ଲେଡିଜ୍ ହଷ୍ଟେଲରେ ଚାଲିଛି ଛାତ୍ର ଛାତ୍ରୀଙ୍କ ରାସଲୀଳା । ତେବେ ହଷ୍ଟେଲ ଭିତରେ ପୁଅକୁ କେମିତି ପୁରାଇଲା ଝିଅ ଦେଖନ୍ତୁ ଆଶ୍ଚର୍ଯ୍ୟ ହେଇଯିବ ଭିଡ଼ିଓ ଦେଖନ୍ତୁ ଜାଣିପାରିବେ।

 

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଲେଡିଜ୍ ହଷ୍ଟେଲରେ ଚାଲିଛି ଛାତ୍ର ଛାତ୍ରୀଙ୍କ ରାସଲୀଳା । ତେବେ ହଷ୍ଟେଲ ଭିତରେ ପୁଅକୁ କେମିତି ପୁରାଇଲା ଝିଅ ଦେଖନ୍ତୁ ଆଶ୍ଚର୍ଯ୍ୟ ହେଇଯିବ ଭିଡ଼ିଓ ଦେଖନ୍ତୁ ଜାଣିପାରିବେ।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆଜିକା ସମାଜରେ କେତେ କଣ ଘଟଣା ଘଟୁଛି ତାହା ବିଷୟରେ ଜାଣିଥିବେ ନିଶ୍ଚୟ । ସୋସିଆଲ ମିଡ଼ିଆ ଦ୍ଵାରା ହିଁ ଆମେ ଅନେକ ଘଟଣା ବିଷୟରେ ସୂଚନା ପାଉଛେ । ଆଉ ଏମିତି କିଛି ଘଟଣା ଏବେ ସମାଜରେ ଘଟୁଛି ଯାହା ନିନ୍ଦନୀୟ ଅଟେ । ଲୋକମାନେ ଏମିତି ନି-ନ୍ଦ-ନୀ-ୟ କାମ କରୁଛନ୍ତି ଯାହା ଏହି ସମାଜ ଉପରେ ଖରାପ ପ୍ରଭାବ ପକାଉଛି । ଦୁନିଆରେ ଏଭଳି ଘଟଣା ବହୁତ ପରିମାଣରେ ଘଟି ସମାଜକୁ କଳୁଷିତ କରୁଛନ୍ତି । 

 

ବିଶେଷ କରି ବର୍ତ୍ତମାନ ଆପଣ ଦେଖିବାକୁ ପାଉଥିବେ କି ଆଜିକାଲିର ଛାତ୍ରଛାତ୍ରୀ ମାନେ ଆଉ କେବଳ ବିଦ୍ୟାର୍ଥୀ ହୋଇ ରହୁନାହାନ୍ତି । ଏମାନେ ଏପରି ସବୁ କାର୍ଯ୍ୟ କରୁଛନ୍ତି କଲେଜ ଓ ସ୍କୁଲରେ ଯାହା ବିଷୟରେ ଜାଣିଲେ ଆପଣ ମାନେ ମୁଣ୍ଡରେ ହାତ ଦେଇଦେବେ । ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଏହିପରି ଏକ ଭିଡ଼ିଓ ବେଶ୍ ଭାଇରାଲ ହେବାରେ ଲାଗିଛି । ଯେଉଁଠି ଜଣେ ଯୁବକ ଲେଡିଜ୍ ହଷ୍ଟେଲ ଭିତରେ ରାତିରେ ପଶିଛି ।ହଁ ଆଜ୍ଞା ଦର୍ଶକ ବନ୍ଧୁ କଲେଜ୍ ପଢୁଥିବା ଜଣେ ଯୁବତୀ ନିଜ ବୟଫ୍ରେଣ୍ଡ୍ କୁ ରାତି ୧୨ ଟାରେ ନିଜ ହଷ୍ଟେଲ ଭିତରେ କିଭଳି ଭାବରେ ପୁରାଇ ଥିଲା।

 

ଯୁବକ ଜଣଙ୍କ ହଷ୍ଟେଲରେ କଣ ସବୁ କାଣ୍ଡ ଘଟାଇଥିଲେ ସେ ସବୁର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହେଉଛି । ତେବେ ଆପଣ ମାନେ ମଧ୍ୟ ଏହି ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ୟ୍ଯ ଚକିତ ହୋଇଯିବେ । ଆପଣ ମାନେ ଜାଣି ଥିବେ ଆଜିର ସମୟରେ ଦୁନିଆଁରେ କେଉଁ ଭଳି ସବୁ ଘଟଣା ମାନ ଘଟିବାରେ ଲାଗିଛି । ସାଧାରଣ ଭାବେ ଝିଅ ହୋଷ୍ଟେଲକୁ ପୁଅ ମାନଙ୍କ ଯିବା ନିଷେଧ ଥାଏ । ହେଲେ ବର୍ତମାନ ଯେଉଁ ଭିଡ଼ିଓ ଭାଇରଲ ହେଉଛି ସେଥିରେ ଯୁବତୀ ମାନେ ରହୁଥିବା ହୋଷ୍ଟେଲରେ ରାତି ୧୨ଟା ସମୟରେ ଏକ ଯୁବକ ଜଣଙ୍କ ନିଜ ପ୍ରେମିକାଙ୍କୁ ଭେଟିବାକୁ ଆସିଥିଲେ ଆଉ ବାଥରୁମ୍ ଭିତରେ ଲୁଚିଥିଲେ । 

 

ହଷ୍ଟେଲ କର୍ମଚାରୀ ମାନେ ଏହା ଜାଣି ପାରି ଯୁବକଙ୍କୁ ଧରି ଏତେ ରାତିରେ ଝିଅଙ୍କ ହୋଷ୍ଟେଲକୁ କଣ ପାଇଁ ଆସିଛନ୍ତି ବୋଲି ପ୍ରଶ୍ନ ପଚାରିବାରୁ ଜବାବ୍ ରେ ଯୁବକ ଜଣଙ୍କ କହିଥିଲେ କି ସେ ଏଠାକୁ ମେଡିସିନ ଦେବାକୁ ଆସି ଥିଲେ । ସେଠାରେ ଉପସ୍ଥିତ ଜଣେ ଝିଅ ମଧ୍ୟ କହିଥିଲେ କି ରାତି ୧୨ଟାରେ ସେ ପ୍ରାୟ ମେଡିସିନ ଦେବାକୁ ଆସନ୍ତି । ତେବେ ଉକ୍ତ ଯୁବକ ଜଣଙ୍କ ମିଛ କହୁଛନ୍ତି କିମ୍ଵା ସତ ତାହା ବର୍ତ୍ତମାନ ସମୟରେ ମଧ୍ୟ ଜଣା ପଡ଼ିନାହିଁ ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *