ପିଣ୍ଟୁ ନନ୍ଦ ଙ୍କ 11 ଦିନ ଏପରି ଅବସ୍ଥା | କୁକୁର ବେଶରେ ଆସିଲେ ପିଣ୍ଟୁ ନନ୍ଦ…

 

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ରାତି ହେଲେ ବିଲେଇ ରୂପରେ ବାହାରୁଛନ୍ତି ଅଭିନେତା ପିଣ୍ଟୁ ନନ୍ଦ । ଦେଖିଲେ ଆପଣଙ୍କ ହୋସ ଉଡିଯିବ ।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ବର୍ତ୍ତମାନ ସମୟରେ ଓଲିଉଡ଼ର ଲୋକପ୍ରିୟ ଅଭିନେତା ପିଣ୍ଟୁ ନନ୍ଦଙ୍କ ଅକାଳ ବିୟୋଗକୁ ନେଇ ବିଭିନ୍ନ ଚର୍ଚ୍ଚା ଲାଗି ରହିଛି । ସିନେ ଷ୍ଟାରଙ୍କ ଠାରୁ ଆରମ୍ଭ କରି ପ୍ରଶଂସକ ପର୍ଯ୍ୟନ୍ତ ସମସ୍ତେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି । ତେବେ ପିଣ୍ଟୁ ନନ୍ଦଙ୍କ ଅକାଳ ବିୟୋଗକୁ କେହି ଏପର୍ଯ୍ୟନ୍ତ ସହଜରେ ଗ୍ରହଣ କରି ପାରୁନଥିବା ବେଳେ ସେ ନେଇ ସମସ୍ତେ ଭିନ୍ନ ଭିନ୍ନ ମତ ଦେବାରେ ଲାଗି ପଡ଼ିଛନ୍ତି । ତେବେ ପିଣ୍ଟୁ ନନ୍ଦ ୭ ଜୁଲାଇ ୧୯୭୭ ମସିହାରେ ଓଡ଼ିଶାର ଜଗତସିଂହପୁର ଜିଲ୍ଲାର ଜନ୍ମ ଗ୍ରହଣ କରିଥିଲେ । 

 

ପିଣ୍ଟୁ ନନ୍ଦ ୧୯୯୬ ମସିହାରେ ଓଲିଉଡ଼ ସିନେ ଜଗତରେ ପାଦ ଥାପିଥିଲେ । ଓଡ଼ିଆ କଥାଚିତ୍ର କୋଇଲି ଜରିଆରେ ପ୍ରଥମଥର ପାଇଁ ପିଣ୍ଟୁ ନନ୍ଦ ଅଭିନୟ କରିବାରେ ସୁଯୋଗ ପାଇଥିଲେ । ଏହା ତାଙ୍କୁ ଏତେଟା ସଫଳତା ଦେଇ ନଥିଲା ସତ କିନ୍ତୁ ଆଗକୁ ବଢିବା ପାଇଁ ପଥ ଦେଖାଇ ଥିଲା । ତେବେ ପିଣ୍ଟୁ ନନ୍ଦଙ୍କ ‘ଏ ଗଉରା କ’ଣ ଖାଉଚୁ’ ଆଲବମ୍ ପିଣ୍ଟୁଙ୍କୁ ସବୁଠୁ ଅଧିକ ଲୋକପ୍ରିୟ କରାଇଥିଲା । ଏହା ସହିତ ରା-ଣ୍ଡି ପୁଅ ଅନନ୍ତା ପାଇଁ ମଧ୍ୟ ପିଣ୍ଟୁ ନନ୍ଦ ଖୁବ୍ ଲୋକପ୍ରିୟତା ପାଇ ପାରିଥିଲେ ।

 

ଆମେ ଜାଣିଛୁ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ ପିଣ୍ଟୁ ନନ୍ଦ । ଲିଭର୍ ସିରୋସିସ୍ ରୋଗରେ ପୀଡିତ ଥିବା ଓଲିଉଡ଼ ଲୋକପ୍ରିୟ ଅଭିନେତା ପିଣ୍ଟୁ ନନ୍ଦଙ୍କୁ ପ୍ରଥମେ ଦିଲ୍ଲୀ ଓ ସେଠାରୁ ହାଇଦ୍ରାବାଦକୁ ନିଆ ଯାଇଥିଲା । ଆଉ ବୁଧବାର ହାଇଦ୍ରାବାଦର ଯଶୋଦା ମେଡିକାଲରେ ଚିକିତ୍ସିତ ହେଉ ଥିବା ବେଳେ ତାଙ୍କର ମୃ-ତ୍ୟୁ ଘଟିଛି । ବିଳମ୍ବିତ ରାତ୍ରୀ ୧୧ ଟା ୨୫ ମିନିଟ୍ ରେ ଅଭିନେତା ପିଣ୍ଟୁ ନନ୍ଦଙ୍କର ଚିକିତ୍ସାଧିନ ଅବସ୍ଥାରେ ପରଲୋକ ହୋଇଥିଲା । ମୃ-ତ୍ୟୁ ବେଳକୁ ତାଙ୍କୁ ମାତ୍ର ମାତ୍ର ୪୭ ବର୍ଷ ବୟସ ହୋଇଥିଲା । ଯାହାକୁ ନେଇ ପୁରା ଓଲିଉଡ଼ ଇଣ୍ଡଷ୍ଟ୍ରି ଦୁଃଖରେ ଭାଙ୍ଗି ପଡ଼ିଛି । 

 

ତେବେ ମୃ-ତ୍ୟୁ ପରେ ଏବେ ପିଣ୍ଟୁ ନନ୍ଦଙ୍କ ଆ-ତ୍ମା ଅତୃପ୍ତ ହୋଇ କୁଆଡେ଼ ଘୂରି ବୁଲୁଛି ବୋଲି କୁହା ଯାଉଛି । କାରଣ ପିଣ୍ଟୁ ନନ୍ଦ ଆଜି ଏ ଦୁନିଆରେ ନାହାଁନ୍ତି ସତ କିନ୍ତୁ ତାଙ୍କ ସ୍ଵପ୍ନ ସବୁ ଛାଡି ଯାଇଛନ୍ତି । ଅନେକ ଆଶା ତାଙ୍କର ଆଶାରେ ରହି ଯାଇଛି ଏବଂ ଅନେକ ସ୍ଵପ୍ନ ଅଧୁରା ରହି ଯାଇଛି । ଅନେକ ସ୍ଵପ୍ନ ପିଣ୍ଟୁଙ୍କର କୁଆଡ଼େ ଅଧୁରା ହୋଇ ରହି ଯାଇଛି । ଆଉ ଯେଉଁ କାରଣ ପାଇଁ କୁହା ଯାଉଛି ପିଣ୍ଟୁଙ୍କ ଆ-ତ୍ମା କୁଆଡେ଼ କାନ୍ଦୁଛି । ହଁ ଆଜ୍ଞା କୁହା ଯାଉଛି ମୃ-ତ୍ୟୁ ପରେ ପିଣ୍ଟୁ ନନ୍ଦଙ୍କ ଆ-ତ୍ମା କୁଆଡେ଼ କାନ୍ଦୁଛି ଆଉ ରାତି ହେଲେ ବିଲେଇ ରୂପରେ ବାହାରୁଛନ୍ତି ଅଭିନେତା ପିଣ୍ଟୁ ନନ୍ଦ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *