ସରକାର କଲେ ବଡ ଘୋଷଣା । ଆଜିଠାରୁ ଦେଶରେ ଲାଗୁ ହେଲା ଏହି ସବୁ ନୂଆ ନିୟମ…

 

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ସରକାର କଲେ ବଡ ଘୋଷଣା । ଆଜିଠାରୁ ଦେଶରେ ଲାଗୁ ହେଲା ଏହି ସବୁ ନୂଆ ନିୟମ।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ପୃଥିବୀ ଆ଼ଡକୁ ମାଡି ଆସୁଛି ବିଶାଳ ଆଷ୍ଟ୍ରୋରୟେଡ୍ ଏହାକୁ ନେଇ ନାଶା ତରଫରୁ ଆଲର୍ଟ ଜାରି କରିଲା। ପୃଥିବୀ ଭବିଷ୍ୟତକୁ ନେଇ ଭୟଙ୍କର ତଥ୍ୟ ଦେଇଛି ନାଶା । ଖୁବ୍ ଶୀଘ୍ର ପୃଥିବୀ ଆଡକୁ ଏକ ବିଶାଳ କାୟ ଏଷ୍ଟ୍ରୋରୟଡ ମାଡି ଆସୁଥିବା ନେଇ ବୈଜ୍ଞାନିକ ମାନେ ସୂଚନା ଦେଇଛନ୍ତି । ଏକ ବୃହତ୍ ଏଷ୍ଟ୍ରୋରୟଡ ପୃଥିବୀ ମୁହାଁ ହେଉଥିବା ନେଇ ନାଶା ପକ୍ଷ ରୁ ସୂଚନା ଦିଆଜାଇଛି।

 

ତେବେ ନାଶାର ବୈଜ୍ଞାନିକମାନେ ଏହା ଉପରେ ଲଗାତାର ଭାବେ ନଜର ରଖିଛନ୍ତି । ନାଶା ତରଫରୁ ମିଳିଥିବା ସୂଚନା ଅନୁସାରେ 2046 ମସିହା ରେ ଫେବୃଆରୀ 14 ତାରିଖ ରେ ଏକ ବିଶାଳ ଏଷ୍ଟ୍ରୋରୟଡ ପୃଥିବୀ ସହିତ ଧୋକା ହେବାର ସମ୍ଭାବନା ରହିଛି ।ତେବେ ବୈଜ୍ଞାନିକମାନେ ସୂଚନା ଦେଇଛନ୍ତି ଯେ ଏହା ପୃଥିବୀ ଉପରେ ଏତେ ବିପଦ ନାହିଁ।

 

ପରବର୍ତି ଖବର ଟି ହେଲା ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟରେ 5 ଟି ଜିଲ୍ଲାରେ ଘଡଘଡି ସହିତ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ରାଜ୍ୟରେ ହଠାତ୍ ବଦଳିଗଲା । ପାଣିପାଗ ପଞ୍ଚିମା ଝଡ ପ୍ରଭାବ ରେ ଉପକୂଳ ସମେତ ଆଭ୍ୟନ୍ତରଣିୟ ଜିଲ୍ଲା ମାନଙ୍କରେ ଆଜି ମେଘୁଆ ପାଗ ରହିଛି ।ସୁନ୍ଦରଗଡ , କେଉଁଝର , ଦେଓଗଡ , ମୟୁରଭଞୀ , ଏବଂ ବାଲେଶ୍ୱର କୁ ୟୋଲ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ । 

 

ଏହି 5 ଜିଲ୍ଲା ବିଭିନ୍ନ ସ୍ଥାନରେ ଘଡଘଡି ସହିତ ବର୍ଷା ହେବାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଭୁବନେଶ୍ୱର ଆକାଶ ମଧ୍ୟ ମେଘାଛନ୍ନ ରହିଛି ହେଲେ ବର୍ଷା ବିଶେଷ କରି 24 ଘଣ୍ଟା ପାଇଁ ଏହି 5 ଜିଲ୍ଲା ଯେଉଁଥିେରେ ସୁନ୍ଦରଗଡ , କେଉଁଝର , ଦେଓଗଡ , ମୟୁରଭଞୀ , ଏବଂ ବାଲେଶ୍ୱର ରହିଛି । ଏହା ସହିତ ଅନ୍ୟାନ୍ନ ଜିଲ୍ଲା ଗୁଡିକ ରହିଛି ଯେଉଁଠାରେ ମଧ୍ୟ ଏହି ପଶ୍ଚିମା ଝଡ ପ୍ରଭାବରେ ବର୍ଷା ହେବ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *