ଡ୍ରେସ୍ ଖୋଲି  ଡାକ୍ତରଖାନାରେ ମହିଳା ରୋଗୀଙ୍କୁ ଚିକିତ୍ସା କରୁଛନ୍ତି ଡାକ୍ତର ।

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଡ୍ରେସ୍ ଖୋଲି  ଡାକ୍ତରଖାନାରେ ମହିଳା ରୋଗୀଙ୍କୁ ଚିକିତ୍ସା କରୁଛନ୍ତି ଡାକ୍ତର ।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଫୁଙ୍ଗୁଳା ଦେହରେ ଡାକ୍ତର ଦେଖୁଛନ୍ତି ରୋଗୀ । ସେପଟେ ମ-ଦରେ ବି ଟଳମଳ ଡାକ୍ତର ବାବୁ । ପାଟି ଭିତରେ ଅଟକି ଯାଉଛି ଅଧେ କଥା।ଡାକ୍ତର ବାବୁ ଡାକ୍ତରଖାନାରେ କେମିତି ସାର୍ଟ ଖୋଲି ରୋଗୀ ଦେଖୁଛନ୍ତି । ଆଉ ପାଖରେ ଠିଆ ହୋଇଛନ୍ତି ମହିଳା ରୋଗୀ । ଆଉ ଡାକ୍ତର ବାବୁ ପୂରା ପିକଅପ୍ ରେ । ତାଙ୍କୁ ଦେଖିଲେ ଲାଗୁଛି ସେ ଟିକେ ଅଧିକ ଜୋର୍ ରେ ବୋଧ ହୁଏ ରଙ୍ଗ ଖେଳି ଦେଇଛନ୍ତି । ଆଉ ନୁହେଁ ତୋ କଣ ସେ ଡାକ୍ତର ହେଲେ ବୋଲି କଣ ତାଙ୍କର କିଛି ଇଚ୍ଛା ନାହିଁ ।ରଙ୍ଗିଲା ଡାକ୍ତର ହୋଲି ରଙ୍ଗରେ ଏତେ ମସଗୁଲ୍ ହେଇ ଯାଇଛନ୍ତି ଯେ ସେ ଭୁଲି ଯାଇଛନ୍ତି ଏଇଟା ତାଙ୍କ ଘର ନୁହେଁ ଡାକ୍ତରଖାନା । 

 

ଯେଉଁଠାକୁ ଶହ ଶହ ରୋଗୀ ଆସନ୍ତି ଚିକିତ୍ସା ପାଇଁ । ସାଧାରଣ ଭଦ୍ରାମି ତୋ ଛାଡ଼ ମହିଳାଙ୍କୁ ମଧ୍ୟ ନିଜ ଦେହ ଦେଖାଇବାକୁ କୁଣ୍ଠା ପ୍ରକାଶ କଲେ ନାହିଁ।ଆଜ୍ଞା ହଁ ଦର୍ଶକ ବନ୍ଧୁ ଏଭଳି ଏକ ଲଜ୍ୟା ଜନକ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ନରସିଂହପୁର ବ୍ଲକ ଅଧିନସ୍ଥ ନରସିଂହପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ । ମ-ଦ୍ୟ-ପା-ନ କରି ଫୁଙ୍ଗୁଳା ଦେହରେ ରୋଗୀ ଦେଖୁଥିବା ଏ ହେଉଛନ୍ତି ଡାକ୍ତର  ସିଦ୍ଧାର୍ଥ ଦାସ । କେଉଁଭଳି ଭାବରେ ସେ ସାର୍ଟ ଖୋଲି ରୋଗୀ ଦେଖୁଛନ୍ତି ତାହା ଭା-ଇ-ରା-ଲ ହେଉଥିବା ଭିଡ଼ିଓ ଟିରେ ବେଶ୍ ଭଲ ଭାବରେ ଦେଖିବାକୁ ମିଳିଛି ।

 

ତେବେ ଏ କଣ ଜଣେ ଡାକ୍ତରଙ୍କ ରୋଗୀ ଦେଖିବାର ଶାଳୀନତା । ଡାକ୍ତରଖାନାର ସବୁ ନିୟମର ଧଜିଆ ଉଡ଼ାଇ ସୀମା ଟପି ଯାଇଛନ୍ତି ସିଦ୍ଧାର୍ଥ । ମ-ଦ୍ୟ-ପା-ନ କରି ହୋସ ହରାଇ ରୋଗୀ ଦେଖୁଥିବା ସାଧାରଣରେ ଆଲୋଚନା ବେଶ୍ ଜୋର୍ ଧରିଛି । ଲୋକେ ଏହାକୁ ଘୋର୍ ନିନ୍ଦା କରିବା ସହିତ ଉକ୍ତ ଡାକ୍ତରଙ୍କୁ ଉପଯୁକ୍ତ ଦଣ୍ଡ ଦେବା ପାଇଁ ଦାବି କରିଛନ୍ତି । ତେବେ ଏସବୁ ପରେ ମେଡିକାଲ ପ୍ରଶାସନ କି ପ୍ରକାରର ପଦକ୍ଷେପ ନେଉଛନ୍ତି ତାହା ଆଗକୁ ସମୟ କହିବ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *