ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ନାରୀ ମାନେ ପୁରୁଷଙ୍କ ଦେହ ସୁଖର କାରଣ ଆମେ ଯେତିକି ପ୍ରେସର ନେଇପାରିବା ପୁରୁଷ ମାନେ ସେତିକି ପ୍ରେସର ନେଇପାରିବେନି । ଏମିତି କହିଲେ ଲିଜା । ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ବନ୍ଧୁଗଣ ଯଦି ବାପା ମାଆ ପିଲା ବେଳେ ହାତ ଧରି କୋଣାର୍କ ମନ୍ଦିରକୁ ନେଇ ପାରୁଥିଲେ ତେବେ ସେମାନେ ଆମ ସାଙ୍ଗରେ ଘରେ ବସି କଣ ପାଇଁ ଗୋଟେ ଫିଲ୍ମ ଦେଖି ପାରୁ ନାହାଁନ୍ତି । ବର୍ତମାନ ସମୟ ରେ ବି ଏମ ସି ବୁଝଉଛି କି ଅ-ଶ୍ଲୀଶତା ଭାଷା ବ୍ୟବହାର କରିବ ନାହିଁ ନ-ଗ୍ନ ପିକ୍ଚର ଦେଖିବ ନାହିଁ । କଣ ତା ଛଡା ଆଉ କିଛି ନାହିଁ ଦେଖେଇବା ପାଇଁ ଲକ୍ଷ ଲକ୍ଷ ଟଙ୍କା କମେଇବାର ଯେଉଁ ଜରିଆ ରହିଛି ତାହା ହେଲା ନ-ଗ୍ନ-ତା ।
ଆଜିର ସମାଜ ରେ ଯେଉଁ ନ-ଗ୍ନ-ତା ହେଉଛି ଯିଏ କରାଉଛନ୍ତି । ତାଙ୍କୁ ଜବର୍ଦୋସ୍ତି କରାଜାଉଛି ନାଁ ସେ ନିଜେ କରୁଛନ୍ତି । ତେବେ ଯେତେ ବେଳେ ଯାଏ ମୁଁ ନିଜେ କମ୍ଫୋଟେବୁଲ ନୁହେଁ ମୋ ନିଜର ବର୍ଡି କୁ ଦେଖେଇବା ପାଇଁ କେହି ଜବର୍ଦୋସ୍ତି ମୋ ଦେହକୁ ସୋ ଅଫ୍ କରି ପାରିବେ ନାହିଁ । ଆଉ ଯେଉଁ ମାନେ ଏହି ପରି ଜିନିଷ ପ୍ରସ୍ତୁତ କରୁଛନ୍ତି ସେମାନେ ଏହି ଜିନିଷ କୁ ନେଇ ଆଗରୁ ବହୁତ କମ୍ଫୋଟେବୁଲ ରହିଛନ୍ତି । ଆଉ ଆଜିର ସମୟରେ ଓଟିଟି ପ୍ଲାଟଫର୍ମ ମାନଙ୍କରେ ଅପନଲି ଅ-ଶ୍ଲୀ-ଳ ଭାଷା କୁହାଯାଉଛି ।
ସେହିଥିରେ ଯେଉଁ ଭାଷା ସିଖିନେ ସେହିଥିରୁ ବହୁତ ଜିନିଷ ସିଖିବି ଯାଉଛେ । ଆଉ ପଇସା କମେଇବାର ଜରିଆ ସେମାନେ ଏହି ଗୋଟେ ହିଁ ଭାବୁଛନ୍ତି । ଆଉ ନିଜର ଟେଲେଣ୍ଟ ଦେଖେଇବାର ଅନେକ ଜରିଆ ଥିବା ବେଳେ ସେମାନେ ଏହି ଟେଲେଣ୍ଟ କୁ ବହୁତ ସହଜ ବୋଲି ଭାବୁଛନ୍ତି ପଇସା କମେଇବାର ଉପାୟ । ସର୍ଟ ଟାଇମ୍ ରେ କେବଳ କ୍ଷେଣକ ମଧ୍ୟରେ ଲକ୍ଷ ଲକ୍ଷ ଟଙ୍କା କମେଇବାର ସହଜ ଉପାୟ ହେଲା ନ-ଗ୍ନ-ତା ।
ଯଦି ଆମେ ନ-ଗ୍ନ-ତାକୁ ଆମେ କଳା ହିସାବରରେ ପଦର୍ଶନ କରିବା ତେବେ ତାହା କେବେ ଅଭ୍ୟୁସ୍ ହେବ ନାହିଁ । ତେବେ ଏମାନେ ଯେଉଁ କଳାକୁ ପଦର୍ଶନ କରୁଛନ୍ତି ତାହା କେବେବି କଳା ନୁହେଁ । ଆଉ ସବୁ ଜିନିଷ ର ଗୋଟେ ଗୋଟେ ଖରାପ ୱେ ରହିଛି ଆଉ ଗୋଟେ ଗୋଟେ ଭଲ ୱେ ରହିଛି । ଜାହା କୁ ଆମେ ମାନେ ଏହି ଖରାପ ୱେ କୁ ବାଛି ନେଇ ଏମିତି ଭାବେ ପଇସା ଇନକମ୍ କରିବାରେ ଲଗୁଛନ୍ତି ଏହି ଯାତ୍ରା ପରି ଷ୍ଟେଜ୍ ରେ ବି ଏମିତି ହେବାରେ ଲାଗିଛି ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।