ଫୁଣି 2 ଦିନ LOCKDOWN । ଜାଣନ୍ତୁ କାହିଁକି ? କଣ ପାଇଁ ? କେଉଁଠି ହେବ ଲକଡାଉନ ?

ଦୁଇ ଦିନ ହେବ LockDown । ଜାଣନ୍ତୁ କଣ ପାଇଁ କେଉଁଠି ହେବ 2 ଦିନ ଲକ ଡାଉନ। ଖବର ଟି କୁ ଆରମ୍ଭ ଶେଷ ପର୍ଯନ୍ତ ପଢନ୍ତୁ ଜାଣିପାରିବେ ସବୁ କିଛି ।

ଆଦିତ୍ୟ ଦୁବେ ନାମରେ ଜଣେ ୧୭ ବର୍ଷିୟ ଛାତ୍ର ବର୍ତ୍ତମାନ ସମୟ ରେ ଦିଲ୍ଲୀ ରେ ବାୟୁ ପ୍ର-ଦୂ-ଷ-ଣ ମାତ୍ରା ବୃଦ୍ଧି ପାଇଁ ଚିନ୍ତିତ ହୋଇ ଉକ୍ତ ପିଟିସସନ୍‌ ସୁପ୍ରିମ୍‌ କୋର୍ଟରେ ଦାଏର କରିଥିଲେ । ଆଜି ସୁ୍ରିମକୋର୍ଟରେ ରେ ସେହି ପିଟିସନ୍‌ ର ଶୁଣାଣି କରୁଥିଲେ ଭାରତର ପ୍ରଧାନ ବିଚାରପତି ଏନ୍‌ଭି ରମନା , ବିଚାରପତି ଡି.ୱାଇ. ଚନ୍ଦ୍ରଚୂଡ଼ ଏବଂ ସୂର୍ଯ୍ୟକାନ୍ତ ।

 

ତେବେ ଏହି ବିଷୟ ର ଶୁଣାଣି କରିବା ସମୟ ରେ ପ୍ରଧାନ ବିଚାରପତି ରମନା ଏହା କହିଛନ୍ତି ଯେ , ଦିଲ୍ଲୀ ରେ ବାୟୁ ପ୍ର-ଦୂ-ଷ-ଣ ଏତେ ଅଧିକ ହୋଇଗଲାଣି ଯେ ଆମେ ବର୍ତ୍ତମାନ ଘରେ ମଧ୍ୟ ମାସ୍କ ବ୍ୟବହାର କରୁଛୁ । ତୁଷାର ମେହେଟା ଯେ କି ସଲିସିଟର୍‌ ର ଜେନେରାଲ୍‌ ସେ ଏ ପ୍ରସଙ୍ଗ ଉପରେ ଯୁକ୍ତି ବାଢ଼ିଲେ  ଏବଂ ବର୍ତ୍ତମାନ ସମୟରେ ରାଜ୍ୟ, କେନ୍ଦ୍ର ଏବଂ ସମସ୍ତ ଏ-ଜେ-ନ୍ସି ଗୁଡ଼ିକ ନିଜ ନିଜର ସଂଗ୍ରାମରେ ଲାଗିଛନ୍ତି । ସମସ୍ତେ ଗ୍ରହଣ କରିଥିବା ପଦକ୍ଷେପ ସଂ-କ୍ରା-ନ୍ତ ରେ ସଂକ୍ଷିପ୍ତ ସାରାଂଶ ଫା-ଇ-ଲ୍‌ କରାଯାଇଛି । ସେମାନେ ଏହା ଯୁକ୍ତି କରି କହିଥିଲେ କି ,” ଏହି ପ୍ରଦୂଷଣ ର ମୁଖ୍ୟ ସ-ମ-ସ୍ୟା ହେଉଛି ନଡ଼ା ପୋଡ଼ି ପ୍ର-ଦୂ-ଷ-ଣ ।

 

 

ତେବେ ପ୍ରଧାନ ବିଚାରପତି ଏହି କଥା ର ଉତ୍ତର ରେ କହିଛନ୍ତି ଯେ , ଆପଣ ମାନେ ଯେଉଁ ଭଳି  କଥା କହୁଛନ୍ତି , ତାର ମାନେ କେବଳ କୃଷକ ମାନେ ହିଁ ଏହି ପ୍ର-ଦୂ-ଷ-ଣ ପାଇଁ ଦାୟୀ । କିନ୍ତୁ ଏହା ଆକଳନ ହୋଇଛି ଯେ ନଡ଼ାପୋଡ଼ିଜନିତ ପ୍ର-ଦୂ-ଷ-ଣ ର ମାତ୍ରା ହେଉଛି ମାତ୍ର ୪୦% । ତେବେ ଯାନବାହାନ ପ୍ର-ଦୂ-ଷ-ଣ ଏବଂ ବା-ଣ ଜନିତ ପ୍ର-ଦୂ-ଷ-ଣ ଏ ସବୁ କୁଆଡେ ଗଲା ତାହେଲେ । ଏହି ପରି କହିଛନ୍ତି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି । ତେବେ ଶେଷ ରେ  ,”ଦିଲ୍ଲୀ ବାୟୁ ପ୍ର-ଦୂ-ଷ-ଣ କୁ ତୁରନ୍ତ ନିୟନ୍ତ୍ରଣ କରିବା ପାଇଁ ବର୍ତ୍ତମାନ ଦୁଇ ଦିନ ଲକ୍‌ଡାଉନ୍‌ ଘୋଷଣା କରିବା ପାଇଁ ସୁପ୍ରିମ୍‌କୋର୍ଟ ର ପ୍ରଧାନ ବିଚାରପତି କହିଛନ୍ତି ।

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *