ମେଡିକାଲରେ ପଡ଼ିଛି ସ୍ଵାମୀ, ନିଜ ପ୍ରେମିକା ସହ ସ୍ତ୍ରୀ ହୋଇଗଲା ଫେରାର।

 

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ମେଡିକାଲରେ ପଡ଼ିଛି ସ୍ଵାମୀ, ନିଜ ପ୍ରେମିକା ସହ ସ୍ତ୍ରୀ ହୋଇଗଲା ଫେରାର।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

କଷ୍ଟରେ ଜଣେ ସ୍ଵାମୀ ଚିତ୍କାର କରି କହୁଛନ୍ତି ମୋ ଦେହ ଖରାପ ହେଲେ ମୋ ସ୍ତ୍ରୀ ମୋତେ ଛାଡି ଚାଲି ଯାଇଛି, ମୋତେ ଏମିତି ଅବସ୍ଥା ରେ ଛାଡି ମୋ ସ୍ତ୍ରୀ ତା ପ୍ରେମିକ ସହ ଫେରାର ହୋଇ ଯାଇଛି, ମୁଁ ଏବେ ଆଉ ବଞ୍ଚିବାକୁ ଚାହୁଁ ନାହିଁ କାହା ମୁହଁ ଚାହିଁ ମୁଁ ଏବେ ଆଉ ବଞ୍ଚିବି। ଡ଼ାକ୍ତରଖାନା ବେଡ୍ ରେ ଶୋଇ ଛାଟିପିଟି ହୋଇ ଏପରି କିଛି କହି ଯାଉଛନ୍ତି ସ୍ବାମୀ ଜଣକ, ହେଲେ ସ୍ତ୍ରୀ ସେପଟେ କିନ୍ତୁ ନିଜ ପ୍ରେମିକକୁ ବାହା ହୋଇ ବହୁତ ଖୁସି। 

 

ପ୍ରେମିକର ବେକରେ ଫୁଲମାଳ ପକାଇ ବାହା ମଧ୍ୟ ହୋଇ ଯାଇଛନ୍ତି ଦୁହେଁ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଜଳେଶ୍ଵର ବ୍ଲକ୍, ଗୋପିମୋହନପୁର ପଞ୍ଚାୟତ ଜମଉଜ ଗାଁ ରେ, ଡାକ୍ତରଖାନା ବେଡ୍ ରେ ମୃ-ତ୍ୟୁ ସହ ସଂଗ୍ରାମ କରୁଛି ସ୍ବାମୀ, ହେଲେ ସ୍ବାମୀ ର ଏହିଭଳି କଷ୍ଟକୁ ଦେଖି ପାରୁ ନାହିଁ ସ୍ତ୍ରୀ। ପ୍ରେମିକା ସହ ହସି ହସି ବେକରେ ଫୁଲମାଳ ପକାପକି ହୋଇ ବାହା ହୋଇ ଯାଉଛନ୍ତି।

 

ତମଉଜ ଗାଁ ର କୁଞ୍ଜ ବିହାରୀ ଦତ୍ତ ତିନି ବର୍ଷ ତଳେ ୨୦୨୦ ମସିହାରେ ବାଲିଆପାଳ ବ୍ଲକ ସୁନାରୁହୀ ଗାଁ ର ଦେବ କୁମାର ରଞ୍ଜିତ ଙ୍କ ବଡ ଝିଅ ଦୀପିକା ରାଣୀ ରଞ୍ଜିତାଙ୍କୁ ବୈଧିକ ରୀତିନୀତି ରେ ବିବାହ କରିଥିଲେ। ହେଲେ ବିବାହ ପୂର୍ବରୁ ଖରିଦା ଗାଁ ର କମଳାକାନ୍ତ ଜେନାଙ୍କୁ ଭଲପାଉଥିଲେ ଦୀପିକା ଯାହା ବାହାଘର ପରେ ମଧ୍ୟ ଦୁହେଁ ଦୁହିଁଙ୍କର ପ୍ରେମ ସମ୍ପର୍କ ଜାରି ରହିଥିଲା। ଆଉ ଏବେ ଯେତେବେଳେ ସ୍ବାମୀ ଡାକ୍ତରଖାନାରେ ପଡିଛି ସ୍ତ୍ରୀ ସେତିକି ବେଳେ  ତାର ପ୍ରେମିକ ସହ ଫେରାର ହୋଇ ଯାଇଛି।

 

ଜଣଙ୍କ ନାଁ ରେ ଯେତେବେଳେ ହାତରେ ଶଙ୍ଖା ଏବଂ ମଥାରେ ସିନ୍ଦୂର ପିନ୍ଧୁଥିଲା ସିଏ ଯେତେବେଳେ ଏବେ ହସ୍ପିଟାଲ ବେଡ୍ ରେ ମୃ-ତ୍ୟୁ ସହ ସଂଘର୍ଷ କରୁଛି ସେତେବେଳେ କିପରି ଜଣେ ସ୍ତ୍ରୀ ତାର ସ୍ବାମୀ କୁ ଛାଡି ଚାଲି ଯାଇ ପାରେ ତାହା ଆଶ୍ଚର୍ଯ୍ୟ କଥା ପାଲଟିଛି। ଦୀପିକାଙ୍କର ଏବଂ ତାଙ୍କ ସ୍ବାମୀ ଙ୍କର ଏକ ଝିଅ ସନ୍ତାନ ମଧ୍ୟ ରହିଛି, ଦୀପିକା ଏବେ ବାହା ହୋଇ ସାରିଥିବା ପରେ ନିଜ ସ୍ବାମୀଙ୍କୁ ଫୋନ୍ କରି କାନ୍ଦି ପକାଇଛନ୍ତି ଏବଂ କହିଛନ୍ତି ମୋତେ‌ ଭୁଲ୍ ହୋଇ ଯାଇଛି ଏବେ ମୁଁ ତୁମ ପାଖକୁ ଚାଲିଯିବି।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *