ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ରେ-ପ ସିନ ବେଳେ ହିରୋଇନ ଥିଲେ ଜୟା ମ୍ୟାଡ଼ାମ ,ସେ ସିନ ବେଳେ ବେହୋସ ହେଇଯାଇଥିଲେ । ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଆମ ଦେଶ ହେଉଛି କଳା ସଂସ୍କୃତିର ଦେଶ।ଏହି ଦେଶରେ କଳାକାରମାନଙ୍କୁ ବହୁତ୍ ସମ୍ମାନ ମିଳେ।କିନ୍ତୁ ଏମିତି କିଛି ଘଟଣା ଘଟୁଛି ଯାହାକୁ ଆପଣମାନେ ଶୁଣିଲେ ବିଶ୍ୱାସ କରି ପାରିବେ ନାହିଁ।ଆମ ଦେଶ ଭାରତ ସମୃଦ୍ଧିର ଗୋଟେ ପାଦ ଆଗକୁ ବଢ଼ିବାରେ ଲାଗିଛି।ହଁ ଆଜ୍ଞା ଆପଣମାନେ ଦୁଃଖୀରାମ ସ୍ୱାଇଁଙ୍କ ଅଭିନୟ ଦେଖିଥିବେ। ଯିଏ ହେଉଛନ୍ତି ଚଳଚ୍ଚିତ୍ର ଜଗତର ଜଣେ ଜଣାଶୁଣା ଅଭିନେତା।
ତାଙ୍କ ପରେ ଆଜି ପର୍ଯ୍ୟନ୍ତ ମଧ୍ୟ ଓଡ଼ିଶା ବାସୀଙ୍କୁ ନିଜ ଅଭିନୟର ଯାଦୁରେ ବାନ୍ଧି ରଖିଛନ୍ତି।ସେ ଆଉ କେହି ନୁହନ୍ତି ଆମ ସମସ୍ତଙ୍କ ପ୍ରିୟ ଅସିତ୍ ପତି।ସେ ପାଖା ପାଖି ୫୦ରୁ ଅଧିକ ଚଳଚ୍ଚିତ୍ରରେ ଖଳନାୟକ ଭାବରେ ଅଭିନୟ କରିଛନ୍ତି। ସେ ଜଣେ ଭଲ ଫୁଟ ବଲ ଖେଳାଳି ରହି ଆସିଛନ୍ତି।ସେ ମିଡିଆ ଆଗରେ ନିଜର ଚଳଚିତ୍ର ଜୀବନ କିପରି ଭାବରେ ଆରମ୍ଭ କରିଥିଲେ ସେ ବିଷୟରେ କହିଛନ୍ତି।
ସେ ଜୟା ମାଡ଼ାମଙ୍କ ସହ ମଧ୍ୟ ସେ ଅଭିନୟ କରିଛନ୍ତି। ହାକିମ ବାବୁ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ଜୟା ମ୍ୟାଡାମ ଏବଂ ଅସିତ୍ ପତି।ସେଥିରେ ଏକ ରେ-ପ୍ ସିନ୍ ଥିଲା ସେହି ସିନ୍ ଦେଖି ଜୟା ମ୍ୟାଡାମଙ୍କ ଚେତାଶୂନ୍ୟ ହୋଇଯାଇଥିଲେ ବୋଲି ଅସିତ୍ ପତି କହିଛନ୍ତି।ତା ପରେ ତାଙ୍କୁ ଉଠାଗଲା ଏବଂ ପୁଣି ଥରେ ସୁଟିଂ ହୋଇଥିଲା ବୋଲି ଅସିତ୍ ପତି କହିଛନ୍ତି।ଏବେ ମଧ୍ୟ ସେହି ଘଟଣା ତାଙ୍କର ମନେ ଅଛିବୋଲି କହିଛନ୍ତି।
ଅସିତ୍ ପତିଙ୍କ ଜନ୍ମ ମୟୂରଭଞ୍ଜ ଜିଲ୍ଲାରେ।ସେ ମୟୂରଭଞ୍ଜ ଜିଲ୍ଲା ବାସୀଙ୍କୁ ହାର୍ଦିକ ଅଭିନନ୍ଦନ ଜଣାଇଛନ୍ତି। ମୟୂରଭଞ୍ଜ ଜିଲ୍ଲା ବାସୀ ଏମିତି କିଛି ଅଭୁଲା କଥା ବା କାମ କରିଛନ୍ତି ଯାହାକୁ କେହି ଭୁଲିପାରିବେ ନାହିଁ ବୋଲି କହିଛନ୍ତି।ସେ ମା କିଚକେଶ୍ୱରିଙ୍କ ଠାରୁ ଆଶୀର୍ବାଦ କାମନା କରିଛନ୍ତି। ମୟୂରଭଞ୍ଜ ଜିଲ୍ଲାରେ ଅନେକ କଳାକାର ଜନ୍ମ ଗ୍ରହଣ କରିଛନ୍ତି ଏବଂ ଖ୍ୟାତି ଅର୍ଜନ କରିଛନ୍ତି ମଧ୍ୟ। ଯେଉଁମାନଙ୍କୁ ଲୋକେ ମ-ଲାଯାଏ ମନେରଖିବେ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।