ପିଣ୍ଟୁଙ୍କ ପାଇଁ ଆସିଥିବା ଟଙ୍କା ନବ କିଏ ?

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ପିଣ୍ଟୁଙ୍କ ପାଇଁ ଆସିଥିବା ଟଙ୍କା ନବ କିଏ?ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଆମ ଦେଶ ହେଉଛି କଳା ସଂସ୍କୃତିର ଦେଶ।ଏହି ଦେଶରେ କଳାକାର ମାନଙ୍କୁ ବହୁତ୍ ସମ୍ମାନ ମିଳେ।କିନ୍ତୁ କଳାକାରମାନଙ୍କର ସ୍ବାସ୍ଥ୍ୟ ଖରାପ ହେବା ଫଳରେ ସମସ୍ତଙ୍କ ମନରେ ଦୁଃଖର ଲହରୀ ଖେଳାଇ ଦେଇଥାଏ। ଏମିତି କିଛି ଘଟଣା ଘଟୁଛି ଯାହାକୁ ଆପଣମାନେ ଶୁଣିଲେ ବିଶ୍ୱାସ କରି ପାରିବେ ନାହିଁ। ବନ୍ଧୁଗଣ ପିଣ୍ଟୁ ନନ୍ଦ ଙ୍କ ସବୁ ପଇସା ରଖିବ କିଏ ପିଣ୍ଟୁ ନନ୍ଦ ଙ୍କ ବଡ ଭାଇ ଙ୍କ ଏକାଉଣ୍ଟ କୁ ଯାଉ ଥିଲା ସବୁ ଟଙ୍କା । ଅଭିରାମ ନନ୍ଦ ଙ୍କ ଏକାଉଣ୍ଟ କୁ ଆସୁଥିଲା ଲକ୍ଷ ଲକ୍ଷ ଟଙ୍କା । ସେହି ଟଙ୍କା ପିଣ୍ଟୁ ନନ୍ଦ ଙ୍କ ସ୍ତ୍ରୀ ପିଲା ଙ୍କୁ ଦିଆଯିବ ନାଁ ଅଭିରାମ ନିଜେ ରଖିବେ । 

               

ତେବେ ପିଣ୍ଟୁ ନନ୍ଦ ଯେତେ ବେଳେ ଲିଭର ସିରୋସିସ୍ ରୋଗ ରେ ପୀଡିତ ହେଲେ ସେହି ସମୟ ରେ ତାଙ୍କୁ ଆବଶ୍ୟକତା ଥିଲା 50 ଲକ୍ଷ ଟଙ୍କା । କାରଣ ଦିଲ୍ଲୀରେ ତାଙ୍କର ନୂଆ ଲିଭର ଲାଗିଥାନ୍ତା । ସେହିଥି ପାଇଁ ସାରା ଓଡିଶା ଅର୍ଥ ଯୋଗାଡ କରିବାରେ ଲାଗି ପଡିଥିଲା । ସମସ୍ତେ ପିଣ୍ଟୁ ନନ୍ଦ ଙ୍କ ବଡ ଭାଇ ଅଭିରାମ ନନ୍ଦ ଙ୍କ ଏକାଉଣ୍ଟ କୁ ଟଙ୍କା ଛାଡିବା ଆରମ୍ଭ କରିଥିଲେ । ଯାତ୍ରା କଳାକାର ମାନଙ୍କ ଠାରୁ ଆରମ୍ଭ କରି ଫିଲ୍ମ କଳାକାର ଏବଂ ବଡ ବଡ ବିଜନେସ୍ ମ୍ୟାନ ଯାଏ ,ସମସ୍ତେ ପିଣ୍ଟୁ ନନ୍ଦ ଙ୍କ ପାଇଁ ଅର୍ଥ ଦେବାକୁ ଲାଗି ପଡିଥିଲେ । 

 

ଅର୍ଦ୍ଧେନ୍ଦୁ ଏକା ଦେଇଥିଲେ 10 ଲକ୍ଷ ଟଙ୍କା । ଆହୁରୀ ଦେବା ପାଇଁ ବି ପ୍ରତିଶୃତି ଦେଇଥିଲେ । ଆହୁରି ଅନେକ ବଡ ବଡ ବିଜନେସ୍ ମ୍ୟାନ ମାନେ ବି ଟଙ୍କା ଦେଇଥିଲେ । ଯେଉଁ ମାନେ ସେମାନଙ୍କ ପରିଚୟ ଲୁଚେଇ ରଖିଛନ୍ତି । ତେବେ ଅଭିରାମ ନନ୍ଦ ଙ୍କ ଏକାଉଣ୍ଟ ରେ ରହିଛି ପିଣ୍ଟୁ ନନ୍ଦ ଙ୍କ ପାଇଁ ଆସିଥିବା ଲକ୍ଷ ଲକ୍ଷ ଟଙ୍କା । ଯେଉଁ ଟଙ୍କା ପିଣ୍ଟୁ ନନ୍ଦ ଙ୍କ ପାଇଁ ଖର୍ଚ୍ଚ ହୋଇ ପାରିଲା ନାହିଁ ।ଜାହା ଖର୍ଚ୍ଚ ହୋଇଥିଲେ ପିଣ୍ଟୁ ନନ୍ଦ ଅବଶ୍ୟ ସୁସ୍ଥ ହୋଇଜାଇ ଥାନ୍ତେ । 

 

କେବଳ ଟଙ୍କା ପାଇଁ ହିଁ ଆଜି ପିଣ୍ଟୁ ନନ୍ଦ ଚାଲିଗଲେ ବି ଲୋକ ମାନେ ଚର୍ଚ୍ଚା କଲେଣୀ । ଯଦି ଦେଖିବା ଦିଲ୍ଲୀ ରେ ପିଣ୍ଟୁ ନନ୍ଦ ଙ୍କ ସବୁ କଥା ବୁଝିବେ ବୋଲି ପ୍ରତିଶୃତି ଦେଇଥିଲେ ସାଂସଦ ଅନୁଭବ ମହାନ୍ତି । ସେ ବି ଅଭିରାମ ଙ୍କୁ ପିଣ୍ଟୁ ନନ୍ଦ ଙ୍କ ପାଇଁ ଟଙ୍କା ଦେଇ ଥିବା ନେଇ ଚର୍ଚ୍ଚା ହୋଇଥିଲା ।ସେପଟେ ଅଭିନେତା ବବି ମିଶ୍ର ବି କହିଛନ୍ତି ଯେ ପିଣ୍ଟୁ ନନ୍ଦ ଙ୍କ ମୃ-ତ୍ୟୁ ର କାରଣ ବହୁତ ଜଲ୍ଦି ଜଣା ପଡିବ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *