ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଆସୁଛି ଖରାଦିନିଆ ବାତ୍ୟା, ୧୦ ତାରିଖ ମଧ୍ୟରେ ବର୍ଷା ହେବା ର ସମ୍ଭାବନା ।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଆମ ପ୍ରକୃତି କେଉଁ ଆଦିମ କାଳରୁ ଆମ ସମାଜର ଅଂଶ ରହିଆସିଛି। ବେଳେ ବେଳେ ପ୍ରକୃତି ନିଜର କରାଳ ରୂପ ଦେଖାଇଥାଏ।ସେଥିମଧ୍ୟରୁ ବାତ୍ୟା ଅନ୍ୟତମ।ଯାହା ଜଳ ବାୟୁ ପରିବର୍ତ୍ତନ ଫଳରେ ହେଇଥାଏ।ବର୍ତ୍ତମାନ ସମୟରେ ଜଳ ବାୟୁକୁ ନେଇ ବଡ ଖବର ଶୁଣିବାକୁ ମିଳିଛି ଆସନ୍ତା ମାର୍ଚ୍ଚ ମାସ ରେ ଆସିପାରେ ବାତ୍ୟା , ସୃଷ୍ଟି ହେଇପରେ ସାମୁଦ୍ରିକ ଝଡ।
ଜଳବାୟୁରେ ପରିବର୍ତ୍ତନ ହେଉଛି , ଯଦି ଗତ ବର୍ଷ ୨୦୨୨ ବର୍ଷ କଥା କହିବା ତାହେଲେ ଫେବୃଆରୀ ୨୮ ରେ ଷ୍ଟେଟ ଅଫ ମଲକା ରେ ଘୂର୍ଣି ବଳୟ ସୃଷ୍ଟି ହୋଇଥିଲା । ଏହି ଘୁର୍ଣି ବଳୟ ଗଭୀର ଅବପାତ ରୂପ ନେଇ ଥିଲା।ବାତ୍ୟା ପାଇଁ ପାଗ ଅନୁକୂଳ ନ ଥିବାରୁ ତାହା ମାର୍ଚ୍ଚ ୬ ତାରିଖ ରେ ଲଘୁଚାପ ର ରୂପ ନେଇଥିଲା।ଏହାର ପ୍ରଭାବ ରେ ତାମିଲନାଡୁ, ଶ୍ରୀଲଙ୍କା ରେ ହୋଇଥିଲା ବହୁ ପରିମାଣରେ ବର୍ଷା ହେଇଥିଲା।
ସେହିପରି ମାର୍ଚ୍ଚ ୨୦ ତାରିଖ ରେ ବଙ୍ଗୋପସାଗର ରେ ଲଘୁଚାପ ଯୋଗୁ ମାର୍ଚ୍ଚ ୨୧ ତାରିଖ ଦିନ ଗଭୀର ଅବପାତର ରୂପ ନେଇଥିଲା।ସାଧାରଣ ମେ ମାସ ରେ ବାତ୍ୟା ଆସିଥାଏ ଓ ମାର୍ଚ୍ଚ ମାସରେ ଲଘୁଚାପ ସୃଷ୍ଟି ହୋଇଥାଏ।ମାର୍ଚ୍ଚ ମାସ ରେ ୫ ଥର ବାତ୍ୟା ଆସିଛି ତାହା ପୁଣି ୧୨୧ ବର୍ଷ ମଧ୍ୟରେ ବୋଲି ଜଣାଯାଇଛି।ମାର୍ଚ୍ଚ ମାସ ରେ ପାଗ ଅନୁକୂଳ ରୁହେନାହ୍ନି।ତେଣୁ ଘୂର୍ଣୀ ଝଡ ବା ବାତ୍ୟା ରୂପ ନେଇ ପାରେ ନାହିଁ।ଅବପାତ ଓ ଗଭୀର ଅବପାତ ରୂପ ନେଇଥାଏ।
ଓଡ଼ିଶାକୁ ଆସୁଛି ପଶ୍ଚିମ ଝଡ ମାର୍ଚ୍ଚ ୭ ତାରିଖ ରୁ ୧୦ ତାରିଖ ପର୍ଯ୍ୟନ୍ତ ରହିପରେ ପ୍ରଭାବ। ଆଭ୍ୟନ୍ତରୀଣ ଓଡ଼ିଶା ରେ ୭ ଓ ୮ ମଧ୍ୟ ରେ ହୋଇପାରେ ବର୍ଷା। ୯ ଓ ୧୦ ଆଭ୍ୟନ୍ତରୀଣ ଓଡ଼ିଶା ଉପକୂଳ ରେ ବର୍ଷା ହେବ । ୧୦ ରେ ଉପକୂଳ ଓଡ଼ିଶା ସହ ଖୋର୍ଦ୍ଧା ସମେତ କିଛି ସ୍ଥାନ ରେ ବର୍ଷା ହୋଇ ପରେ। କାଲି ଠାରୁ ରାଜ୍ୟ ର ୯ ଜିଲ୍ଲା ରେ ବର୍ଷା ହେବା ର ସମ୍ଭାବନା ରହିଛି।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।