ରାଜେଶ ରିୟା ରାସ୍ତା ମଝିରେ ହେଲେ ଗଡା ପଡ଼ା । ଲୋକମାନେ ଅଟକେଇଲେ । ଆସନ୍ତୁ ଦେଖିବା ସେହି ସମୟ ର Video…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ରାଜେଶ ଓ ରିୟା ଙ୍କ ଭିତରେ ହେଇଯାଇଛି ମା-ର-ପି-ଟ। ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

 ବର୍ତ୍ତମାନ ସମୟ ରେ ସବୁଠୁ ବଡ ଖବର ଆସି ଯାଇଛି ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ଙ୍କୁ ନେଇ ରାସ୍ତା ମଝିରେ ଝ-ଗ-ଡା ଓ  ପରେ ମାରପିଟ ହୋଇଛନ୍ତି  ତେବେ ଏହି ଅଭିନେତା ଜଣକ ହେଲେ ରାଜେସ ଓ ଅଭିନେତ୍ରୀ ଜଣକ ହେଲା ରିୟା । ତାହେଲେ ଏହି ଦୁଇ ଯୋଡି ରାସ୍ତା ମଝିରେ ମାରପିଟ ହେଉଥିଲେ ଓ ପରେ ଉଭୟ ଙ୍କ ଝ-ଗ-ଡା ଦେଖିବା ପରେ ଲୋକ ମାନେ ଆସି ଉଭୟ ଙ୍କୁ ରୋକିବା ସହିତ ବୁଝା ସୁଝା କରି ଘର କୁ ପଠାଇଥିଲେ ତେବେ ଏହି ଭଳି ଦୃଶ୍ୟ ପଛ ରେ ଥିବା ସତ୍ୟାସତ୍ୟ କୁ ଜାଣିବା ।

 

ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ରାଜେସ ପ୍ରଥମେ ଧାରାବାହିକ ରେ ନିଜ ଜ-ବ-ର-ଦ-ସ୍ତ ଅଭିନୟ ଦେଖାଇ ଲୋକ ପରିଚିତ ହେବା ପରେ ଓଡିଆ ଚଳଚିତ୍ର ରେ ପାଦ ଦେଇ ନିଜ ଜ-ବ-ର-ଦ-ସ୍ତ ଅଭିନୟ ଦେଖାଇ ଓଡିଆ ଇଣ୍ଡଷ୍ଟ୍ରି ରେ ଏକ ସ୍ଵତନ୍ତ୍ର ପରିଚୟ ପାଇଥିଲେ । ଠିକ ସେହି ଭଳି ଆପଣ ମାନେ ଜାଣିଥିବେ ରିୟା ହେଉଛନ୍ତି ଆମ ଓଡିଆ ଇଣ୍ଡଷ୍ଟ୍ରି ର ଏଜି ଧାଡି ର ଅଭିନେତ୍ରୀ

            

ତାହେଲେ ଆପଣ ମାନେ ରିୟା ଙ୍କୁ ବହୁସରା ଚଳଚିତ୍ର ରେ ଜବରଦସ୍ତ ଅଭିନୟ କରିଥିବା ର ନିଶ୍ଚୟ ଦେଖିଥିବେ ନିଜ ଅଭିନୟ ପାଇଁ ବେସ ଲୋକ ପ୍ରିୟ ହୋଇପାରିଛନ୍ତି । ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ରାଜେସ ଓ ରିୟା ଙ୍କ ଭାଇରାଲ ହେଉଥିବା ମା-ର-ପି-ଟ ଭିଡିଓ ଟି ସତ ଅଟେ ଓ ଲୋକ ମାନମେ ମଧ୍ୟ ଆସିକି ଉଭୟ ଙ୍କ ମା-ର-ପି-ଟ ରୋକିବା ସହିତ ଉଭୟ ଙ୍କ ବୁଝା ସୁଝି କରି ଝ-ଗ-ଡା ବନ୍ଦ କରିଥିଲେ ।

 

ଏହା ସତ୍ୟ ଅଟେ କିନ୍ତୁ ରିଅଲ ଲାଇଫ ରେ ନୁହେଁ ଏହା ହେଉଛି ରିଲ ଲାଇଫ ରେ , ଉଭୟ ଙ୍କ ର ଆଗାମୀ ଦିନ ମାନ ଙ୍କ ଭିତରେ ଏକ ଚଳଚିତ୍ର ଆସିବାକୁ ଯାଉଛି ଓ ଏହି ଚଳଚିତ୍ର ର ଶୁଟିଙ୍ଗ ସେଟ ବର୍ତ୍ତମାନ ବେସ ଜୋରସୋର ଚାଲିଛି ତେବେ ଏହି ଚଳଚିତ୍ର ଟି ଖୁବ ଶୀଘ୍ର ଆପଣ ମାନେ ଦେଖିବାକୁ ପାଇବେ ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *