ଅଭିନେତା ପିଣ୍ଟୁ ନନ୍ଦଙ୍କ ଏକାଦଶାହରେ ପହଞ୍ଚିଲେ ଅନୁଭବ।

 

              

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଅଭିନେତା ପିଣ୍ଟୁ ନନ୍ଦଙ୍କ ଏକାଦଶାହରେ ପହଞ୍ଚିଲେ ଅନୁଭବ।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଏହି ଧରପୃଷ୍ଠ ରେ ଯିବାର ଜନ୍ମ ଅଛି ମାନେ ତା’ର ମୃ-ତ୍ୟୁ ନିଶ୍ଚିତ।କେହି ବି ଏହି କଷ୍ଟଦାୟକ ସତ୍ୟ କୁ ଅଣଦେଖା କରିପାରିବେ ନାହିଁ।ସମସ୍ତେ ଏହି ପୃଥିବୀରେ  ଜନ୍ମ ନେଇଥାନ୍ତି ଅଭିନୟ କରିବା ପାଇଁ,ପରେ ନିଜ ର ଅଭିନୟ ସରିବା ପରେ ମୃ-ତ୍ୟୁ କୁ ପ୍ରାପ୍ତି କରନ୍ତି।ଜଣେ ଆତ୍ମୀୟଙ୍କ ମୃ-ତ୍ୟୁ ମଣିଷ କୁ ବହୁତ କଷ୍ଟ ଦେଇଥାଏ। ପାଠକ ଗଣ ଆପଣମାନେ ତ ଓଡ଼ିଆ ଇଣ୍ଡଷ୍ଟ୍ରି ର ଜଣାଶୁଣା ସୁପ୍ରସିଦ୍ଧ ଅଭିନେତା ପିଣ୍ଟୁ ନନ୍ଦ ଙ୍କ ବିୟୋଗ ହୋଇଯାଇଥିବା ସମ୍ୱନ୍ଧ ରେ ଜାଣିଥିବେ ନିଶ୍ଚୟ।

 

ଏହା ଏକ ଅତ୍ୟନ୍ତ ଦୁଃଖ ର ବିଷୟ।ସେ ଲିଭର୍ ଜନିତ ରୋଗ ରେ ପୀଡ଼ିତ ଥିଲେ।ସେଥି ପାଇଁ ସେ ଦିଲ୍ଲୀ ରେ ଏକ ହସ୍ପିଟାଲ୍ ରେ ଚିକିତ୍ସିତ ମଧ୍ୟ ହେଉଥିଲେ।ତାଙ୍କର ଆରୋଗ୍ୟ କାମନା ପୁରା ଓଡ଼ିଶା ବାସୀ କରୁଥିଲେ।କିନ୍ତୁ ଗତ ମାର୍ଚ୍ଚ ୧ ତାରିଖ ରେ ପିଣ୍ଟୁ ନନ୍ଦ ଏହି ଦୁନିଆ କୁ ଛାଡ଼ି ଚାଲିଗଲେ।ଏହି ସମ୍ବାଦ ରେ ପୁରା ଅଭିନୟ ଜଗତ ଏବଂ ସାରା ଓଡ଼ିଶା ସ୍ତବ୍ଦ।କେହି ଏହି କଥା କୁ ସହଜ ରେ ଗ୍ରହଣ କରିପାରୁନାହାନ୍ତି।

 

କିନ୍ତୁ କଥା ଟି ସତ୍ୟ।ତେବେ ଆଜି କୁ ଅଭିନେତା ପିଣ୍ଟୁ ନନ୍ଦ ଙ୍କ ମୃ-ତ୍ୟୁ କୁ ୧୧ ଦିନ ପୁରିଲାଣି।ଆଉ ତାଙ୍କର ଏକାଦଶୀ କ୍ରିୟା ଅନୁଷ୍ଠିତ ହୋଇଥିଲା।ଏହି କ୍ରିୟା କୁ ସିନେଜଗତ ରୁ ବହୁତ ଲୋକ ଆସି ଯୋଗ ଦେଇଥିଲେ। ସେଠାରେ ଯୋଗ ଦେଇ ସେମାନେ ନିଜର ଏବଂ ପିଣ୍ଟୁ ନନ୍ଦ ଙ୍କ ସ୍ମୃତି ସମ୍ପର୍କ ରେ ପ୍ରକାଶ କରିଥିଲେ।ମାତ୍ର ୪୭ ବର୍ଷ ବୟସ ରେ ସେ ଏହି ଦୁନିଆ କୁ ତ୍ୟାଗ କରିଦେଇଛନ୍ତି।

 

ଯଦିଓ ଅଭିନେତା ପିଣ୍ଟୁ ନନ୍ଦ ଏହି ଦୁନିଆ କୁ ଛାଡ଼ି ଆରପାରି କୁ ଚାଲିଯାଇଛନ୍ତି,ତଥାପି ସେ ସଦାସର୍ବଦା ପ୍ରଶଂସକ ମାନଙ୍କ ହୃଦୟ ରେ ଜୀବିତ ରହିଛନ୍ତି।ତେବେ ତାଙ୍କର ଏକାଦଶୀ କ୍ରିୟା କୁ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ମଧ୍ୟ ଆସିଥିଲେ।ସେଠାରେ ସେ ନିଜର ଦୁଃଖ ପ୍ରକାଶ କରିଥିଲେ।ବର୍ତ୍ତମାନ ଭଗବାନଙ୍କ ପାଖରେ କେବଳ ଏତିକି ପ୍ରାର୍ଥନା କି ସେ ପିଣ୍ଟୁ ନନ୍ଦ ଙ୍କ ଆ-ତ୍ମା କୁ ଶାନ୍ତି ପ୍ରଦାନ କରନ୍ତୁ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *