ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ସ୍ବାମୀ ମୋବାଇଲ ନ ଦେବାରୁ ପନିଖିରେ ହା-ଣି-ଲା ସ୍ତ୍ରୀ।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ସୋସିଆଲ ମିଡିଆରେ ପ୍ରତ୍ୟେକ ଦିନ ହଜାର ହଜାର ଖବର ସବୁ ଦେଖିବାକୁ ମିଳିଥାଏ, ସେହିସବୁ ଖବରରେ ଦୁନିଆର କିଛି କିଛି ଭଲ ଖବର ଥାଏ, ଆଉ କିଛି କିଛି ଖବର ଆଜିର ଦୁନିଆର ଲୋକମାନଙ୍କର ନିଚ୍ଚ ଧରଣର ଚିନ୍ତାଧାରା ସମ୍ପର୍କରେ ଜାଣିବାକୁ ମିଳିଥାଏ।ସେଥିପାଇଁ ଦୁନିଆ ପରିବର୍ତନ ହେବା ସହିତ ଲୋକମାନଙ୍କର ଚିନ୍ତା ଧାରାରେ ମଧ୍ୟ ଦିନକୁ ଦିନ ପରିବର୍ତ୍ତନ ହେବାରେ ଲାଗିଛି ଏବଂ ସେମାନଙ୍କ ଚିନ୍ତାଧାରା ଦିନକୁ ଦିନ ତଳକୁ ଖସିବାରେ ଲାଗିଛି ।ଏବେ ଦୁନିଆରେ ଅନେକ ଅଭାବନୀୟ ଘଟଣା ଦେଖିବାକୁ ମିଳୁଛି।କିଏ ସୁନା ଗହଣା ପାଇଁ ସ୍ବାମୀ କୁ ହ-ତ୍ୟା କରୁଛି ତ ଆଉ କିଆ ସମ୍ପତି ଲୋଭରେ କିଆ ଭାଇ ଭାଇ ସମ୍ପର୍କକୁ ଭୁଲି ହ-ତ୍ୟା କରିବାକୁ ପଛାଉ ନାହାଁନ୍ତି।
ତେଣୁ ଏହି ଦୁନିଆ ରେ କାହା ସହ କଣ ଘଟିବ ,ଆଉ କେଉଁ ମୁହୂର୍ତ୍ତ ରେ ଘଟିବ ତାହା କାହାକୁ ଜଣାନାହିଁ। ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ,କାରଣ ନିଜ ସ୍ଵାମୀ କୁ ନିଜ ସ୍ତ୍ରୀ ପନଖିରେ ହା-ଣି ଦେଇଛି ତାହା ପୁଣି ମୋବାଇଲ ପାଇଁ।ଏହି ଭଳି ଏକ ବିଚିତ୍ର ପ୍ରକାରର ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ପୁଇନ୍ତଲା ଥାନା ଅଧୀନସ୍ଥ କେଶରକେଲା ଗ୍ରାମରେ।ଯେଉଁଠି ସାମାନ୍ୟ ମୋବାଇଲ ପାଇଁ ସ୍ବାମୀ କୁ ପନଖି ରେ ହାଣି ଦେଇଛି ସ୍ତ୍ରୀ ଏବଂ ଗୁରୁତ୍ଵର ସ୍ବାମୀ ଙ୍କୁ ଭୀମଭୋଇ ହସ୍ପିଟାଲ କୁ ସ୍ଥାନତର କରାଯାଇଛି।
ଏବେ ତାଙ୍କର ସ୍ବାସ୍ଥ୍ୟ ବସ୍ତା ଠିକ୍ ରହିଛି କିନ୍ତୁ ଗଣେଶ୍ୱର ସୁନାଙ୍କ ସ୍ତ୍ରୀ ତାଙ୍କ ଚାରି ବର୍ଷ ର ପିଲାକୁ ଧରି ଫେରାର ଅଛନ୍ତି। ସୂଚନା ମୁତାବକ ଗଣେଶ୍ୱର ସୁନା ଛତିଶଗଡ ରେ ରହୁଥିବା ଇଶ୍ୱରୀ କୁମାର ଙ୍କୁ ବିବାହ କରିଥିଲେ ଏବଂ ତାଙ୍କର ଚାରି ବର୍ଷ ର ପିଲା ମଧ୍ୟ ଅଛି।ସଂସାରରେ ରହିଲେ ସ୍ବାମୀ ଏବଂ ସ୍ତ୍ରୀ ମଧ୍ୟ କଳି ଏବଂ ଝଗଡ଼ା ଲାଗିଥାଏ କିନ୍ତୁ ଏହାର ପରିଣାମ ଏମିତି ହେବା ତାହା କେହି ଭାବି ନାହାଁନ୍ତି।ତାଙ୍କ ସ୍ତ୍ରୀ ତାଙ୍କ ଉପରକୁ ତିନି ଥର ଆକ୍ରମଣ କରିଛନ୍ତି।ପ୍ରଥମେ ମୁଣ୍ଡରେ ,ପରେ ହାତ ଏବଂ ଛାତିରେ ଏବଂ ଶେଷରେ ତାଙ୍କ ପଛ ମୁଣ୍ଡରେ।
ଗଣେଶ୍ୱର କହିଛନ୍ତି ଯେ ତାଙ୍କ ସ୍ତ୍ରୀ ତାଙ୍କୁ ମୋବାଇଲ ମାଗିଥିଲେ କିନ୍ତୁ ଗଣେଶ୍ୱର ତାଙ୍କୁ ଦେବାକୁ ମନ କରିଥିଲେ କାରଣ ସେ ମାସିକ ରିଚର୍ଜ କରିନଥାନ୍ତି।ସେ କେବଳ କଲ ପାଇଁ ଅନଲିମିଟେଡ଼ ରିଚାର୍ଜ କରିଥାନ୍ତି ଏବଂ ଡାଟା ପାଇଁ ସେ ଲିମିଟେଡ କରିଥାନ୍ତି।ଯାହା ମାସକ ପାଇଁ ୬ ଜିବି ଡାଟା ପ୍ରଦାନ କରିଥାଏ।ସେଥିପାଇଁ ଗଣେଶ୍ୱର ତାଙ୍କୁ ମୋବାଇଲ ଦେବାକୁ ମନ କରିଥିଲେ ଏବଂ ସୋଇପଡ଼ିଥିଲେ।ସେତିକି ବେଳେ ତାଙ୍କ ସ୍ତ୍ରୀ ତାଙ୍କୁ ପନଖି ରେ ହା-ଣି ତାଙ୍କ ଚାରି ବର୍ଷର ପିଲାକୁ ଧରି ଫେରାର ହୋଇଯାଇଛି।ଏବେ ଏହାର ତଦନ୍ତ ଆରକ୍ଷୀ ଅଧିକାରୀ ଜାରି ରଖିଛି।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।