ପ୍ରେମୀ ଯୁଗଳ ଫେରାର | Video ମାଧ୍ୟମରେ ଜଣେଇଲେ ଏମିତି କିଛି

Pr

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ପ୍ରେମୀ ଯୁଗଳ ଫେରାର । ଭିଡିଓ କରି କହିଲେ ଆମେ ପ୍ରେମ କରୁଛୁ ସେଥିପାଇଁ ଘର ଛାଡ଼ି ଚାଲିଗଲୁ । 

ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆଜିକା ସମାଜରେ କେତେ କଣ ଘଟଣା ଘଟୁଛି ତାହା ବିଷୟରେ ଜାଣିଥିବେ ନିଶ୍ଚୟ । ସୋସିଆଲ ମିଡ଼ିଆ ଦ୍ଵାରା ହିଁ ଆମେ ଅନେକ ଘଟଣା ବିଷୟରେ ସୂଚନା ପାଉଛେ । ଆଉ ଏମିତି କିଛି ଘଟଣା ଏବେ ସମାଜରେ ଘଟୁଛି ଯାହା ନିନ୍ଦନୀୟ ଅଟେ । 

 

ଲୋକମାନେ ଏମିତି ନିନ୍ଦନୀୟ କାମ କରୁଛନ୍ତି ଯାହା ଏହି ସମାଜ ଉପରେ ଖରାପ ପ୍ରଭାବ ପକାଉଛି । ଆଜ୍ଞା ହଁ ଦର୍ଶକବନ୍ଧୁ ବର୍ତ୍ତମାନ ଆମ ସମାଜରେ ପ୍ରେମ ପାଇଁ ବାପା ମା’ଙ୍କୁ ଛାଡି ଯିବାକୁ ପିଲାମାନେ ପଛାଉ ନାହାନ୍ତି । ପ୍ରେମର ନିଶା ଏତେ ଘାରିଛି କି ବାପା ମା’ଙ୍କୁ ବି ଭୁଲି ଯାଉଛନ୍ତି ପିଲାମାନେ । ଜାଣି ଜାଣି ଭୁଲ କରୁଛନ୍ତି ଆଉ ଶେଷରେ ପ୍ରେମ ପାଇଁ ନିଜର ଘର ପରିବାର ଛାଡ଼ି ପଳାଉଛନ୍ତି ଆଜିର ସମୟରେ ଯୁବପିଢୀ । 

 

ତେବେ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏଭଳି ଏକ ଘଟଣା ସାମନାକୁ ଆସିଛି ଯେଉଁଠି ଜଣେ ଯୁବତୀ ପ୍ରେମ କରି ପ୍ରେମିକ ସହ ଘରୁ ପଳାଇଛନ୍ତି ।ଯୁବତୀ ଜଣକ ଘରୁ ନିଜ ପ୍ରେମିକ ଶହ ପଳାଇ ଯାଇ ଲୁଚି ବିବାହ କରିଛନ୍ତି ଏବଂ ଏକ ଭିଡ଼ିଓ କରି କହିଛନ୍ତି ଯେ, “ଦେଖନ୍ତୁ ଆମେ ଦୁହେଁ ନିଜ ଇଚ୍ଛାରେ ଘର ଛାଡ଼ି ଆସିଛୁ । କୌଣସି ଚାପରେ ନୁହେଁ । ଆମକୁ ଆଉ ଖୋଜନ୍ତୁ ନାହିଁ କି ପିଛା କରନ୍ତୁ ନାହିଁ । ୩ ବର୍ଷ ହେବ ଆମେ ଦୁହେଁ ରେଲେସନ୍ ରେ ଅଛୁ । 

 

ଆମ ଘର ଲୋକଙ୍କୁ ବହୁତ୍ ମନେଇଲୁ କିନ୍ତୁ ଆମ ଘରଲୋକ ମାନିଲେ ନାହିଁ । ତେଣୁ ଆମେ ଘରଛାଡ଼ି ପଳାଇ ଆସିଛୁ । ଏବେ ଆଉ ଆମକୁ ହଇରାଣ କରନ୍ତୁ ନାହିଁ । ଆମେ ଦୁହେଁ ଦୁହିଙ୍କ ସହିତ ବେଶ୍ ଖୁସି ଅଛୁ । ଆମ ଜୀବନ ପ୍ରତି ଜମସେର ଓ କବୀର୍ ଠାରୁ ବିପଦ ଅଛି । ସେମାନେ ଆମ ଜମିନ୍ ହଡ଼ପ କରିବାକୁ ଚାହୁଁଛନ୍ତି” । ତେବେ ପ୍ରେମୀ ଯୁଗଳ ଦୁହେଁ ଭିଡ଼ିଓରେ ହିନ୍ଦୀ ଭାଷାରେ କଥା ହେଉଥିବା ବେଳେ କେଉଁ ସ୍ଥାନରୁ ବୋଲି ଏପର୍ଯ୍ୟନ୍ତ ଜଣା ପଡିନାହିଁ ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *