ଆସନ୍ତୁ ଜାଣିବା କିଡନୀ ଖରାପ ହେବାର କାରଣ ଏବଂ ଏହାର ଲକ୍ଷଣ ସମ୍ପର୍କରେ।            

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଆସନ୍ତୁ ଜାଣିବା ପାଠକ ବନ୍ଧୁ କିଡନୀ ଖରାପ ହେବାର କାରଣ ଏବଂ ଏହାର ଲକ୍ଷଣ ସମ୍ପର୍କରେ।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଦେହ ରହିଛି ମାନେ ରୋଗ ତ ନିଶ୍ଚୟ ରହିବ।ଆଜିକାଲି ଦୁନିଆରେ ବିଭିନ୍ନ ପ୍ରକାର ରୋଗ ର ଚିହ୍ନଟ ହେଲାଣି। ଆଗକାଳରେ ଲୋକମାନେ ଜାଣିପାରୁନଥିଲେ କି କେଉଁ ରୋଗ ହୋଇଛି।ସେଥିପାଇଁ ବହୁତ ଲୋକଙ୍କର ମୃ-ତ୍ୟୁ ହେଉଥିଲା।କିନ୍ତୁ ବର୍ତ୍ତମାନ ଯୁଗ ବଦଳିଗଲାଣି। ବିଭିନ୍ନ ଟେକ୍ନୋଲୋଜି କାରଣରୁ ରୋଗର ବିଭିନ୍ନ ଲକ୍ଷଣ ସମ୍ପର୍କରେ ଆମ୍ଭେ ମାନେ ସୂଚନା ପାଇପାରୁଛୁ।ଆଜି କାଲି ଡାଇବେଟିସ,ଉଚ୍ଚ ର-କ୍ତଚାପ,ଲିଭର ଡେମେଜ୍, କିଡନୀ ଡେମେଜ ଭଳି ରୋଗ ଚାରିଆଡ଼େ ବିସ୍ତାର ହେବାରେ ଲାଗୁଛି। 

 

ଆଜି ଆମ୍ଭେ ଆପଣ ମାନଙ୍କୁ ଯେଉଁ ଖବର ସମ୍ପର୍କରେ ଜଣାଇବାକୁ ଯାଉଛୁ ତାହା ହେଉଛି କିଡନୀ ଖରାପ ହୋଇଛି ବୋଲି ଜାଣିବେ କିପରି।କ’ଣ ହେଉଛି ତା’ର ଲକ୍ଷଣ।କିଡନୀ ଖରାପ ହେବା ପୂର୍ବରୁ ଶରୀର ରେ କେଉଁ ସବୁ ଲକ୍ଷଣମାନ ଦେଖାଯାଏ ଆସନ୍ତୁ ଜାଣିବା। ଯାହା ଫଳରେ ଆପଣ ମାନେ ନିଜକୁ ଏବଂ ନିଜ ପରିବାରକୁ ସୁରକ୍ଷିତ ରଖିପାରିବେ।ଆପଣମାନେ ତ ଜାଣିଥିବେ ନିଶ୍ଚୟ ଯେ ଆମ୍ଭ ଶରୀର ଭିତରେ ୨ ଟି କିଡନୀ ରହିଛି।ଯଦି ୨ ଟି କିଡନୀ ରୁ ଗୋଟିଏ କିଡନୀ ଖରାପ ହୋଇଯାଏ ତେବେ ମଧ୍ୟ ମଣିଷ ବଞ୍ଚିପରିବ।

 

କିନ୍ତୁ ସେହି ଗୋଟିଏ କିଡନୀରେ ବଞ୍ଚିବା ବହୁତ କଷ୍ଟ।ଗୋଟିଏ କିଡନୀ ରହିଲେ ଜଣେ ଲୋକ ବହୁତ ସମସ୍ୟାର ସମ୍ମୁଖୀନ ହୋଇଥାଏ।ତେବେ କେଉଁ ଲକ୍ଷଣ କିଡନୀ ରୋଗର ସଙ୍କେତ ଦେଇଥାଏ ଆସନ୍ତୁ ଜାଣିବା। ଶରୀରରେ କେବେ କେଉଁ ଜାଗାରେ ଆଘାତ ଲାଗିଲେ ତାହା ଫୁଲିଯାଏ।କିନ୍ତୁ ବେଳେ ବେଳେ ଏପରି ଦେଖାଯାଏ କି ଆଘାତ ନଲାଗି ମଧ୍ୟ ଶରୀରର ଗୋଟେ ଗୋଟେ ସ୍ଥାନ ଫୁଲିଯାଏ।ଯଦି ଏପରି କିଛି ଆପଣଙ୍କ ଶରୀରରେ ଦେଖୁଛନ୍ତି ଆପଣ ତେବେ ଶୀଘ୍ର ଡକ୍ଟରଙ୍କ ସହ ପରାମର୍ଶ କରନ୍ତୁ।

 

ଯଦି ଉଚ୍ଚ ଏବଂ ନୀଚ ର-କ୍ତଚାପ ସମସ୍ୟା ଦେଖାଯାଏ ତେବେ ଆପଣ ସତର୍କ ହୋଇଯିବା ଉଚିତ୍।ଆଉ ଯଦି ଶରୀର ଫିକା ପଡ଼ିବାକୁ ଲାଗେ ତେବେ ଜାଣିନିଅନ୍ତୁ ଯେ ଆପଣଙ୍କର କିଡିନୀରେ ସମସ୍ୟା ରହିଛି।ଆମ୍ଭ ଶରୀରରୁ ପରିସ୍ରା ମାଧ୍ୟମ ରେ ସବୁ ବର୍ଜ୍ୟବସ୍ତୁ ନିର୍ଗତ ହୋଇଥାଏ। ଯଦି ପରିସ୍ରା ସମୟରେ କମ୍ ପରିସ୍ରା ନିର୍ଗତ ହୁଏ ତେବେ ଶୀଘ୍ର ଡକ୍ଟର ଙ୍କ ପରାମର୍ଶ ନିଅନ୍ତୁ।ଏହି ସବୁ ଲକ୍ଷଣ ପ୍ରତି ଆପଣମାନେ ସାବଧାନ ରୁହନ୍ତୁ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *