ସାବଧାନ । ଭାରତ କୁ ମାଡି ଆସୁଛି ମହାବିପଦ । ଜାଣନ୍ତୁ କଣ ସେହି ମହାବିପଦ….

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଭାରତ ଆଡକୁ ମାଡି ଆସୁଛି ମହା ବିପଦ ।  ଜାଣନ୍ତୁ କଣ କହିଛନ୍ତି ବିଶେଷଜ୍ଞ ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ।

 

ବର୍ତମାନ ସମୟ ରେ ବାୟୁମଣ୍ଡଳ ର ତାପମାତ୍ରା ଦିନ କୁ ଦିନ ବଢ଼ିବାରେ ଲାଗିଛି । ଯାହା ଦ୍ଵାରା ବର୍ତମାନ ସମୟ ରେ ଶୀତ ଆସୁଚି , ବର୍ଷ ଦିନ ପ୍ରାୟ ବର୍ଷ ହେଉନାହିଁ କହିହେବ । ପାଣିପାଗ ର ପରିବର୍ତନ ଲକ୍ଷ୍ୟ କରା ଯାଇଛି । ଏହି ତାପମାତ୍ରା ବୃଦ୍ଧି ର ମୂଳ କାରଣ ହେଉଛି ଅନାୟସ ରେ ଜଙ୍ଗଲ କାଟିବା । ସାଧାରଣତଃ ଆମେ ଜାଣୁ ଯେ ଜଙ୍ଗଲ କାଟି ସଫା କରିଦେଲେ ଗରମ ବଢିଯାଏ ।ତେଣୁ ଏହା ବର୍ତମାନ ଭାରତ ପାଇଁ ଏକ ଘୋର ବିପଦ ହୋଇ ଉଠୁଚି । ପାଣିପାଗ ବିଶେଷଜ୍ଞ ଗବେଷଣା କରି ଭାରତ ପାଇଁ ବି-ପ-ଦ ସଂକେତ ଦେଇଛନ୍ତି । ନିକଟ ଭବିଷ୍ୟତ ରେ ଉତ୍ତାପ ବଢିବା ହେତୁ ଉତ୍ତର ମେରୁ ରେ ବରଫ ପାହାଡ଼ ଗ୍ଲେସିୟର ତରଲିବାରେ ମଧ୍ୟ ସମ୍ଭାବନା ରହୁଚି ଯାହା ଦ୍ଵାରା ଭାରତ ର ଦକ୍ଷିଣ ଭାଗ ତଥା ଅଷ୍ଟ୍ରେଲିଆ ର କିଛି ଦେଶ ମଧ୍ୟ ଜଳ ଭିତରେ ଲୀନ ହେବାରେ ସମ୍ଭାବନା ରହୁଚି ।

 

ଡବ୍ଲ୍ୟୁ-ଏମ୍-ଓ ବା ୱାଲ୍ଡ ମେଟ୍ରୋଲୋଜିକାଲ ଅରଗାନାଇଜେସନ୍  ଅନୁଯାୟୀ, ତାପମାତ୍ରା ବଢିବା କାରଣରୁ ପ୍ରତିବର୍ଷ ଜଙ୍ଗଲରେ ନି-ଆଁ ଲାଗୁଛି । ଭାରତ ବା ଅଷ୍ଟ୍ରେଲିଆ ଜଙ୍ଗଲ ରେ ନି-ଆଁ ଲାଗିବାର ପ୍ରମୁଖ କାରଣ ହେଉଛି ବାୟୁମଣ୍ଡଳ ଉତ୍ତାପ । ଭାରତର ଦକ୍ଷିଣ-ପୂର୍ବ ସ୍ଥିତ ହିନ୍ଦ ମହାସାଗର ଏବଂ ଦକ୍ଷିଣ-ପଶ୍ଚିମ ମହାସାଗରର ତାପମାତ୍ରା ମଧ୍ୟ ବଢ଼ିବାରେ ଲାଗିଛି । ହିନ୍ଦ ମହାସାଗର ଏବଂ ଦକ୍ଷିଣ-ପଶ୍ଚିମ ମହାସାଗରର ତାପମାତ୍ରା ତିନିଗୁଣା ବଢୁଛି । ଏପରି ହେଲେ ଭବିଷ୍ୟତ ରେ ଜଙ୍ଗଲ ଓ ବନ୍ୟ ଜୀବଜନ୍ତୁ ଲୋପ ପାଇଯିବେ ବୋଲି  ଚେତାବନୀ ଦେଇଛନ୍ତି ବିଶ୍ୱ ପାଣିପାଗ ବିଶେଷଜ୍ଞ । ଆସନ୍ତା ୫ବର୍ଷ ମଧ୍ୟରେ ହିମାଳୟର ଗ୍ଲେସିୟର ତରଳିଯିବ ବୋଲି ମଧ୍ୟ କହିଛନ୍ତି ପାଣିପାଗ ବିଶେଷଜ୍ଞ ଯାହା ଆମ ଭାରତ ପାଇଁ ଅନେକ ବି-ପ-ଦ ସଂକେତ । 

 

ଦକ୍ଷିଣ-ପୂର୍ବ ଏବଂ ଦକ୍ଷିଣ-ପଶ୍ଚିମ ମହାସାଗରରେ ତାପମାତ୍ରାବଢିବା କାରଣରୁ ଦକ୍ଷଣ-ପୂର୍ବ ଏସିଆ ଏବଂ ଦକ୍ଷିଣ ଅଷ୍ଟ୍ରେଲିଆର ଅନେକ ସ୍ଥାନ ଜଳ ଭିତରେ ମଗ୍ନ ହୋଇଯିବାର ସମ୍ବାବନା ରହିଛି । ଆଗକୁ ଯଦି ଏହାର ପ୍ରତିକାର ନ କରାଯାଏ  ଜଙ୍ଗଲ ନି-ଆଁ ଆହୁରି ଭ-ୟ-ଙ୍କ-ର ହେବ ବୋଲି ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି । ଯାହା ଭାରତ ଦେଶ ପାଇଁ ଭ-ୟ-ଙ୍କ-ର ବି-ପ-ଦ ସୃଷ୍ଟି କରିପାରେ । ତେଣୁ ପାଣିପାଗ ବିଶେଷଜ୍ଞ ଙ୍କ ମତ ରେ ସମୁଦ୍ରର ତାପମାତ୍ରା ଆଉ ଅଧିକ ବଢିବା ପୂର୍ବରୁ ବି-ପ-ଦ ଥିବା ଦେଶ ରେ ଉଚିତ୍ ପଦକ୍ଷେପ ନେବାକୁ ପଡିବ । 

 

୧୯୯୩ ମସିହାଠୁ ଆରମ୍ଭ କରି ଏବେ ଯାଏଁ ଦୁଇଗୁଣା ବଢିଛି ସମୁଦ୍ରିକ ତାପମାତ୍ରା । ତେଣୁ ବର୍ତମାନ ଠାରୁ ଯଦି କୌଣସି ପଦକ୍ଷେପ ନ ନିଆଯାଏ ତେବେ ଆଗକୁ ଭାରତ, ଅଷ୍ଟ୍ରେଲିଆ ସମେତ ଅନ୍ୟ ସମୁଦ୍ର ନିକଟବର୍ତ୍ତି ଦେଶଗୁଡିକ ନି-ଆଁ ଏବଂ ପାଣିରେ ବୀଲିନ ହୋଇଯିବା ସମ୍ବାବନା ରହିଛି ବୋଲି ବିଶେଷଜ୍ଞ ଚେତାବନୀ ଦେଇଛନ୍ତି । ତେଣୁ ସରକାର ଙ୍କ ଠାରୁ ଜଙ୍ଗଲ ସୃଷ୍ଟି କରିବା ପାଇଁ ନାନା ପ୍ରକାର ସାହାଯ୍ୟ ମିଳୁଚି । ତଥା ବିଶେଷଜ୍ଞ ମାନେ ଗଛ ଲଗାଇବା ପାଇଁ ମଧ୍ୟ ଆହ୍ବାନ କରିଛନ୍ତି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *