ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ପିଣ୍ଟୁ ନନ୍ଦଙ୍କ ୧୧ ଦିନରେ ଖେଳିଗଲା ଶୋକର ଛାୟା।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ସୋସିଆଲ ମିଡିଆରେ ପ୍ରତ୍ୟେକ ଦିନ ହଜାର ହଜାର ଖବର ସବୁ ଦେଖିବାକୁ ମିଳିଥାଏ, ସେହିସବୁ ଖବରରେ ଦୁନିଆର କିଛି କିଛି ଭଲ ଖବର ଥାଏ, ଆଉ କିଛି କିଛି ଖବର ଆଜିର ଦୁନିଆର ଲୋକମାନଙ୍କର ନିଚ୍ଚ ଧରଣର ଚିନ୍ତାଧାରା ସମ୍ପର୍କରେ ଜାଣିବାକୁ ମିଳିଥାଏ।ସେଥିପାଇଁ ଦୁନିଆ ପରିବର୍ତନ ହେବା ସହିତ ଲୋକମାନଙ୍କର ଚିନ୍ତା ଧାରାରେ ମଧ୍ୟ ଦିନକୁ ଦିନ ପରିବର୍ତ୍ତନ ହେବାରେ ଲାଗିଛି ଏବଂ ସେମାନଙ୍କ ଚିନ୍ତା ଧାର ଦିନକୁ ଦିନ ତଳକୁ ଖସିବାରେ ଲାଗିଛି ।
ଆପଣ ମାନଙ୍କ ପ୍ରିୟ ଅଭିନେତା ପିନ୍ଟୁ ନନ୍ଦ ବୁଧୁବାର ଦିନ ଦେହ ତ୍ୟାଗ କରିଥିଲେ ଯାହା ପାଇଁ ଚଳଚ୍ଚିତ୍ର ଜଗତରେ ଶୋକ ର ଛାୟା ଖେଳିଯାଇଥିଲା।ସେ ଅନେକ ଦିନ ଲିଭର ଜନିତ ରୋଗରେ ପୀଡ଼ିତ ଥିଲେ।ଶୁଣିବାକୁ ମିଳୁଥିଲା ତାଙ୍କର ଲିଭର ଖରାପ ହୋଇଯାଇଥିଲା ଏବଂ ଏହାର ଟ୍ରାନ୍ସପ୍ଲାଣ୍ଟ ପାଇଁ ମଧ୍ୟ ଡକ୍ଟର ମାନେ କହିଥିଲେ କିନ୍ତୁ ଲିଭର ଦେବା ଲୋକ ଠିକ୍ ହୋଇପାରି ନଥିଲା ଯାହା ପାଇଁ ସେ ଦିଲ୍ଲୀ ରୁ ହାଇଦ୍ରାବାଦ୍ କୁ ସ୍ଥାନାନ୍ତର ହୋଇଥିଲେ।ଯାହାଦ୍ଵାରା ତାଙ୍କ ମୃ-ତ୍ୟୁ ପରେ ତାଙ୍କ ଘର ସହ ସମସ୍ତ ପାଖ ପଡିଶା ଲୋକମାନେ ବହୁ ଶୋକ ପ୍ରକାଶ କରିବା ସହ ଆ-ତ୍ମା ର ସଦ୍ଗତି ନିମନ୍ତେ କାମନା ମଧ୍ୟ କରିଥିଲେ।
ପିଣ୍ଟୁ ନନ୍ଦ ଙ୍କ ମୃ-ତ୍ୟୁରେ ମ୍ରିୟମାଣ ହୋଇପଡିଥିଲେ ତାଙ୍କ ପତ୍ନୀ।ସେ ତାଙ୍କ ମୃ-ତ୍ୟୁ ପରେ ବହୁତ୍ କାନ୍ଦି ଥିଲେ ଏବଂ ସେ କହିଥିଲେ ସେ ତାଙ୍କ ସହ ତାଙ୍କ ଦୁଇ ପୁଅଙ୍କୁ ଛାଡ଼ି କେମିତି ଚାଲିଗଲେ ।ତାଙ୍କ ଦେଖା ଶୁଣା କିଏ କରିବ। ପିଣ୍ଟୁ ନନ୍ଦ ଏବଂ ତାଙ୍କ ସ୍ତ୍ରୀଙ୍କର ମନ ମାଳିନ୍ୟ ଯୋଗୁଁ ଡିଭର୍ସ ହୋଇଯାଇଥିବା ପରେ ବି ଦୁହିଁ ଙ୍କ ମଧ୍ୟରେ କଥା ବାର୍ତ୍ତା ଲାଗିରହିଥିବା କିନ୍ତୁ ଯେତେବେଳେ ପିଣ୍ଟୁ ନନ୍ଦ ରୋଗ ଶଯ୍ୟାରେ ଥିଲେ ସେତେବେଳେ ତଙ୍କୁଦ୍ଦେଖ କରିବା ପାଇଁ ସେ ଆସିନଥିଲେ।କିନ୍ତୁ ମୃ-ତ୍ୟୁ ପରେ ସେ ଭାବ ବିହଳ ହୋଇ କାନ୍ଦୁଥିଲେ।ତାଙ୍କ ଏକାଦଶାହ ରେ ମଧ୍ୟ ସେହି ଭଳି ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି।
ଆଜି ମଧ୍ୟ ତାଙ୍କ ସ୍ତ୍ରୀ ତାଙ୍କ ବିଷୟରେ ଭାବି ବହୁତ କାନ୍ଦି ଥିଲେ ଏବଂ ତାଙ୍କୁ କାହିଁକି ଛାଡ଼ି ଚାଲିଯାଇଥିଲେ ବୋଲି କହି କାନ୍ଦି ଥିଲେ ଏବଂ କହୁଥିଲେ ଯେ ପିଣ୍ଟୁ ମ-ରି-ନାହାନ୍ତି ।ସେ ଏବେବି ବଂଚିଛନ୍ତି।ସେ ତାଙ୍କ ପାଖକୁ ନିଶ୍ଚୟ ଫେରିଆସିବେ।ସେ ଆମକୁ ଛାଡ଼ି କେମିତି ଯାଇପାରିଲେ ।ଏହି ଭଳି ଅନେକ କଥା କହି କାନ୍ଦୁଥିଲେ ,ଯାହାଫଳରେ କିଛି ସମୟ ପରେ ତାଙ୍କର ହୋସ ଉଡ଼ିଯାଇଥିଲା ଏବଂ ସେ ବେହୋସ୍ ହୋଇ ଯାଇଥିଲେ। ପିଣ୍ଟୁ ନନ୍ଦ ଙ୍କ ଭଳି ଅଭିନେତା ଆଉ ଚଳଚ୍ଚିତ୍ର ଜଗତକୁ ଆଉ ମିଳିବେ ନାହିଁ କାରଣ ସେ ସବୁ ଚରିତ୍ରକୁ ବହୁତ ଭଲ ଭାବରେ କରିପାରୁଥିଲେ ଯାହା ଏବେ ଦର୍ଶକ ମାନେ ଆଉ ଦେଖିପାରିବେ ନାହିଁ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।