ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳିଙ୍କୁ ବି ଛାଡିଲେ ନାହିଁ ଲୁଟେରା । ଏମିତି ଲୁଟିନେଲେ ଲକ୍ଷ ଲକ୍ଷ ଟଙ୍କା । 

 

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳିଙ୍କୁ ବି ଛାଡିଲେ ନାହିଁ ଲୁଟେରା । ଏମିତି ଲୁଟିନେଲେ ଲକ୍ଷ ଲକ୍ଷ ଟଙ୍କା ।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ବନ୍ଧୁଗଣ ବର୍ତମାନ ସୂଚନା ଅନୁସାରେ ସାଇବର ଠକେଇର ଶିକାର ହେଲେ ନବ ଦାସଙ୍କ ଝିଅ ଦୀପାଳି ଦାସ । ତେବେ ସାଇବର ଜାଲରେ ଫସିଯାଇଛନ୍ତି ଦୀପାଳି ଦାସ । ତେବେ  ଏବେ ସାଇବର ଠକଙ୍କର ପାଦୁର୍ଭାବ ଦେଖିବାକୁ ମିଳୁଛି । ତେବେ ବଡ ବଡ ଲୋକଙ୍କୁ ଟା-ର୍ଗେ-ଟ କରିକି ତାଙ୍କ ଠାରୁ ଲୁ-ଟ କରିବା ପାଇଁ ତାଙ୍କ ଉପରେ ରଖୁଛନ୍ତି ସାଇବର ଠକ । ବର୍ତ୍ତମାନର ସୂଚନା ମୁତାବିକ ନବ ଦାସଙ୍କ ଝିଅ ଦୀପାଳି ଦାସଙ୍କର ୧.୫ ଲକ୍ଷ ଟଙ୍କା ଆକାଉଣ୍ଟରୁ ଚୋରୀ ହୋଇଯାଇଛି । 

 

ତେବେ ଚାଲ କରି ସାଇବର ଠକ ଲୁଟି ନେଇଛନ୍ତି ଲକ୍ଷେ ଓ ତାପରେ ୫୦,୦୦୦ । ଯେଉଁଥିପାଇଁ ସାଇବର ଥା-ନାର ଦ୍ଵାରସ୍ଥ ହୋଇଛନ୍ତି ଦୀପାଳି ଦାସ । ତେବେ ନିଜର ପ୍ରଭାବତ୍ଵ ବିସ୍ତାର କରି ରଖୁଥିବା ଟାଣୁଆ ରାଜନେତା ତଥା ମନ୍ତ୍ରୀ ନବ ଦାସଙ୍କର କିଛି ଦିନ ତଳେ ପରଲୋକ ହୋଇଯାଇଛି । ତେବେ ଯାହାକି ସାରା ଓଡିଶାରେ ହଇଚଇ ସୃଷ୍ଟି କରିଥିଲା । ତେବେ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସଙ୍କ ଉପରୁ ବାପାଙ୍କ ସାହସର ହାତ ଉଠିଯାଇ ଥିବାରୁ ଦୀପାଳି ଦାସ ମଧ୍ୟ ଏବେ ସମସ୍ଯାରେ ପଡି ଯାଇଛନ୍ତି ।

 

ତେବେ ଦୀପାଳି ଦାସଙ୍କ କହିବା ମୁତାବକ ବାପା ଥିବା ସମୟରେ ଏପରି କେବେ କରିବାକୁ ସାହସ ମଧ୍ୟ କରିନଥିଲେ । ତେବେ ସାଇବର ଠକ ଏପରି ଚକ୍ରାନ୍ତ କରି ଲକ୍ଷାଧିକ ଟଙ୍କା ଲୁ-ଟି ନେଇଗଲେ । ତାହା କିଛି ମଧ୍ୟ ଆଗୁଆ ସୁରାଗ ପାଇନଥିଲେ ଦୀପାଳି ଦାସ । ତେବେ ନିଜ ଆକାଉଣ୍ଟ ଚେକ କରିବା ସମୟରେ ଆକାଉଣ୍ଟ ଖାଲି ହୋଇଥିବା ଦେଖି ଦୀପାଳି ଦାସ ଏହି ସବୁ ବିଷୟରେ ଜାଣି ପାରିଥିଲେ । ତେବେ ସାଇବର ଥାନାରେ ଦୀପାଳି ଦାସ ନିଜର ଟଙ୍କା ଠ-କେ-ଇ ହୋଇଥିବା ଅ-ଭି-ଯୋ-ଗ ଶୁଣାଇବା ପରେ ଏହା ଉପରେ ଆରକ୍ଷୀ ଅଧିକାରୀର ଏବେ ତନାଘନା ଆରମ୍ଭ ହୋଇଯାଇଛି । 

 

ତେବେ କେଉଁ ମାନେ ସେହି ସାଇବର ଠକ ତାହା ଜାଣିବାକୁ ସାଇବର ଟିମ ଲାଗିପଡିଛନ୍ତି । ତେବେ ସାଇବର କ୍ରା-ଇ-ମଙ୍କ ଦିନକୁ ଦିନ ଖରାପ ପାଦୁର୍ଭାବ ବଢିଚାଲିଛି । ତେବେ ସାଧାରଣ ଜନତା ଠାରୁ ଆରମ୍ଭ କରି ନେତାମନ୍ତ୍ରୀ, ସେଲିବ୍ରେଟି କେହି ମଧ୍ୟ ନିଜକୁ ବଞ୍ଚାଇ ରଖି ପାରୁନାହାନ୍ତି । ତେବେ ଆରକ୍ଷୀ ଅଧିକାରୀ ମଧ୍ୟ ସାଇବର ଠକକୁ ଖୋଜି ତା’ ଉପରେ କଡା କାର୍ଜ୍ଯାନୁଷ୍ଠାନ ବହୁତ ଶୀଘ୍ର ନେବାକୁ ଯାଉଛି । 

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *