ପିଣ୍ଟୁ ନନ୍ଦଙ୍କ ବିଷୟରେ ବହୁତ ବଡ କଥା କହିଲେ ତାଙ୍କ ୱାଚ ମ୍ୟାନ।

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ପିଣ୍ଟୁ ନନ୍ଦଙ୍କ ବିଷୟରେ ବହୁତ ବଡ କଥା କହିଲେ ତାଙ୍କ ୱାଚ ମ୍ୟାନ।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ସୋସିଆଲ ମିଡିଆରେ  ପ୍ରତ୍ୟେକ ଦିନ ହଜାର ହଜାର ଖବର ସବୁ ଦେଖିବାକୁ ମିଳିଥାଏ, ସେହିସବୁ ଖବରରେ ଦୁନିଆର କିଛି କିଛି ଭଲ ଖବର ଥାଏ, ଆଉ କିଛି କିଛି ଖବର ଆଜିର ଦୁନିଆର ଲୋକମାନଙ୍କର ନିଚ୍ଚ ଧରଣର ଚିନ୍ତାଧାରା ସମ୍ପର୍କରେ ଜାଣିବାକୁ ମିଳିଥାଏ।ସେଥିପାଇଁ ଦୁନିଆ ପରିବର୍ତନ ହେବା ସହିତ ଲୋକମାନଙ୍କର ଚିନ୍ତା ଧାରାରେ ମଧ୍ୟ ଦିନକୁ ଦିନ ପରିବର୍ତ୍ତନ ହେବାରେ ଲାଗିଛି ଏବଂ ସେମାନଙ୍କ ଚିନ୍ତା ଧାର ଦିନକୁ ଦିନ ତଳକୁ ଖସିବାରେ ଲାଗିଛି ।

 

ଆପଣମାନଙ୍କ ପ୍ରିୟ ଅଭିନେତା ପିନ୍ଟୁ ନନ୍ଦ ବୁଧୁବାର ଦିନ ଦେହ ତ୍ୟାଗ କରିଥିଲେ ଯାହା ପାଇଁ ଚଳଚ୍ଚିତ୍ର ଜଗତରେ ଶୋକ ର ଛାୟା ଖେଳିଯାଇଛି।ସେ ଅନେକ ଦିନ ହେବା ଲିଭର  ଜନିତ ରୋଗରେ ପୀଡ଼ିତ ଥିଲେ।ଶୁଣିବାକୁ ମିଳୁଥିଲା ତାଙ୍କର ଲିଭର ଖରାପ ହୋଇଯାଇଥିଲା ଏବଂ ଏହାର ଟ୍ରାନ୍ସପ୍ଲାଣ୍ଟ ପାଇଁ ମଧ୍ୟ ଡକ୍ଟର ମାନେ କହିଥିଲେ କିନ୍ତୁ ଲିଭର ଦେବା ଲୋକ ଠିକ୍ ହୋଇପାରି ନଥିଲା ଯାହା ପାଇଁ ସେ ଦିଲ୍ଲୀରୁ ହାଇଦ୍ରାବାଦ୍ କୁ ସ୍ଥାନାନ୍ତର ହୋଇଥିଲେ।

 

ଆଜି ମିଡିଆ ଆଗରେ ପିଣ୍ଟୁ ନନ୍ଦଙ୍କ ୱାଚ ମ୍ୟାନ ଏମିତି କିଛି କଥା କହିଥିଲେ ଯାହା ଆପଣ ମାନେ ଜାଣି ନଥିବେ।ସେହି ୱାଚ ମ୍ୟାନ ଜଣକ କହିଥିଲେ ଯେ ପିଣ୍ଟୁ ନନ୍ଦ ଜଣେ ଭଲ ମଣିଷ ଥିଲେ ଯିଏ ସବୁବେଳେ ନିଜ ସହ ନିଜ ପରିବାର ଏବଂ ନିଜ ସୋସାଇଟି ରେ ରହୁଥିବା ଲୋକଙ୍କ ସହ କଥା ହେବା ସହ ଅନେକ ସମୟରେ ଆଲୋଚନା ମଧ୍ୟ କରୁଥିଲେ।ସେ ସମସ୍ତଙ୍କ ଦୁଃଖ ଏବଂ ସୁଖରେ ଭାଗୀଦାର ମଧ୍ୟ ହେଉଥିଲେ।

 

ସେହି ୱାଚ ମ୍ୟାନ ଜଣକ ପିଣ୍ଟୁ ନନ୍ଦ ଙ୍କ ମୃ-ତ୍ୟୁରେ ମ୍ରିୟମାଣ ହୋଇପଡିଥିଲେ ଏବଂ ସେ ଅନେକ ଦୁଃଖ ପ୍ରକାଶ କରିଥିଲେ।ସେ କହିଥିଲେ ତାଙ୍କ ମୃ-ତ୍ୟୁ ପରେ ତାଙ୍କ ମ-ର ଶରୀରକୁ ତାଙ୍କ ବାସ ଭବନକୁ ନିଆ ଯାଇଥିଲା।ସେ ରହୁଥିବା ସ୍ଥାନରେ ଏବେ ତାଙ୍କ ସାନ ଭାଇ ରହୁଛନ୍ତି।ତାଙ୍କ ବଡ଼ ଭାଇ ସେଠାକୁ କେବେ ଆସିନାହାନ୍ତି। ସେ କହିଛନ୍ତି ଯେ ପିଣ୍ଟୁ ନନ୍ଦଙ୍କ ଚଳଚ୍ଚିତ୍ର ସେ ଅନେକ ଦେଖିଛନ୍ତି ଏବଂ ତାଙ୍କ ଅଭିନୟ ତାଙ୍କୁ ବହୁତ ଭଲ ଲାଗେ ଏବଂ ସେ ସବୁବେଳେ ତାଙ୍କର ଦୁଃଖ ସୁଖ ବୁଝିଥାନ୍ତି।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *