ଆସିଲା ବଡ଼ ଖବର,ଦୁଇ ଜଣ ସରକାରୀ ଅଫିସର ନେଇଛନ୍ତି ନବଙ୍କ ଜୀବନ।

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଆସିଲା ବଡ଼ ଖବର,ଦୁଇ ଜଣ ସରକାରୀ ଅଫିସର ନେଇଛନ୍ତି ନବଙ୍କ ଜୀବନ।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଆମ ଦେଶ ଭାରତ ସମୃଦ୍ଧି ର ଗୋଟେ ପାଦ ଆଗକୁ ବଢ଼ିବାରେ ଲାଗିଛି।କିନ୍ତୁ ସେଥି ମଧ୍ୟରେ ଏମିତିକିଛି ଘଟଣା ଘଟିଛି ଯାହା ଆପଣ ଶୁଣିଲେ ବିଶ୍ୱାସ କରିପାରିବେନି। ଜଣେ ବରିଷ୍ଟ ମନ୍ତ୍ରୀ କୁ ଗୁ-ଳି କରି ରାସ୍ତା ମଝିରେ ମା-ରି-ଦେବା ଘଟଣା ଓଡ଼ିଶା ବାସୀଙ୍କୁ ଚକିତ କରିଦେଇଛି।ବନ୍ଧୁଗଣ ଆପଣ ଜାଣିଥିବେ ଯେ ଏହିକିଛି ଦିନେ ତଳେ ନବଦାସଙ୍କ ମୃ-ତ୍ୟୁ ମାମଲାରେ ଗୋପାଳ ଦାସଙ୍କୁ ଗି-ର-ଫ କରାଯାଇ ଥା-ନାରେ ରଖାଯାଇଥିଲା। 

 

ସତ କଥା ଜାଣିବା ପାଇଁ ତାଙ୍କର ବିଭିନ୍ନ ପ୍ରକାର ଟେଷ୍ଟ ମଧ୍ୟ କରାଯାଇଥିଲା।ବର୍ତମାନ ନବଦାସଙ୍କ ମୃ-ତ୍ୟୁ ପଛରେ ଦୁଇଜଣ ଅଣଓଡ଼ିଆଙ୍କ ହାତ ରହିଛି ବୋଲି ଅନୁମାନ କରାଯାଇଛି।ନବଦାସଙ୍କ ମୃ-ତ୍ୟୁ ପଛରେ କାହାର ହାତ ରହିଛି ତାହା ସମସ୍ତଙ୍କ ମନରେ ପ୍ରଶ୍ନ ଥିଲା।ବର୍ତମାନ ସମସ୍ତ ମନରୁ ସେହି ପରଦା ହଟିଛି, କେବଳ ଜଣେ ନୁହଁ ଦୁଇ ଜଣ ଅଣ ଓଡ଼ିଆଙ୍କ ହାତ ରହିଛି ବୋଲି ସାମ୍ନାକୁ ଆସିଛି।

 

ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି IS ଅଫିସର ଆଉ ଜଣେ  ହେଉଛନ୍ତି OAS ଅଫିସର ବୋଲି ଜଣା ପଡିଛି।ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ମନ୍ତବ୍ୟ ପରେ ସାରା ରାଜ୍ୟରେ ଏବେ ଚର୍ଚ୍ଚା ସୃଷ୍ଟି ହୋଇଛି ।ବିଜୟ ମହାପାତ୍ର କହିଛନ୍ତି ନବଦାସଙ୍କ ମୃ-ତ୍ୟୁ ପଛରେ ଏମାନଙ୍କ ପ୍ରମୁଖ ହାତ ରହିଛି।ବିଜୟ ମହାପାତ୍ର ମନ୍ତବ୍ୟ ସହିତ ନବଦାସଙ୍କ ମୃ-ତ୍ୟୁ ପଛର ଲୁଛି ରହିଥିବା ଗୁମର ରେ କିଛି ବାସ୍ତବତା ରହିଛି କି ନାହିଁ ତାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

 

ତେବେ ଜଣାପଡିଛି ଯେ ଏହି ଦୁଇଜଣ ଆରକ୍ଷୀ ଅଧିକାରୀ ନବଦାସ ଦାସଙ୍କ ମୃ-ତ୍ୟର ପ୍ରକୃତ ତଦନ୍ତ ଚାହୁଁନାହାନ୍ତି। ପରଦା ପଛରେ ରହି ସେମାନେ ଏହି ଘଟଣାକୁ ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା କରୁଛନ୍ତି।ନବଦାସ ଙ୍କ ମୃ-ତ୍ୟୁକୁ ଆଜି ଚାଳିଶ ଦିନ ହୋଇଗଲା ସତ ହେଲେ ଏଯାଏ ତାଙ୍କର ହ-ତ୍ୟା ପଛର ପ୍ରକୃତ କାରଣ ଖୋଜି ମିଳୁନାହିଁ କି ପ୍ରକୃତ ଦୋଷୀ ସାବ୍ୟସ୍ତ ହୋଇପାରୁନାହିଁ। ଏପଟେ ନବଦାସଙ୍କ ମୃ-ତ୍ୟୁ ସମୟରେ  ଯେଉଁମାନେ ଗୋପାଳକୁ ପାଗଳ ବୋଲି କହିଥିଲେ ସେମାନଙ୍କୁ କାହିଁକି ତଦନ୍ତ ପରିସରକୁ ଅଣାଯାଉନି ବୋଲି ବଡ଼ ପ୍ରଶ୍ନ ଉଠିଛି।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *