ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ମେନ୍ସ ବିଷୟ ରେ ଆଲୋଚନା କରିବାକୁ ଯାଇ ଅଭିନେତ୍ରୀ ଅର୍ଚ୍ଚିତା କଣ କହିଲେ ଜାଣନ୍ତୁ ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ବର୍ତମାନ ସମୟ ରେ ସମାଜ ଏହା ହିଁ ଗ୍ରହଣ କରୁଛି ଯେ ଉଭୟ ପୁଅ ଝିଅ ସମାନ । ବର୍ତମାନ ଗୋଟେ ପୁଅ ଯାହା କରିପାରୁଛି , ଝିଅ ଟିଏ ବି ତାହା କରିପାରୁଛି । କିନ୍ତୁ ସାଧାରଣ ଭାବେ ଗୋଟେ ଝିଅ ପିଲା ଟି ର ଯେଉଁ ଯେଉଁ ପ୍ରାକୃତିକ ଘଟଣା ଘଟିଥାଏ , ତାହା କେବେ ହେଲେ ପୁଅ ଠୀ ହୋଇନଥାଏ । କାରଣ ଗୋଟେ ଝିଅ ପିଲା ହିଁ ମା ହୋଇପାରେ ଯାହା ଈଶ୍ୱର ଙ୍କ ଦାନ । ତେଣୁ ଝିଅ ପିଲା ଟି ବାର ତେର ବର୍ଷ ରୁ ରଜ ସ୍ଵଳା ରେ ପାଦ ରଖିଥାଏ ।
ତେବେ ଏହି ରଜ ସ୍ଵଳା ହେଉଛି ଗୋଟେ ଝିଅ ପିଲା ଟି ପ୍ରତି ଏକ ମାସ ରେ ଥରୁଟିଏ ପାଇଁ ତିନି ରୁ ପାଞ୍ଚ ଦିନ ଅବଧି ରେ ନିଜ ଶରୀର ରୁ କିଛି ବର୍ଜ୍ୟ ପଦାର୍ଥ କୁ ରକ୍ତ ଆକାର ରେ ନିର୍ଗତ କରିଥାଏ । ତେଣୁ ଏହି ଦିନ ଗୁଡ଼ିକ ରେ ଗୋଟେ ଝିଅ ପାଇଁ କୌଣସି କାର୍ଯ୍ୟ କରିବା ସେତେ ସହଜ ହୋଇନଥାଏ । ତେବେ ନିକଟ ଅତୀତ ରେ କଲ୍ଲୋଳ ୨୦୨୧ ଉଦ୍ଘାଟିତ ହୋଇଯାଇଛି । ଏହି ଉତ୍ସବ ରେ ଯୋଗ ଦେଇ ଓଲିଉଡ ଇଣ୍ଡଷ୍ଟ୍ରି ର ହିରୋଇନ୍ ଅର୍ଚ୍ଚିତା , ଝିଅ ପିଲା ଙ୍କ ମେନ୍ସ ବା ପିରିୟଡ଼ ବିଷୟ ରେ କହିଛନ୍ତି ଓ ଏହି ବିଷୟ ରେ ଆଗକୁ ଫିଲ୍ମ କରିବା ପାଇଁ ମଧ୍ୟ କହିଛନ୍ତି । କାରଣ ଏହା ହେଉଛି ଏକ ଏପରି ବିଷୟ , ଯାହା ବିଷୟ ରେ ଅନେକ ଯୁବ ପିଢ଼ି ବର୍ତମାନ ପାଇଁ ମଧ୍ୟ ଅଜାଣତ ।
ତେବେ କଲ୍ଲୋଳ ଏକ ସଂସ୍ଥା ଯେଉଁଠି ଛୋଟ ଛୋଟ ଫିଲ୍ମ ହୋଇଥାଏ ଓ ଏଥିରେ ବିଷୟ ବସ୍ତୁ ମଧ୍ୟ ଛୋଟ ପିଲା ଙ୍କ ଅଧିକାର , ସେମାନଙ୍କ କର୍ତ୍ତବ୍ୟ ଆଦି କୁ ନେଇ ହୋଇଥାଏ । ତେବେ ଏଥିରେ ଯୋଗ ଦେଇ ଅର୍ଚ୍ଚିତା କହିଛନ୍ତି ଯେ ମେନ୍ସ ଏକ ସାଧାରଣ ଘଟଣା । ଯେପରି ଆମେ ନିତିଦିନ ଖିଆ ପିଆ କରିଥାଉ , ମେନ୍ସ ମଧ୍ୟ ଗୋଟିଏ ମାସ ରେ ତିନି ରୁ ପାଞ୍ଚ ଦିନ ଅବଧି ରେ ହୋଇଥାଏ । କିନ୍ତୁ ବର୍ତମାନ ର ଯୁବ ପିଢ଼ି ଏହି ବିଷୟ ରେ କଥା ହେବା ପାଇଁ ସ-ଙ୍କୋ-ଚ କରୁଛନ୍ତି ।
ଦଶ ବର୍ଷ ପୂର୍ବେ ଏହାକୁ ନେଇ ଆଲୋଚନା କରିବା ସହଜ ନଥିଲା । ତେବେ ବର୍ତମାନ ର ସମୟ ଆସିଛି ଏହି ବିଷୟ ରେ ଆଲୋଚନା କରିବା ଉଚିତ୍ । ଠିକ୍ ଭାବ ଗୋଟେ ଝିଅ କୁ ଏହି ଦିନ ଗୁଡ଼ିକ ରେ ଯତ୍ନ ନେବା ଉଚିତ୍ । ପୂର୍ବ ଦିନ ଗୁଡ଼ିକ ରେ ଝିଅ ପିଲା ଟି ରଜ ସ୍ଵଳା ହେଲେ ଏକ ପ୍ରକାର ବା-ଛ-ନ୍ଦ କରିଦିଆ ଯାଉଥିଲା । ତେବେ ବର୍ତମାନ ସମୟ ରେ ସମସ୍ତଙ୍କ ଚିନ୍ତାଧାରା ଉନ୍ନତ ହେଲାଣି । ତେଣୁ ଏହି ବିଷୟ ରେ ଆଗକୁ ନୂତନ ନୂତନ ଫିଲ୍ମ କରିବାକୁ ସେ ଚେଷ୍ଟା କରିବେ ବୋଲି କହିଛନ୍ତି ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।