲେଖିଛନ୍ତି ଯେ ତାଙ୍କର ୪୫ବର୍ଷ ବନ୍ଧୁତାର ପୁର୍ଣ୍ଣଛେଦ ପଡ଼ିଛି।
ସତୀଶ କୌଶିକ ହେଉଛନ୍ତି ବଲିଉଡ ଜଗତର ଜଣେ ଜଣାଶୁଣା ଅଭିନେତା ଏବଂ ନିର୍ଦ୍ଦେଶକ, କମେଡିଆନ, ଶ୍ରକିପ୍ଟ ରାଇଟର୍ ମଧ୍ୟ।୧୯୬୫ ଏପ୍ରିଲ ୧୩ରେ ସେ ହରିଆଣା ରେ ଜନ୍ମ ଗ୍ରହଣ କରିଥିଲେ।ସେ ଅଭିନେତା ଆଗରୁ ଥିଏଟର ରେ କାମ କରୁଥିଲେ।୧୯୮୭ ରେ ତାଙ୍କୁ ମିଷ୍ଟର୍ ଇଣ୍ଡିଆରେ ତାଙ୍କୁ ବିଶେଷ ପରିଚୟ ମିଳିଥିଲା।
ସତୀଶ କୌଶିକ ୧୯୯୦ ରେ ରାମ ଲକ୍ଷ୍ମଣ ଏବଂ ସାଜନ ଚଲେ ସସୁରାଲ ରେ ସେ ଶ୍ରେଷ୍ଠ ଅଭିନେତା ଅୱାଡ ପାଇଥିଲେ।ତାଙ୍କ ବିୟୋଗରେ ସାରା ଅଲିଉଡ ଇଣ୍ଡଷ୍ଟ୍ରି ଉପରେ ଦୁଃଖର କଳା ବାଦଲ ଛାଇ ଯାଇଛି।ସେ ଜଣେ ନାମୀ ଦାମୀ କଳାକାର ଭାବରେ ଦେଶରେ ଘରେ ଘରେ ପରିଚିତ।ତାଙ୍କର କମେଡି ଲୋକମାନଙ୍କୁ ଖୁବ୍ ମନରଞ୍ଜନ କରୁଥିଲା।ଯାହାକି ଏବେ ଆଉ ଦେଖିବାକୁ ମିଳିବ ନାହିଁ।ସେ ଏବେ କଳା କବଳିତ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।