ଆଜି ଠାରୁ ସାରା ଦେଶରେ ଲାଗୁ ହେଲା ଏହି ସବୁ ବଡ ନିୟମ । ସମସ୍ତେ ନିହାତି ଦେଖିବା ଜରୁରୀ ।

 

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଆଜି ଠାରୁ ସାରା ଦେଶରେ ଲାଗୁ ହେଲା ଏହି ସବୁ ବଡ ନିୟମ । ସମସ୍ତେ ନିହାତି ଦେଖିବା ଜରୁରୀ ।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଦର୍ଶକବନ୍ଧୁ ଏହି ମାସରେ କିଛି ଜରୁରୀ ଖବର ଆପଣ ମାନଙ୍କ ପକ୍ଷେ ଜାଣି ରଖିବା ନିହାତି ଭାବରେ ଦରକାର । ତେବେ ଆସନ୍ତୁ ଜାଣିବା ।ପ୍ରଥମ ଖବର ହେଲା ପାନ୍ ଏବଂ ଆଧାର କାର୍ଡକୁ ସଂଯୋଗ କରିବାର ଶେଷ ତାରିଖ ଚଳିତମାସ ଅର୍ଥାତ୍‌ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏହି ଅବଧି ମଧ୍ୟରେ ପାନ୍‌-ଆଧାର ସଂଯୋଗ କରା ନଗଲେ ପାନ୍ କାର୍ଡ ଅବୈଧ ଘୋଷିତ ହେବ ବା ବ୍ଲକ୍‌ ହୋଇଯିବ ବୋଲି ସିବିଡିଟି ପକ୍ଷରୁ ସୂଚନା ଦିଆଯାଇଛି । 

 

ଏହି ସୂଚନା ଅନୁଯାୟୀ, ଯଦି ପାନ୍ କାର୍ଡଧାରୀମାନେ ମାର୍ଚ୍ଚ ୩୧ ସୁଦ୍ଧା ସରକାର ଦେଇଥିବା ନିର୍ଦ୍ଦେଶକୁ ଅନୁପାଳନ ନ କରନ୍ତି, ତା’ହେଲେ ସେମାନେ ରିଟର୍ଣ୍ଣ ଦାଖଲରେ ସମସ୍ୟା ସହ ଟିକସ ସମ୍ବନ୍ଧୀୟ ଲାଭ ପାଇବାରେ ଅସୁବିଧାର ସମ୍ମୁଖୀନ ହେବେ । ନିକଟରେ ସିବିଡିଟି ଅଧ୍ୟକ୍ଷ ନୀତିନ୍‌ ଗୁପ୍ତା କହିଛନ୍ତି ଯେ ଦେଶରେ ମୋଟ ୬୧ କୋଟି ପାନ କାର୍ଡଧାରୀଙ୍କ ମଧ୍ୟରୁ ଏ ପର୍ଯ୍ୟନ୍ତ ପ୍ରାୟ ୪୮ କୋଟି ଆଧାର ସହ ସଂଯୋଗୀକୃତ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ଅନେକ ପାନ୍‌ କାର୍ଡ ଆଧାର ସହିତ ସଂଯୋଗ ହୋଇନାହିଁ, କିନ୍ତୁ ମାର୍ଚ୍ଚ ୩୧ ଶେଷ ସୁଦ୍ଧା ଏହି କାର୍ଯ୍ୟ ଶେଷ ହେବ ବୋଲି ଆଶା କରାଯାଉଛି । 

 

ତେଣୁ ମାର୍ଚ୍ଚ ୩୧ ସୁଦ୍ଧା ଆଧାର ସହିତ ସଂଯୋଗ ହୋଇ ନ ଥିବା ବ୍ୟକ୍ତିଗତ ପାନ୍ କାର୍ଡ ଏହି ତାରିଖ ପରେ ନିଷ୍କ୍ରିୟ ହୋଇଯିବ ।ଦ୍ଵିତୀୟ ଖବର ହେଉଛି ଏବେ ରାଜ୍ୟବାସୀଙ୍କୁ ଗରମରୁ ମିଳିବ ଟିକିଏ ଆଶ୍ୱସ୍ତି । କାରଣ ରାଜ୍ୟରେ ପଶ୍ଚିମା ଝଡ଼ର ପ୍ରଭାବ । ରାଜ୍ୟର କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଆଶଙ୍କା । ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତ ସମ୍ଭାବନା । ୯ଟି ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । 

 

ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ, ବୌଦ୍ଧ ଓ କନ୍ଧମାଳକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଭୁବନେଶ୍ୱର ପକ୍ଷରୁ ସୂଚନା ଦିଆଯାଇଛି । ସେପଟେ କୋରାପୁଟରେ ପ୍ରବଳ ପବନ ସହ ବର୍ଷା ହୋଇଛି । ଘଡ଼ଘଡ଼ି ସହ ବର୍ଷା ଲାଗି ରହିଛି । ବହୁ ସ୍ଥାନରେ ବିଦ୍ୟୁତ ସରବରାହ ବନ୍ଦ ରହିଛି । ଗତ ୨୪ ଘଣ୍ଟାରେ କେନ୍ଦୁଝର, ମୟୂରଭଞ୍ଜର କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ସ୍ୱାଭାବିକ ପାଖାପାଖି ରେକର୍ଡ ହୋଇଛି । ଆଗାମୀ ୨ଦିନ ରେ କୌଣସି ପରିବର୍ତ୍ତନର ସମ୍ଭାବନା ନାହିଁ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *