ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଆସିଲା ଏକ ଦୁଃଖ ଖବର,OYO ର ଫାଉଣ୍ଡର ରିତେଶଙ୍କ ବାପା ଛାତରୁ ପଡ଼ି ମୃ-ତ।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ବର୍ତ୍ତମାନ ସମୟରେ ଲୋକମାନେ ପରିବର୍ତନ ହେବା ସହ ଦୁନିଆ ମଧ୍ୟ ପରିବର୍ତନ ହେବାରେ ଲାଗିଛି ଏବଂ ପ୍ରତ୍ୟେକ ଦିନ କିଛି ନା କିଛି ନୂଆ ଜିନିଷ ଉଦ୍ଭାବନ ହେବାରେ ଲାଗିଛି।ବୈଜ୍ଞାନିକମାନେ ସବୁବେଳେ ଲାଗିଛନ୍ତି କିଛି ନୂଆ ଜିନିଷ ବାହାର କରିବା ପାଇଁ କାରଣ ଦୁନିଆ ପରିବର୍ତ୍ତନ ହେବା ସହ ଲୋକମାନେ ସମସ୍ତ କାର୍ଯ୍ୟ ଶୀଘ୍ର ଏବଂ ଭଲରେ ହେବା ପାଇଁ ଇଚ୍ଛା କରୁଛନ୍ତି ଯାହାପାଇଁ କମ୍ ସମୟରେ ଭଲ ଜିନିଷ ପାଇ ପାରିବେ ।
ଦୁନିଆ ଯେତେ ପରିଵର୍ତନ ହେଉଛି ଲୋକ ମାନେ ସେତେ ନୂଆ ଜିନିଷ ପ୍ରସ୍ତୁତ କରିବାରେ ଲାଗିଛନ୍ତି।ସେହିପରି ଗୋଟେ ଆପ ହେଉଛି Oyo ଯାହା ଦ୍ଵାରା ଦରକାର ସମୟରେ ବା ଯେଉଁମାନେ ଏକାକୀ କିଛି ସମୟ ବିତାଇବା ପାଇଁ ଇଚ୍ଛା କରିଥାନ୍ତି ।ସେମାନଙ୍କ ପାଇଁ oyo ଭଳି ଆପ ସାହାଯ୍ୟରେ ଆସିଥାଏ।କେତେକ ଲୋକ ଏହି ଆପକୁ ବ୍ୟବହାର କରିଥାନ୍ତି ନିଜର ପରସନାଲ କାର୍ଯ୍ୟ ପାଇଁ। ଯାହା ସେମାନେ ସମସ୍ତଙ୍କ ଠାରୁ ଲୁଚେଇ ରଖିବା ପାଇଁ ଇଚ୍ଛା କରିଥାନ୍ତି।
ଏହି ଆପକୁ ବାହାର କରିଥିବା ଲୋକ କିଛି ଦିନ ପୂର୍ବରୁ ବିବାହ କରିଥିଲେ।ତାଙ୍କ ବିବାହ ଦୁଇ ଦିନ ପୂର୍ବରୁ ସମ୍ପର୍ନ୍ନ ହୋଇଥିଲା ।ତାଙ୍କ ଘର ସମସ୍ତେ ଖୁସିରେ ଜୀବନ ଯାପନ କରୁଥିଲେ କିନ୍ତୁ ଏହି ସୁଖ ଭିତରେ କିଛି ଦୁଃଖ ଘଟଣା ଘଟିଯାଇଛି ଯାହା ପାଇଁ ଶୋକର ସମାବେଶ ଦେଖିବାକୁ ମିଳିଛି।ବିବାହର ଦୁଇ ଦିନ ପରେ ଶ୍ବଶୁରର ମୃ-ତ୍ୟୁ ଘଟିଛି ଏବଂ ଏହା ଘଟିଛି ଏକ ବିଳାସମୟ ଉଚ୍ଚ ହୋଟେଲରୁ ତଳକୁ ପଡ଼ିବ ଦ୍ଵାରା।Oyo ଆପର ଫାଉଣ୍ଡର ବା ପ୍ରତିଷ୍ଠାତା ରିତେଶ ଅଗରୱାଲ ଯାହାଙ୍କର ଦୁଇ ଦିନ ତଳେ ବିବାହ ହୋଇଥିଲା।
ଆଜି ତାଙ୍କ ବାପା ଗୁରୁଗ୍ରାମ୍ ସ୍ଥିତ ୨୦ ମହଲା ବିଶିଷ୍ଟ ହୋଟେଲରୁ ତଳକୁ ପଡ଼ିବା କାରଣରୁ ତାଙ୍କର ମୃତ୍ୟୁ ଘଟିଛି।ଏହି ଘଟଣା ଘରେ ସମ୍ପର୍କୀୟମାନେ ଥିବା ଅବସ୍ଥାରେ ଘଟିଛି ଏବଂ ଆରକ୍ଷୀ ଅଧିକାରୀ ଏହାର ତଦନ୍ତ ଆରମ୍ଭ କରିଛି।ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ରିତେଶ ବହୁତ୍ କମ୍ ବୟସରେ କୋଟିପତିଙ୍କ ମଧ୍ୟ ସାମିଲ ହୋଇଥିଲେ କିନ୍ତୁ ଏହି ଘଟଣା ଦ୍ଵାରା ତାଙ୍କ ଘରେ ଖୁସିର ମହୋଲ ଥିବା ପରେ ଏବେ ଶୋକର ବାତାବରଣ ଖେଳିଯାଇଛି।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।