ଆସିଲା ବଡ଼ ଖବର, ବଢ଼ି ଚାଲିଛି ଏହି ନୂଆ ଭାଇରସ। ଜାଣନ୍ତୁ ନୂଆ ଭାଇରସ ର ଲକ୍ଷଣ

 

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଆସିଲା ବଡ଼ ଖବର, ବଡ଼ି ଚାଲିଛି ଏହି ନୂଆ ଭାଇରସ। ଜାଣନ୍ତୁ ନୂଆ ଭାଇରସ ର ଲକ୍ଷଣ।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

କୋରୋନା ମହାମାରୀର ଭୟ ଲୋକଙ୍କ ମନରୁ ଉଠିଯାଇଥିଲେ ମଧ୍ୟ ଏହା ଏବେ ବହୁତ ବଡ଼ ଚିନ୍ତା ର ବିଷୟ ପାଲଟିଛି।ଏବେ କୋରୋନା ଚିନ୍ତା ପୁଣି ଥରେ ଲୋକଙ୍କୁ ଘାରି କାରଣ ଆଉ ଏକ ଭ୍ୟାରିଆଣ୍ଟ ଭୂତାଣୁ ଚିହ୍ନଟ କରାଯାଇଛି ଯାହା ଜାଣିବାକୁ ମିଳିଛି ଯେ ଏହାର ବ୍ୟାପିବାର ସମ୍ଭାବନା ଅଧିକ ରହିଛି କାରଣ ଏହା ବହୁ ତିବ୍ରରେ ମାଡି ଚାଲିଛି।ଏବେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ଯେ  H3N2 influenza  ଭାଇରସ ଦେଖାଯାଉଛି।

 

ଏହାର ଲକ୍ଷଣ ସାମାନ୍ୟ ଥଣ୍ଡା ସାଙ୍ଗକୁ କଫ ଏବଂ କାଶ ହେଉଥିବା ପରିଲକ୍ଷିତ ହେଲେ ଆପଣମାନେ ଜାଣିବେ ଯେ ଆପଣମାନେ ଏହି ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଏହି ରୋଗରେ ଅଧିକ ମାତ୍ରାରେ ବୟସ୍କ ଲୋକ ଏବଂ ଛୋଟ ପିଲା ଏବଂ ଯେଉଁମାନେ ହୃଦ୍ ରୋଗ, ହାଇ ପ୍ରେସର୍, କିଡନୀ ରୋଗ,ମଧୁମେହ ଭଳି  ରୋଗରେ ପୀଡିତା ହୋଇଥାନ୍ତି ସେମାନେ ଯଥାଶୀଘ୍ର ଡକ୍ଟର ଙ୍କ ପରାମର୍ଶ ଅନୁସାରେ କାର୍ଯ୍ୟ କରନ୍ତୁ।

 

ଯେତେ ସମ୍ଭବ ଡକ୍ଟର ଙ୍କ ପରାମର୍ଶ ଅନୁସାରେ କାର୍ଯ୍ୟ କରିବା ସହ ଯଥା ସମ୍ଭବ ଆଇସିୟୁ ରେ ଆଡମିଟ ହୋଇଯାଆନ୍ତୁ।ଏହି ରୋଗ ସାଧାରଣତଃ ସ୍ୱାଇନ ଫ୍ଲୁ ଭଳି ଲକ୍ଷଣ  ଦେଖାଯାଉଛି କାରଣ ୧୦ ରୁ ୧୫ ବର୍ଷ ପୂର୍ବରୁ ଏହି ଲକ୍ଷଣ ତାର କାୟା ବିସ୍ତାର କରିଥିଲା ଏବଂ ସେତେବେଳର ମୁଖ୍ୟ ଖବର ପାଲଟିଥିଲା ଏବଂ ପରେ ଏହାର ନିରାକରଣ ର ବାଟ ବାହାରିଥିଲା।

 

ଏହି ରୋଗ ହେଲେ ସାଧାରଣତଃ ଜର ଛାଡ଼ିବା ପରେ ମଧ୍ୟ ଆକ୍ରାନ୍ତ ହୋଇଥାଏ।ଏହି ଭାଇରସ ଦ୍ଵାରା ବୃଦ୍ଧ ଏବଂ ଛୋଟ ପିଲାଙ୍କ ପାଇଁ ବାଧକ ସଜିପରେ କିନ୍ତୁ ଯୁବକ ମାନଙ୍କ ପାଇଁ ଏହା କୌଣସି କ୍ଷତି କରିନଥାଏ କିନ୍ତୁ ଆପଣମାନେ ପ୍ରଥମେ ଡକ୍ଟର ଙ୍କ ପରାମର୍ଶ ଅନୁଯାୟୀ କାର୍ଯ୍ୟ କରନ୍ତୁ ଯାହା ଦ୍ଵାରା ଏହା ଠିକ୍ ସମୟରେ ଭଲ ହେବାର ସମ୍ଭାବନା ରହିଛି।ଏହି ରୋଗ ପାଇଁ ଟିକା ମଧ୍ୟ ରହିଛି ଯାହା ଆପଣମାନେ ଚାହିଁଲେ ଲଗାଇପାରିବେ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *