ଆସୁଛି ଭୟଙ୍କର ବାତ୍ୟା ! ଏବେ ଆସିଲା ପାଣି ପାଗ ବିଭାଗ ର ସୂଚନା… ଏହି ଜିଲ୍ଲା କୁ ଭୟଙ୍କର ବିପଦ…

  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ପୁଣି ମାଡ଼ି ଆସୁଛି ଆଉ ଏକ ବାତ୍ୟା । ଜାଣନ୍ତୁ ସି-ଭି-ୟ-ର ସାଇକ୍ଲନ ର ପ୍ରଭାବ ଓଡ଼ିଶା ଉପରେ 

କେମିତି ରହିବ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ।

                                                            ମନକୁ ବାତ୍ୟା ର ଚିନ୍ତା ଆସିଲେ ଓଡ଼ିଶା ର ଲୋକ ମାନଙ୍କ ହୃଦୟରେ ଗୋଟେ ଭ-ୟ ସଂଚାର ହୁଏ ହୃଦୟ ବିଦାରିତ ଦୁଃ-ଖ ଲାଗେ।କେତେ ବା କ-ଷ୍ଟ ପାଇବେ ଏଇ ଓଡ଼ିଶା ର ଲୋକ ।ଗୋଟେ ପରେ ଗୋଟେ ବାତ୍ୟା ମାଡ଼ି ଆସିଛି ତଥାପି ଭାଙ୍ଗି ନାହାନ୍ତି ଓଡ଼ିଶା ର ଲୋକ।ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।ଅକ୍ଟୋବର ମାସରେ ଅନେକ ବାତ୍ୟା ଦେଖିଛି ଓଡିଶା।ସେ ମହାବାତ୍ୟା ଠାରୁ ଫାଇଲିନ ପର୍ଯ୍ୟନ୍ତ ଅନେକ ବାତ୍ୟା ରାଜ୍ୟକୁ ପ୍ରଭାବିତ କରିଛି । ଭୁବନେଶ୍ୱର ଆଇ ଏମ ଡି ସଂସ୍ଥା ର ମୁଖ୍ୟ ଏହାକୁ ପରିପ୍ରକାଶ କରିଛନ୍ତି ପୂର୍ବ ବଙ୍ଗପ ସାଗର ତଳେ ଏହା ଆରମ୍ଭ ହୋଇଛି।ଯାହାକି ଆଗାମୀ ଦଶ ତାରିଖ ବେଳକୁ ଏହା ସକ୍ରିୟ ହୋଇପାରେ।କିନ୍ତୁ ଅଧିକ ଘନୀଭୂତ ହୋଇ ତେର ତାରିଖ ବେଳକୁ ଅଧିକ ହୋଇ ପାରେ ଏବଂ ପନ୍ଦର କିମ୍ବା ଷୋହଳ ତାରିଖ ବେଳକୁ ସିଭିୟର ସାଇକ୍ଲନ ର ରୂପ ନେଇ ପାରେ।

 

ଯାହା ପରବର୍ତ୍ତୀ ସମୟରେ ଘନୀଭୂତ ହୋଇ ବାତ୍ୟାର ରୂପ ନେବାର ସମ୍ଭାବନା ଅଛି।ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶାରେ ଏହାର ପ୍ରଭାବ ଅନୁଭୂତ ହୋଇପାରେ।ସମୁଦ୍ର ଉପରେ ତାପମାତ୍ରା ଯାହା ରହିଛି ଏବଂ ପାରିପାର୍ଶ୍ବିକ ସ୍ଥିତି ବାତ୍ୟା ପାଇଁ ଏକ ଅନୁକୂଳ ବାତାବରଣ ସୃଷ୍ଟି କରୁଛି।ଯଦି ଏହି ଆକଳନ ସତ ହୁଏ ତେବେ ଆମକୁ ଏକ ବଡ଼ ସମସ୍ୟା ର ସାମ୍ନା କରିବା ପାଇଁ ପଡିବ।ପୂର୍ବରୁ ମଧ୍ୟ ଅକ୍ଟୋବର ମାସରେ ହେଉଥିବା ବାତ୍ୟାର ଗମ୍ଭୀରତା ଯଥେଷ୍ଟ ଅଧିକ ରହୁଥିବା ବେଳେ ସୃଷ୍ଟି ହେବାକୁ ଥିବା ଏହି ବଳୟ ଉପରେ ସତର୍କ ଦୃଷ୍ଟି ରଖାଯାଇଛି।ଓଡିଶା ଏବଂ ବାତ୍ୟା ଅଙ୍ଗା ଅଙ୍ଗୀ ଭାବରେ ଜଡିତ।ଅକ୍ଟୋବର ମାସ ଆସିଲେ ଓଡିଶାକୁ ବାତ୍ୟାର ଭ-ୟ ଥାଏ।ବର୍ତ୍ତମାନ ଅକ୍ଟୋବର ମାସ ଆସିସାରିଛି ଏବଂ ଏବେ ଓଡିଶାକୁ ଏକ ବାତ୍ୟା ମାଡି ଆସୁଥିବାର ଆନ୍ତର୍ଜାତୀୟ ପାଣିପାଗ ବିଭାଗ ସୂଚନା ଦେଇଛନ୍ତି।

 

ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏହାର ସ୍ପଷ୍ଟ ସୂଚନା ଆସିନାହିଁ କିନ୍ତୁ ଅନ୍ତର୍ଜାତୀୟ ପାଣିପାଗ କେନ୍ଦ୍ର ପକ୍ଷରୁ ଯେଉଁ ସୂଚନା ଆସୁଛି ସେହି ଅନୁସାରେ ଏହା କେବଳ ଆକଳନ କରା ଯାଉଛି।କାରଣ ବାତ୍ୟା ର ରାସ୍ତା ସବୁ ସମୟରେ ବଦଳି ଥାଏ।ତେବେ ଏହାର ଗତି ଉତ୍ତର ପଶ୍ଚିମ ଆଡ଼କୁ ରହିବ।ଏହାର ନାମ ରହିବ ଜାବାଦ।ତେବେ ଏହି ଜାବାଦ ବାତ୍ୟା ଉତ୍ତର ଆନ୍ଧ୍ର ପ୍ରଦେଶ ଏବଂ ସ୍ଥଳ ଭାଗ ଦେଇ ଗତି କରିବ। ଯଦି ଆନ୍ଧ୍ର ପ୍ରଦେଶ ଆଡୁ ଗତି କରେ ତେବେ ଓଡ଼ିଶା ର ମାଲକାନଗିରି, ଗଜପତି,ରାୟଗଡ଼ା ଆଦି ନ-ଷ୍ଟ ହୋଇପାରେ।ଆଉ ଯଦି ଉପରକୁ ଉଠିଲା ତେବେ ଗଞ୍ଜାମ,ନୂଆପଡ଼ା, କନ୍ଧମାଳ,କଳାହାଣ୍ଡି ଜିଲ୍ଲା କ୍ଷ-ୟ-କ୍ଷ-ତି ହୋଇ ପାରେ । 

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *