ଆସନ୍ତୁ ଜାଣିବା ଆପଣଙ୍କ  ଶରୀର ର ଦରକାରୀ ଅଙ୍ଗ ଲିଭର କୁ କିପରି ରଖିବେ ସୁସ୍ଥ।

         

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଆସନ୍ତୁ ଜାଣିବା ଆପଣଙ୍କ  ଶରୀର ର ଦରକାରୀ ଅଙ୍ଗ ଲିଭର କୁ କିପରି ରଖିବେ ସୁସ୍ଥ।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ବନ୍ଧୁଗଣ ଦେହ ରହିଛି ମାନେ ରୋଗ ତ ନିଶ୍ଚୟ ରହିବ।ଆଗକାଳରେ ଲୋକ ମାନେ ଜାଣିପାରୁନଥିଲେ କି କେଉଁ ରୋଗ ହୋଇଛି।ସେଥି ପାଇଁ ବହୁତ ଲୋକଙ୍କର ମୃ-ତ୍ୟୁ ହେଉଥିଲା।କିନ୍ତୁ ବର୍ତ୍ତମାନ ଯୁଗ ବଦଳିଗଲାଣି। ଲୋକ ମାନେ ନିଜେ ଦେହ କୁ ସୁସ୍ଥ ରଖିବା ପାଇଁ ଅନେକ ପ୍ରକାର ଉପାୟ ଆପଣାଉଛନ୍ତି। ଆଜି ଆମ୍ଭେ ଆପଣ ମାନଙ୍କୁ ଆମ ଶରୀର ର ଦରକାରୀ ଅଙ୍ଗ ଲିଭର କୁ କିପରି ସୁସ୍ଥ ରଖିବେ ତାହାର ଏକ ଘରୋଇ ପ୍ରତିକାର ବିଷୟରେ ଜଣାଇବୁ।ଯାହାଦ୍ଵାରା ଲିଭର ସଂପୂର୍ଣ୍ଣ ଭାବରେ ସୁସ୍ଥ ରହିବ।ପାଠକ ବନ୍ଧୁ ଲିଭର ହେଉଛି ଆମ ଶରୀରର ସବୁଠାରୁ ବଡ଼ ଗ୍ରନ୍ଥି ମାନଙ୍କ ମଧ୍ୟରେ ଏକ।ଶରୀରର ଅଧିକାଂଶ କାମ ଲିଭର ଦ୍ବାରା ହୋଇଥାଏ।

 

ଖାଦ୍ୟକୁ ପାଚନ କରିବା ସହ ଶରୀରକୁ ଶକ୍ତି ପ୍ରଦାନ କରିଥାଏ। ଯଦି ଲିଭରରେ କୌଣସି ଅସୁବିଧା ଦେଖାଯାଏ ତାହା ଆମ ଶରୀର ପ୍ରତି କ୍ଷତିକାରକ ସାବ୍ୟସ୍ତ ହୋଇଥାଏ ଯଥା ଭାଇରାଲ ଡାଇବେଟିସ, ଲିଭର କ୍ୟାନ୍ସର , ଲିଭର ବଡ଼ ହେବା କିମ୍ବା ପେଟ ଫୁଲିବା ଭଳି ରୋଗ ହୋଇଥାଏ ଯାହା ଆମ ଜୀବନ ପ୍ରତି ଘାତକ ହୋଇଥାଏ।ତେବେ ଲିଭର କୁ କିପରି ସୁସ୍ଥ ଓ ସଫା ରଖିବେ ତାହାର ଏକ ଘରୋଇ ଉପଚାର ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛି ଯାହା ୨୪ ଘନ୍ତାଧ୍ୟାରେ ଆପଣଙ୍କ ଲିଭରକୁ ସଫା କରିଦେବ ଓ ୧ ରୁ ୨ ସପ୍ତାହ ମଧ୍ୟରେ  ଲିଭର କୁ ସଂପୂର୍ଣ୍ଣ ନୀରୋଗ କରିଦେବ।ଏଥିପାଇଁ ଯେଉଁ ଜିନିଷ ଟି ପ୍ରଥମେ ନେବା ତାହା ହେଉଛି ଲାଉ।ହଁ ଆଜ୍ଞା ଲାଉ ହେଉଛି ଲିଭର କୁ ସଫା କରିବାରେ ଓ ବଢୁଥିବା ଲିଭର କୁ କମେଇବା ରେ ସାହାଯ୍ୟ କରିଥାଏ।

 

ଏଥିରେ ଭିଟାମିନ୍ A , C , କ୍ୟାଲସିୟମ , ମ୍ୟାଗ୍ନେସିୟମ ଓ ଫାଇବର ଭଳି ମିନେରାଲ ରହିଥାଏ ଯାହା ଲିଭର ପାଇଁ ଲାଭଦାୟକ ହୋଇଥାଏ।ଏହାପରେ ଦ୍ଵିତୀୟ ଜିନିଷ ହେଉଛି ହଳଦୀ ଯାହା ଲିଭର କୁ ଡିଟକ୍ସିଫାଏ କରିବା ପାଇଁ ସାହାଯ୍ୟ କରିଥାଏ।ହଳଦୀ ଦେହ ପାଇଁ ଏକ ଲାଭଦାୟକ ଜିନିଷ ଅଟେ।ଏହା ପରେ କିଛି ଧନିଆ ପତ୍ର ନେବା ଯାହା ଖାଦ୍ୟ ପାଚନ ରେ ସାହାଯ୍ୟ କରିଥାଏ।ଏହାକୁ କିପରି ବ୍ୟବହାର କରିବେ ଆସନ୍ତୁ ଜାଣିବା।ପ୍ରଥମେ ଲାଉ ର ଚୋପା ଛଡାଇ ତାହାକୁ ଛୋଟ ଛୋଟ କରି କାଟି ତାକୁ ପେଶି ଦିଅନ୍ତୁ।ଏହାକୁ ପେଶିବା ବେଳେ ତା ସହ କିଛି ଧନିଆ ପତ୍ର ପକାଇ ପେଶନ୍ତୁ।ଏହାପରେ ତାକୁ ଛାଣି ଏକ ଗ୍ଲାସ ରେ ରଖନ୍ତୁ।

 

ଏହା ପରେ ସେହି ଯୁସ ରେ ଅଧା ଚାମଚ୍ ହଳଦୀ ଓ ଅଧା ଲେମ୍ବୁ ପକାଇ ଭଲ ଭାବରେ ମିଶାନ୍ତୁ।ଏହାପରେ ସ୍ଵାଦ ଅନୁସାରେ କିଛି ଲୁଣ ମଧ୍ୟ ମିଶାଇପାରିବେ।ଏହା ସହ କିଛି କିସମିସ କୁ ନେଇ ସେଥିରେ ତିନି ରୁ ଚାରି କପ୍ ପାଣି ପକାଇ ୨୦ ମିନିଟ୍ କାମ ଆଞ୍ଚ ରେ ଗରମ କରନ୍ତୁ।ଏହାପରେ ସେହି ପାଣି କୁ ଗୋଟେ ଦିନ ଥଣ୍ଡା କରି ରଖନ୍ତୁ।ଏହାକୁ ପ୍ରତିଦିନ ତିନି ରୁ ଚାରି ଥର ଟିକେ ଟିକେ କରି ପିଇଲେ ଲିଭର ପ୍ରତି ଲାଭଦାୟକ ହେବ।ସେହି ଲାଉ ଜୁସ କୁ ପ୍ରତିଦିନ ସକାଳୁ ଖାଇସାରି ପାଇବା ପରେ ଆଉ ଘଣ୍ଟେ ପର୍ଯ୍ୟନ୍ତ କିଛି ଖାଇବେ ନାହିଁ।ତେବେ ଲିଭର କୁ ରୋଗମୁକ୍ତ କରିବା ପାଇଁ ତେଲ ଜାତୀୟ  ଖାଦ୍ୟ ଓ ଫାଷ୍ଟ ଫୁଡ୍ ରୁ ମଧ୍ୟ ଦୂରେଇ ରହିବା ଜରୁରୀ। ଦେଖିବେ ଏହା ପରେ ଆପଣଙ୍କ ଲିଭର ର କୌଣସି ସମସ୍ୟା ଦେଖାଯିବ ନାହିଁ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *