ସ୍ତ୍ରୀକୁ କହିଲା ଗୋପାଳ ମୁଁ ମା-ରି-ଛି ଆକୁ ତୁ ମା-ରି-ବୁ ତାକୁ I କାହିଁକି ଏମିତି କହିଲା ଗୋପାଳ ?ଜାଣନ୍ତୁ କଣ ରହିଛି କାରଣ?

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ସ୍ତ୍ରୀକୁ କହିଲା ଗୋପାଳ ମୁଁ ମା-ରି-ଛି ଆକୁ ତୁ ମା-ରି-ବୁ ତାକୁ I କାହିଁକି ଏମିତି କହିଲା ଗୋପାଳ ?ଜାଣନ୍ତୁ କଣ ରହିଛି କାରଣ?ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ।

 

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହ-ତ୍ୟା-କା-ରୀ ଅଭିଯୁକ୍ତ ବହିଷ୍କୃତ ଏଏସଆଇ ଗୋପାଳ ଦାସଙ୍କୁ ନେଇ ପୁଣି ଏକ ବଡ ଖବର ସାମ୍ନାକୁ ଆସିଛି । କୁହାଯାଉଛି କି ଏହାରି ଭିତରେ ଅଭିଯୁକ୍ତ ଗୋପାଳ ଦାସ୍ ଦୁଇ ଦୁଇ ଥର ଫୋନରେ କଥା ହେଇ ସାରିଲାଣି । ଜେ-ଲରେ ରହି ପରିବାର ଲୋକଙ୍କ ସହ କଥା ହେଉଛି ଗୋପାଳ । ଖୁସିରେ ଜୀବନ କାଟୁଛି । ଭାଇ ସହ ଖୁସିରେ ଭେଟ କରୁଛି । ପରିବାର ସହ ହସ୍ ମଜାରେ କଥା ହେଉଛି । ହଁ ସେହି ଗୋପାଳ ଯିଏ ପୂର୍ବତନ ସ୍ଵାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଅତି ନିକଟରୁ ନୃ-ଶଂ-ସ ଭାବେ ଗୁ-ଳି କରି ହ-ତ୍ୟା କରିଥିଲା। 

 

ବଡ ଭାଇଙ୍କ ସହ ମୁଲାକାତ ବେଳେ ଖୁସି ମନରେ କଥା ହେଉଥିଲା ଗୋପାଳ ଦାସ୍ । ଆଉ ଏହାରି ଭିତରେ ଏକ ବଡ ଖବର ସାମ୍ନାକୁ ଆସିଛି । ଏକ ବିଶେଷ ସୂତ୍ରରୁ ଜଣା ପଡ଼ିଛି କି ନବ ଦାସ ମୋବାଇଲରେ ନିଜ ପତ୍ନୀଙ୍କ ସହିତ କଥା ହେଉଥିଲେ ଖୁବ୍ ହସ ମଜାର ସହିତ। ଆଉ କଥା ହେବା ବେଳେ ଗୋପାଳ ଦାସ ସ୍ତ୍ରୀଙ୍କୁ କହିଛନ୍ତି କି ତୁମେ ଭଲକରି ପରିବାରର ଯତ୍ନ ନିଅ । ପିଲା ମାନଙ୍କ ପାଠ ପଢ଼ାରେ ଯେମିତି କିଛି ବି ଅସୁବିଧା ନହୁଏ । ଆଉ ଯଦି କିଛି ଅସୁବିଧା ହେଉଛି ତାହା ମୋତେ କୁହ । 

 

ଝିଅକୁ ମଧ୍ୟ ଗୋପାଳ ପଚାରୁଛି କି ପାଠ ପଢ଼ାରେ କିଛି ଅସୁବିଧା ହେଉ ନାହିଁ ତ । ହଁ ଆଜ୍ଞା ଏହାରି ଭିତରେ ଅଭିଯୁକ୍ତ ବହିଷ୍କୃତ ଏଏସଆଇ ଗୋପାଳ ଦାସ ଦୁଇ ଥର ତାଙ୍କ ପରିବାର ସହିତ କଥା ହୋଇ ସାରିଛି । ଆଉ ଏତିକି ବେଳେ ଗୋପାଳ ପରିବାର ଲୋକଙ୍କୁ ପଚାରିଛି କି କେହି କିଛି ହଇରାଣ କରିଛନ୍ତି କି । ଯଦି କେହି କିଛି ହଇରାଣ କରିଛି ମନେ ରଖ ମୁଁ ହେଉଛି ଗୋପାଳ ଦେଖିବ ସେ ମୋ ବଳ । ମୁଁ ମା-ରି-ଚି ୟାକୁ ତୁ ମା-ରି-ବୁ ତାକୁ । ଏମିତି କିଛି କଥା କୁଆଡେ ଗୋପାଳ ତା ସ୍ତ୍ରୀକୁ କହିଛି ବୋଲି ଯାହା ବିଶେଷ ସୂତ୍ରରୁ ଜଣା ପଡ଼ିଛି । 

 

ଏଠାରେ ଆମେ କହି ରଖିବାକୁ ଚାହୁଁଚୁ ଗୋପାଳ ଝାରସୁଗୁଡା ସବ ଜେ-ଲ୍ ରୁ କଟକ ଚୌଦ୍ଵାର ସର୍କଲ ଜେଲକୁ ଗତ ଫେବୃୟାରୀ ମାସ ୧୪ ତାରିଖରେ ଆସିଥିଲା । ସେବେଠାରୁ ସେ ସେଲ ନଂ ୩ ରେ ରହୁଛି । ଗି-ର-ଫ ହେବା ପରଠାରୁ ଗୋପାଳର ଭାଇ ବହୁତ୍ ଥର ଆସିଲେନି ଗୋପାଳଙ୍କୁ ସାକ୍ଷାତ କରିବା ପାଇଁ । ଆଉ ଭାଇ ସହ କଥା ହେବା ବେଳେ ଗୋପାଳ ବେଶ୍ ଖୁସି ଥିବାର ଲକ୍ଷ୍ୟ କରା ଯାଇଛି । ଆଉ ଏହାରି ଭିତରେ ଫୋନ୍ ରେ ସ୍ତ୍ରୀ ସହ ମଧ୍ୟ କଥା ହୋଇଛି ଗୋପାଳ ଯାହାକୁ ନେଇ ବିଭିନ୍ନ ଚର୍ଚ୍ଚା ଲାଗି ରହିଛି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *