ମ-ରି-ବା ପୂର୍ବରୁ କଣ କହିଥିଲେ ପିଣ୍ଟୁ ନନ୍ଦ, ଜାଣନ୍ତୁ ସମ୍ପୂର୍ଣ ଖବର।

 

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଜାଣନ୍ତୁ କ’ଣ ଥିଲା ପିଣ୍ଟୁ ନନ୍ଦ ଙ୍କ ଶେଷ ଇଚ୍ଛା କଣ ଥିଲା।ମ-ରି-ବା ପୂର୍ବରୁ କଣ କହିଥିଲେ ପିଣ୍ଟୁ ନନ୍ଦ, ଜାଣନ୍ତୁ ସମ୍ପୂର୍ଣ ଖବର।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ।

 

ପିଣ୍ଟୁ ନନ୍ଦ ଅବେଳରେ ଛାଡି ଚାଲିଗଲେ।ମାତ୍ର ୪୫ ବର୍ଷ ବୟସ ରେ ପିଣ୍ଟୁ ଆରପାରିକୁ ଚାଲିଗଲେ। ଦୁଇ ମାସ ଧରି ଲିଭର୍ ସିରୋସିସ୍ ରୋଗ ରେ ପୀଡ଼ିତ ଥିଲେ ପିଣ୍ଟୁ।ପ୍ରଥମେ ଭୁବନେଶ୍ୱର ର ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଥିଲେ ତାପରେ ଦିଲ୍ଲୀ ହସ୍ପିଟାଲକୁ ଗଲେ।ତେବେ ଡକ୍ଟର ତାଙ୍କ ଯଥା ଶୀଘ୍ର ଲିଭର୍ ଟ୍ରାନ୍ସପ୍ଲାଣ୍ଟ୍ କରିବାକୁ ପରାମର୍ଶ ଦେଇଥିଲେ ନଚେତ୍ ତାହା ତାଙ୍କ ପାଇଁ ଘାତକ ସାଜିବ ବୋଲି କହିଥିଲେ।ତେଣୁ ପିଣ୍ଟୁଙ୍କୁ ଫେବୃଆରୀ ୭ ତାରିଖ ରେ ଦିଲ୍ଲୀ ରୁ ହାଇଦରାବାଦ କୁ ନିଆ ଯାଇଥିଲା।

 

କିନ୍ତୁ ସେଠାରେ ସେ ଚିକିତ୍ସାଧୀନ ଅବସ୍ଥା ରେ ଆରପାରି କୁ ଚାଲିଗଲେ।ସମସ୍ତ ଙ୍କ ଶେଷ ଠିକଣା ଆଜି ମୋ ପାଇଁ ପାଲଟିଛି ଶେଷ ଠିକଣା । ମୁଁ ବି ସେହି କାଳିଆ ଧାମରେ ଦାହ ହେବି । ଛୋଟ ବେଳେ ମାଆ ପାଖରୁ ସୁଣିଥିଲି ସ୍ୱର୍ଗ ଦ୍ୱାରରେ ପୋଡା ହେଲେ ଆ-ତ୍ମା ସ୍ୱର୍ଗ ପ୍ରାପ୍ତି ହୁଏ ବୋଲି । ଆଉ ମୁଁ ବି ଆଜି ସେହି ସ୍ୱର୍ଗ ଦ୍ୱାରରେ ପୋଡା ହେବାକୁ ଯାଉଛି । ଯେଉଁଠି ହଜାର ହଜାର ଶ-ବ ପ୍ରତି ଦିନ ପୋଡା ହୁଅନ୍ତି ।ଆଜି ସେହି ହଜାର ହଜାର ଶ-ବ ଙ୍କ ମଧ୍ୟରେ ମୁଁ ବି ଜଣେ ଥିବି । କୋକେଇ ରେ ବନ୍ଧା ହୋଇ ବଡଦାଣ୍ଡ ଦେଇ ସିଧା ସ୍ୱର୍ଗ ଦ୍ୱାରକୁ ଚାଲିଯିବି । 

 

ମୋ ଦେହ ସାର ଫଗୁ ପଡିଥିବ । ମଥା ପାଖରେ ଧୁପ କାଠୀ ଜଳୁଥିବ । ଗୋଟେ ଧଳା କନା ମୋ ଉପରେ ଘୋଡା ହୋଇଥିବ ଆଉ ମୁଁ ପାଳ ଦୈଡି ରେ ବନ୍ଧା ହୋଇଥିବି । ମତେ କାନ୍ଧେଇ ନେବେ ମୋ ପ୍ରିୟଜନ । ଏମିତି କିଛି ଭାବନା କୁ ଅଚିନ୍ତାରେ ଶୋଇ ଭାବୁଥିବେ ଅଭିନେତା ପିଣ୍ଟୁନନ୍ଦ ।ମୁଁ ଆପଣଙ୍କ ପିଲା ଦିନର ସେହି ଗୈରା କହୁଛି । ଯିଏ ଚିକେନ ଖାଉଥିଲା ଆଉ ଦୋ ରସ ପିଉଥିଲା । ମୁଁ ଆପଣଙ୍କ ସେହି ପିଲା ଦିନର ରାଣ୍ଡି ପୁଅ ଅନନ୍ତା କହୁଛି । ଯିଏ ଭାରି ଦୁଷ୍ଟ ଥିଲା ଯିଏ ଭାରି ଚଗଲା ଥିଲା ହେଲେ ଶେଷରେ ନିଜର ଗାଁ ପାଇଁ ନିଜର ଜିବନ କୁ ବାଜିରେ ଲଗେଇ ଦେଲା ।

 

ଶରୀରର ରଙ୍ଗ ଲଗେଇ ୱାଉଡର ଲଗେଇ ଅଭିନୟ କରୁ କରୁ କେତେ ବେଳେ ଯେ ମୋ ସମୟ ସରିଗଲା ମୋ ମରଣ ଆସି ମୋ ହାତ ଧରି ଡାକିନେଲା ସେହି କଥା ମୁଁ ଜାଣି ପାରିଲି ନାହିଁ ।ତେବେ ପିଣ୍ଟୁ ନନ୍ଦ ଙ୍କ ଏକ ଶେଷ ଇଚ୍ଛା ଥିଲା।ପିଣ୍ଟୁ ଙ୍କ ଦୁଇଟି ପୁଅ ଅଛନ୍ତି।ସେ ସେମାନଙ୍କୁ ବହୁତ୍ ଭଲ ପାଉଥିଲେ।ତାଙ୍କର ଇଚ୍ଛା ଥିଲା ସେ ସମ୍ପୂର୍ଣ ଠିକ୍ ହେବା ପରେ ଘରେ ନିଜ ପତ୍ନୀ ଓ ଦୁଇ ପୁଅ ଙ୍କ ସହ ଏକାଠି ଜୀବନ ବିତାଇବେ। କିନ୍ତୁ ତାଙ୍କର ଶେଷ ଇଛା ଇଚ୍ଛା ହୋଇ ରହିଗଲା।ଶେଷ ଇଚ୍ଛା ପୂରଣ ହେବା ପୂର୍ବରୁ ସେ ଆରପାରି କୁ ଚାଲିଗଲେ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

 

 

Leave a Reply

Your email address will not be published. Required fields are marked *