ଲୋକପ୍ରିୟ ଅଭିନେତା NTRଙ୍କୁ ନେଇ ଆସିଲା ବଡ ଦୁଃଖ ଖବର,ଶୋକରେ ଫିଲ୍ମ ଜଗତ ।

 

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଲୋକପ୍ରିୟ ଅଭିନେତା NTRଙ୍କୁ ନେଇ ଆସିଲା ବଡ ଦୁଃଖ ଖବର,ଶୋକରେ ଫିଲ୍ମ ଜଗତ ।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ବନ୍ଧୁଗଣ ଆମ ଦେଶ ଭାରତ ହେଉଛି କଳା ସଂସ୍କୃତି ର ଦେଶ । ଏଠାରେ ବିଭିନ୍ନ ପ୍ରକାର ର କଳାକାର ରହିଛନ୍ତି। ସେମାନେ ସେମାନଙ୍କର କଳାର ଗରିମା ପାଇଁ ଆଜି ସାରା ଭାରତ ବର୍ଷରେ ଖ୍ୟାତି ଅର୍ଜନ କରିଛନ୍ତି। ହଁ ଆଜ୍ଞା ଆସି ଆମେ ଏହିଭଳି କିଛି କଳା କରଙ୍କ କଥା କହିବାକୁ ଯାଉଛୁ। ଯାହାଙ୍କୁ ସମସ୍ତେ ଜାଣିଛନ୍ତି ଚିଂହିଚନ୍ତି।ଯଦି ଜଣେ ସାଧାରଣ ଲୋକଙ୍କ ମୃ-ତ୍ୟୁ ହୋଇଥାଏ,ତେବେ ତାଙ୍କ ପାଇଁ କେହିବି ଲୁହ ଗଡ଼ନ୍ତି ନାହିଁ। 

 

କିନ୍ତୁ ଜଣେ ସେଲିବ୍ରଟିଙ୍କ ମୃ-ତ୍ୟୁ ହେଲେ ତାଙ୍କ ପାଇଁ ସମସ୍ତେ ଲୁହ ଗଡ଼େଇଥାନ୍ତି। କାରଣ ସେ ନିଜର କଳାକୁ ଲୋକଙ୍କ ଆଗରେ ପ୍ରଦର୍ଶିତ କରି ବେଶ ଲୋକପ୍ରିୟତା ହାସଲ କରିଥାଆନ୍ତି।ତେବେ ବନ୍ଧୁଗଣ ଶନିବାର ରାତିରେ ବେଙ୍ଗାଲୁରୁସ୍ଥିତ ‘ନାରାୟଣ ହୃଦୟାଳୟ ହସ୍ପିଟାଲ୍‌’ରେ ଅଭିନେତ‌ା ତଥା ‘ତେଲୁଗୁ ଦେଶମ୍‌ ପାର୍ଟି’ର ନେତା ନନ୍ଦମୁରାଇ ତାରକ ରତ୍ନଙ୍କର ମୃ-ତ୍ୟୁ ହୋଇଯାଇଛି। ମୃ-ତ୍ୟୁ ବେ‌ଳକୁ ତାଙ୍କୁ ୩୯ ବର୍ଷ ହୋଇଥିଲା।

 

ଜାନୁଆରି ୨୭ ତାରିଖ ଦିନ ଆନ୍ଧ୍ରପ୍ରଦେଶର ଚିତ୍ତୂର ଜିଲ୍ଲା ଅନ୍ତର୍ଗତ କୁପ୍ପମ୍‌ରେ ରୋଡ୍‌ ସୋ’ ସମୟରେ ହୃ-ଦ୍‌-ଘା-ତରେ ଆକ୍ରାନ୍ତ ହୋଇ ସେ କୋମା ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ।ସୂଚନା ଅନୁଯାୟୀ ନନ୍ଦମୁରାଇ ତାରକ ରତ୍ନ ହେଉଛନ୍ତି ପ୍ରସିଦ୍ଧ ଅଭିନେତା ତଥା ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍‌. ଟି. ରାମାରାଓଙ୍କ ନାତି ଓ ଟଲିଉଡ୍‌ ଅଭିନେତା ଜୁନିୟର୍‌ ଏନ୍‌ଟିଆର୍‌ଙ୍କ ସମ୍ପର୍କୀୟ ଭାଇ। ରୋଡ୍‌ ସୋ’ ବେଳେ ଭୟାବହ ହୃ-ଦ୍‌-ଘା-ତର ଶିକାର ହୋଇ ସେ ପଡ଼ିଯାଇଥିଲେ। 

 

ନାରାୟଣ ହୃଦୟାଳୟ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା। ୨୦୦୨ରେ ମୁକ୍ତିଲାଭ କରିଥିବା ‘ଓକାତୋ ନମ୍ବର୍‌ କୁରାଡୁ’ ଚଳଚ୍ଚିତ୍ରରେ ସେ ପ୍ରଥମେ ଅଭିନୟ କରିଥିଲେ।ଏହାପରେ ସେ ୟୁବା ରତ୍ନ ,ତାରକ, ଭାଦ୍ରାଦ୍ରି ରାମୁଡୁ  ଏବଂ ଅମରାବତୀ ଭଳି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ଜାନୁୟାରୀ ୨୭ରେ ନନ୍ଦମୁରି ତାରକ ରତ୍ନ ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ପୁଅ ନାରା ଲୋକେଶଙ୍କ ଯୁବାଗଲମ ପଦଯାତ୍ରାରେ ଭାଗ ନେଇଥିଲେ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *