ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ମାର୍ଚ୍ଚ ମାସ ରେ ଭରପୋଷଣ ପାଇଁ ବର୍ଷା ଙ୍କୁ ଟଙ୍କା ଦେଇନାହାନ୍ତି ଅନୁଭବ।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ସେଲେବ୍ରିଟୀ ମାନଙ୍କର ପ୍ରତ୍ୟେକ କଥା ବାର୍ତ୍ତା , ରଙ୍ଗଢଙ୍ଗ,ଚାଲିଚଳଣୀ ଉପରେ ସମସ୍ତଙ୍କର ନଜର ରହିଥାଏ।କିଏ କେଉଁଠି ଗଲା, କଣ କରିଲା,ଲୋକ ମାନଙ୍କୁ କିପରି ବ୍ୟବହାର କରିଲ ସବୁ କଥା ଉପରେ ସମସ୍ତେ ଚର୍ଚ୍ଚା କରିଥାନ୍ତି।ସେମାନଙ୍କର ଟିକି ନିଖୀ ଖବର ବିଷୟରେ ଆମ୍ଭେ ମାନେ ପ୍ରତିଦିନ ନ୍ୟୁଜ୍,ଖବରକାଗଜ ଏବଂ ବିଭିନ୍ନ ଜରିଆ ରୁ ଜାଣିବାକୁ ପାଇଥାଉ।
ତେବେ ବନ୍ଧୁ ଗଣ ଆପଣ ମାନେ ତ କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଏବଂ ତାଙ୍କ ପତ୍ନୀ ବର୍ଷ ପ୍ରିୟଦର୍ଶିନୀ ଙ୍କ ମଧ୍ୟରେ ଚାଲିଥିବା ପାରିବାରିକ କଳହ ସମ୍ପର୍କରେ ଜାଣିଥିବେ ନିଶ୍ଚୟ।ସେମାନଙ୍କ ମଧ୍ୟରେ ଚାଲିଥିବା କଳହ ଏତେପର୍ଯ୍ୟନ୍ତ ଠିକ୍ ହୋଇନାହିଁ।ଆଜି ଆମ୍ଭେ ଆପଣମାନଙ୍କୁ ଯେଉଁ ଖବର ବିଷୟରେ ଅବଗତ କରାଇବା ପାଇଁ ଚାହୁଁଛୁ ତାହା ଅନୁଭବ ଏବଂ ବର୍ଷା ଙ୍କ ପାରିବାରିକ କଳହ ସହ ସଂପୃକ୍ତ।ଆସନ୍ତୁ ଜାଣିବା ଏହି ବିଷୟରେ ନିମ୍ନଲିଖିତ ଲେଖା ମାଧ୍ୟମ ରେ।
ତେବେ କିଛି ଦିନ ପୂର୍ବରୁ କୋର୍ଟ ବର୍ଷା ଙ୍କୁ ନିର୍ଦ୍ଦେଶ ଦେଇଥିଲା ଯେ ସେ ଆଉ ଅନୁଭବ ଙ୍କ ଘରେ ରହିପାରିବେ ନାହିଁ।ସେଥିପାଇଁ ବର୍ଷା ଆଉ ଅନୁଭବ ଙ୍କ ଘରେ ରହୁନାହାନ୍ତି।ଏହା ସହ କୋର୍ଟ ଅନୁଭବ ଙ୍କୁ ନିର୍ଦ୍ଦେଶ ଦେଇଥିଲା ଯେ ପ୍ରତି ମାସ ଚଳିବା ପାଇଁ ସେ ବର୍ଷା ଙ୍କୁ ୩୦,୦୦୦ ଟଙ୍କା ଲେଖାଏଁ ଦେବେ ବୋଲି।ତେବେ ପ୍ରତି ମାସ ର ୧୦ ତାରିଖ ମଧ୍ୟରେ ଅନୁଭବ ବର୍ଷା ଙ୍କ ଆକାଉଣ୍ଟ ରେ ପଇସା ପଠାଇଦିଅନ୍ତି।
କିନ୍ତୁ ଏହି ମାସ ଅର୍ଥାତ୍ ମାର୍ଚ୍ଚ ମାସ ର ୧୨ ତାରିଖ ହେଲାଣି,ଅନୁଭବ ଏତେପର୍ଯ୍ୟନ୍ତ ବର୍ଷା ଙ୍କ ଆକାଉଣ୍ଟ କୁ ପଇସା ପଠାଇନାହାଁନ୍ତି।କ’ଣ ପାଇଁ ଅନୁଭବ ବର୍ଷା ଙ୍କୁ ଏଯାଏଁ ପଇସା ଦେଇନାହାଁନ୍ତି।କିଛି ଅସୁବିଧା ଅଛି ନା ଆଉ କିଛି କଥା ଅଛି ଏହି ବିଷୟରେ ଏତେଯାଏଁ କିଛି ଜଣାପଡ଼ିନାହିଁ।ତେବେ ଏହି କଥା କୁ ନେଇ ବର୍ଷା ଏବଂ ଅନୁଭବ କିଛି ବି ମତ ରଖିନାହାନ୍ତି। ତେବେ ଆଗକୁ ଜଣା ପଡ଼ିବ କ’ଣ ରହିଛି ଘଟଣା।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।