ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଲିଭର୍ ଖରାପ ହେବା ପୂର୍ବରୁ ଶରୀର ଦେଇଥାଏ ଏହି ସବୁ ସଙ୍କେତ । ସମୟ ଥାଇ ହେଇ ଯାଆନ୍ତୁ ସାବଧାନ ।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ବନ୍ଧୁଗଣ, ସାଧାରଣତଃ ଲିଭର ଆମ୍ଭ ଶରୀରର ସବୁଠାରୁ ମହତ୍ଵପୂର୍ଣ୍ଣ ଅଙ୍ଗ ମାନଙ୍କ ମଧ୍ୟରୁ ଗୋଟିଏ ଅଟେ । ଏହା ଖରାବ ହେଲେ ଶରୀର ଆମ୍ଭକୁ ବହୁତ କିଛି ସଙ୍କେତ ଦେଇଥାଏ । ଯେତେବେଳେ ମଧ୍ୟ ଲିଭର ରେ କିଛି ପ୍ରୋବ୍ଲେମ ଆସିଥାଏ, ସେତେବେଳେ ଲିଭର ହିସାବରେ ଅଲଗା ଅଲଗା ଲକ୍ଷଣମାନ ଦେଇଥାଏ ଯାହା କି ସମୟ ପୂର୍ବ ରୁ ଜାଣିନେବା ବହୁତ ଆବଶ୍ୟକ ଅଟେ । ଲିଭର ଶରୀରର ଦ୍ଵିତୀୟ ସବୁଠାରୁ ବଡ ଅଙ୍ଗ ହୋଇଥାଏ । ଏହା ଶରୀରର ଦୂଷିତ ପଦାର୍ଥ କୁ ପିତ ରୂପରେ ପରିଣତ କରିଥାଏ ଏବଂ ଏହା ମଳ ତଥା ମୂତ୍ର ଆକାରରେ ଶରୀରରୁ ବାହାରକୁ ବାହାରିଥାଏ ।
ଲିଭର ଶରୀରରୁ ହାନିକାରକ ବିଷାକ୍ତ ପଦାର୍ଥ ରୁ ବଞ୍ଚାଇଥାଏ । ଏବଂ ଅଜଣାରେ ଖାଉଥିବା ବିଷାକ୍ତ ପଦାର୍ଥ ର ଦୁଃପ୍ରଭାବକୁ ମଧ୍ୟ ନିଷ୍କ୍ରିୟ କରିବା ନିମନ୍ତେ ମହତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଲିଭର ଦ୍ଵାରା ପ୍ଲାଜମା ଗ୍ଳୁକୋଜ ଏବଂ ଏମୋନିଆର ଅସ୍ତ୍ରକୁ ନିୟନ୍ତ୍ରିତ କରାଯାଇଥାଏ । ଏହି ଏମୋନିଆ ସେତେବେଳେ ବନିଥାଏ ଶରୀରରେ ଯେତେବେଳେ ମନୁଷ୍ୟକୁ ପରିସ୍ରା ଲାଗିଥାଏ । ଯଦି ୨ ଘଣ୍ଟା ହେବ ପରିସ୍ରାକୁ ବାହାରକୁ ବାହାର କରି ନଥାଏ ତେବେ ୟୁରିନ ୟୁରିଆରୁ ଖତରନାକ ଏମୋନିଆରେ ପରିବର୍ତ୍ତନ ହୋଇ ଯାଇଥାଏ।
ଏହାର ସାଧାରଣ ଅର୍ଥ ଏହା ଯେ ଯଦି ମନୁଷ୍ୟକୁ ପରିସ୍ରା ଲାଗୁଅଛି ତେବେ ୨ ଘଣ୍ଟା ମଧ୍ୟରେ ଯଦି ସେ ପରିସ୍ରା କରିନେଉଛି ତେବେ ଠିକ ଅଟେ । କିନ୍ତୁ ଯଦି ସେ ୨ ଘଣ୍ଟା ପରେ କରିଥାଏ ତେବେ ସେହି ୟୁରିନ ଶରୀରରେ ଏମୋନିଆ ର ଉତ୍ପାଦନ କରିବା ଆରମ୍ଭ କରିଦେଇଥାଏ । ଏହି ଏମୋନିଆ କୁ ସମାପ୍ତ କରି ମଧ୍ୟ ଲିଭର ଶରୀରକୁ ବଞ୍ଚାଇ ଥାଏ । ଆସନ୍ତୁ ବର୍ତ୍ତମାନ ଲିଭର ଖରାପ ହେବାର ସଙ୍କେତ ସମ୍ବନ୍ଧରେ ଜାଣିବା ।
୧:- ହାତ ଏବଂ ପାଦ ଫୁଲିଯିବା, ହାତ ଏବଂ ଗୋଡ ଅନେକ କାରଣ ଯୋଗୁଁ ଫୁଲିଥାଏ । ମାତ୍ର ଲିଭର ରେ ଯଦି ସମସ୍ୟା ହୋଇଯାଇଥାଏ ତେବେ ଏସିଡିଟି ଏବଂ ପେଟ ଭାରି ମଧ୍ୟ ହୋଇଯାଇଥାଏ । ଯେତେବେଳେ କୌଣସି ଅସୁବିଧା ହୋଇଥାଏ ତେବେ ମଧ୍ୟ ବୁଝାଯାଇଥାଏ ଯେ ହାତ ତଥା ପାଦ ଫୁଲିବାକୁ ଲାଗିଥାଏ।
୨:- ପେଟର ଉପରି ଭାଗରେ ଦରଦ ହେବା, ଯେଉଁ ଲୋକଙ୍କୁ ଲିଭର ର ସମସ୍ୟା ରହିଥାଏ, ସେମାନଙ୍କୁ ସାଧାରଣତ ପେଟ ଦରଦର ସମସ୍ୟା ହେବାକୁ ଲାଗିଥାଏ । ଏହିଭଳି ଲୋକଙ୍କୁ ପେଟର ଉପରି ଭାଗରେ ଦରଦ ହେବାକୁ ଲାଗିଥାଏ । ପେଟ କଠୋର ମଧ୍ୟ ହୋଇଯାଇଥାଏ । ଏହା ବ୍ୟତୀତ ତ୍ଵଚା କୁଣ୍ଡାଇ ହେବାକୁ ଲାଗିଥାଏ ।
୩:- ତ୍ଵଚାର ରଙ୍ଗ ହଳଦୀଆ ହୋଇଯିବା, ଲିଭର ର ବେମାରୀ ରେ ଏହା ସମସ୍ତଙ୍କୁ ଜଣାଥାଏ ଯେ ଶରୀର ହଳଦିଆ ଅର୍ଥାତ ଲିଭର ଖରାପ ଅଛି । ମାତ୍ର ଏହା କେତେବେଳେ କ୍ଷତିକାରକ ବନିଯାଇଥାଏ ତାହା ଜଣାନଥାଏ । ଭୋକ ନ ଲାଗିବା, ଓଜନ କମିବା, ଗାଢ ଅଥବା ହଳଦିଆ ପରିସ୍ରା ହେବା, ଏବଂ ଥକାପଣ ଲାଗିବା ଭୋକ ନ ଲାଗିବା, ଇତ୍ୟାଦି ଲକ୍ଷଣ ମଧ୍ୟ ଦେଖାଯାଇଥାଏ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।