ମୁଖ୍ୟମନ୍ତ୍ରୀ ଙ୍କ ଆଉ ଏକ ନୂଆ ଯୋଜନା । ମିଳିବ 2000 ଲେଖା ଟଙ୍କା । ଜାଣନ୍ତୁ କେଉଁମାନେ କିପରି ପାଇବେ…ଜାଣନ୍ତୁ ସବୁ କିଛି…

 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ଆସିଲା ନୂଆ ଯୋଜନା ରକ୍ଷକ ମିଳିବ 2000।କେଉଁ ମାନେ ପାଇବେ ଓ କିପରି ପାଇବେ । ଆସିଲା ମାନ୍ୟବର ମୁଖ୍ୟ ମନ୍ତ୍ରୀ ଙ୍କ ନୂତନ ପଦକ୍ଷେପ ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ବର୍ତମାନ ର ସମୟ ଭାରି ଜଟିଳତର । ପ୍ରତି ଟି ମୁହୂର୍ତ୍ତ ରେ ଦୁ-ର୍ଘ-ଟ-ଣା ଆଖି ଖୋଲି ଚାହିଁ ରହିଛି । ଜୀବନ ରେ ବହୁତ୍ କିଛି ଦୁ-ର୍ଘ-ଟ-ଣା ଘଟିଥାଏ ଯାହା କୁ କେବେ ଭି କଳନା କରାଯାଇ ପାରିନାହିଁ । ଏହି କିଛି ଘଟଣା ଜୀବନ ରେ ଘଟିବା କୁ ଯାଉଚି ତାହା କେବେ ଭି ଆଶା କରାଯାଇ ନ ଥାଏ । ସତ କହିବା ପାଇଁ ଗଲେ ବିପଦ ଯେତେବେଳେ ଆସିଥାଏ ତାହା ନ କହି ଆସିଥାଏ । ଘରେ ଲୁଚି ବସିଲେ ଭି ବିପଦ ଯଦି ପଡ଼ିବାର ଥାଏ ତେବେ ତାହା କୌଣସି ମୋତେ ଆସି ଯାଇଥାଏ ଯେତେ ସତର୍କତା ଅବଲମ୍ବନ କରିଲେ ଭି । ତେଣୁ ଆମେ ସଦା ସର୍ବଦା ବିଶ୍ୱାସ କରିଥାଉ କି ଜୀବନ କେତେବେଳେ କଣ ବିପଦ ପଡ଼ିବ ତାହା ଜଣା ନାହିଁ । 

 

ତେଣୁ ଯେତେ ସତର୍କତା ଅବଲମ୍ବନ କରି ଯେ କୌଣସି କାର୍ଯ୍ୟ କରିବା ଉଚିତ୍ । ପ୍ରତି ଟି  ପାଦେ ପାଦେ ବିପଦ ରହିଛି , ଦୁ-ର୍ଘ-ଟ-ଣା ଘଟୁଛି । ହେଲେ ଆଜି କାଲି ର ମଣିଷ ସମ୍ପୂର୍ଣ ରୂପେ ନିଷ୍ଠୁର ହୋଇଗଲେଣି । ରାସ୍ତା ଘାଟ ରେ ବହୁତ୍ ପ୍ରକାର ର ଦୁ-ର୍ଘ-ଟ-ଣା ହେଉଥିବା ର ସମସ୍ତେ ଦେଖିଥିବେ ସତରେ ଦୁ-ର୍ଘଟଣା ପରେ ଭି କିଛି ଜଣଙ୍କର ବଞ୍ଚିବାର ବହୁତ୍ ବେଶୀ ଚାନ୍ସ ରହିଥାଏ  ଯେଉଁ ସମସ୍ୟାରେ କି ତାଙ୍କୁ ନିହାତି ଭାବରେ ଡାକ୍ତର ଖାନା କୁ ନେଇଯିବା ଆବଶ୍ୟକ ଯଦି ଠିକ୍ ସମୟରେ ଡାକ୍ତର ଦେଖା ହେଉଛି ତେବେ ଉତ୍ତମ ଚିକିତ୍ସା ପାଇଁ ଲୋକ ଟିର ବଞ୍ଚି ଯିବାର ଖୁବ୍ ଅଧିକ ସମ୍ଭାବନା ରହିଛି । 

 

ହେଲେ ଆଜି କାଲି ର ମଣିଷ ବହୁତ୍ ସମୟରେ ନିଜର ଖୁସି କୁ ଲକ୍ଷ କରିଥାନ୍ତି । ନିଜେ କିପରି ବଞ୍ଛିବେ । ନିଜେ କିପରି ଭାବରେ ଉତ୍ତମ ରୂପେ ରହିବେ ସେହି ସବୁ କୁ ଲକ୍ଷ କରିଥାନ୍ତି ହେଲେ କିଛି ସମୟ ଯଦି ଅନ୍ୟ ପାଇଁ ଦେଇ କିଛି ଉତ୍ତମ ପଦକ୍ଷେପ ନିଅଣ୍ଟ ତେବେ କେତେ ଲୋକ ଙ୍କ ଜୀବନ ବଞ୍ଚି ଯାଇଥାନ୍ତା । ହେଲେ ବହୁତ୍ ଲୋକ ଅଛନ୍ତି ଆହୁରି ମଧ୍ୟ ଯେଉଁ ମାନେ ଆରକ୍ଷୀ ଅଧିକାରୀ କେଶ୍ ହୋଇଯିବା ଭ-ୟ ରେ ଦୁ-ର୍ଘ-ଟ-ଣା ଗ୍ରସ୍ତ ଅବସ୍ଥା ରେ ଥିବା ଲୋକ ମାନଙ୍କ ଡାକ୍ତର ଖାନା ନିଅନ୍ତିନି । 

 

ଏବେ ଆସିଲା ସରକାର ଙ୍କ ଦ୍ଵାରା ବିଶେଷ ନିୟମ ଦୁ-ର୍ଘ-ଟ-ଣା ଗ୍ରସ୍ତ ଲୋକ ଙ୍କୁ ଯିଏ ଡାକ୍ତର ଖାନା ନେବେ ସେ ପୁରସ୍କାର ହିସାବ ରେ ମାନ୍ୟବର ମୁଖ୍ୟ ମନ୍ତ୍ରୀ ୨୦୦୦ ଟଙ୍କା ପୁରସ୍କାର ପାଇବେ । ଆହୁରି ମଧ୍ୟ ସରକାର ଆମ୍ବୁଲାନ୍ସ କର୍ମଚାରୀ ଙ୍କୁ ଉପଯୁକ୍ତ ଶିକ୍ଷା ଦିଆ ଯିବ । ପ୍ରାଥମିକ ଶିକ୍ଷା ପାଇବା ପରେ କର୍ମଚାରୀ ମାନେ ସଠିକ୍ କାର୍ଯ୍ୟ କରିବା ସହିତ ଲୋକେ ଉପଯୁକ୍ତ ପ୍ରାଥମିକ ଚିକିତ୍ସା କରି ପାରିବେ । ଯାହା ଫଳ ରେ ଲୋକ ଟିର କୌଣସି ଅ-ସୁ-ବି-ଧା ହେବ ନାହିଁ । ସରକାର ଏହି ପଦକ୍ଷେପ ନେବା ର କାରଣ ଲୋକେ ନ ଡରି ଉପଯୁକ୍ତ ପଦକ୍ଷେପ ନିଅନ୍ତୁ । କୌଣସି ଆରକ୍ଷୀ ଅଧିକ୍ଷକଙ୍କ କେ-ଶ୍ ହେବ ନାହିଁ ଯେ ପର୍ଯ୍ୟନ୍ତ ସେହି ବ୍ୟକ୍ତି ନ ଚାହୁଁଛନ୍ତି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *