ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ନିଶା ଦେଇ ଭୁଲ କାମ କରିଛି, ମତେ କ୍ଷମା କରିଦିଅ । ଏ ପୁଅ ଭିଡିଓ କରନା, ଆରକ୍ଷୀ ଅଧିକାରୀକୁ ଡାକେନା।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆଜିକା ସମାଜରେ କେତେ କଣ ଘଟଣା ଘଟୁଛି ତାହା ବିଷୟରେ ଜାଣିଥିବେ ନିଶ୍ଚୟ ।ଦିନକୁ ଦିନ ଦୁନିଆରେ ଅନ୍ୟାୟ ଅନିତି,ଦୁ-ର୍ନୀ-ତି ଓ ଦୁ-ଷ୍କ-ର୍ମ ପରି ଅନେକ ଭ-ୟ-ଙ୍କ-ର କାଣ୍ଡ ଘଟୁଛି । ମଣିଷ ନିଜର କିଛି ସମୟର ଖୁସି ପାଇଁ ଆଖିରେ ଅନ୍ଧ ପୁଟୁଳି ବାନ୍ଧି ଦେଇଛି ଆଉ ସେହି ସମୟରେ ସେ କଣ କରୁଛି ନିଜେ ବି ଜାଣିପାରୁନି । ବର୍ତ୍ତମାନ ସମୟରେ ସେଭଳି ଏକ ଲାଜ୍ୟାଜନକ ଘଟଣା ସମ୍ନାକୁ ଆସିଛି ବାଲେଶ୍ବର ଜିଲ୍ଲା ନୀଳଗିରି ଥାନା ଅନ୍ତର୍ଗତ ବାଉଁଶବଣିଆ ପଞ୍ଚାୟତ ଅଞ୍ଚଳର କଥା ।
ଏହି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି।ସେତେ ବେଳେ ସେ କହୁଛି ଏ ପୁଅ ଭିଡ଼ିଓ କରୁଛୁ କି ଭିଡ଼ିଓ କର ନାହିଁ । ଏ ପୁଅ ଆରକ୍ଷୀ ଅଧିକାରୀକୁ ଡାକୁଛୁ କି ଆରକ୍ଷୀ ଅଧିକାରୀକୁ ଡାକ ନାହିଁ । ସବୁ ସମସ୍ୟା ର ସମାଧାନ ଏଇଠି ହୋଇଯିବ । ବନ୍ଧୁଗଣ ଆମେ କହୁଛୁ ବାଲେଶ୍ୱର ଜିଲ୍ଲା ନୀଳଗିିରି ଥାନା ଅନ୍ତର୍ଗତ ବଉଁଶ ବଣିଆ ପଞ୍ଚୟତ ଅଞ୍ଚଳର କଥା । ଯେଉଁ ଅଞ୍ଚଳରେ ଏକ ଅଭାବ ନିୟ ଘଟଣା ଘଟିଜାଇଛି ।ଜଣେ ଗରିବ ମହିଳାର ଅସହାୟତା ର ସୁଯୋଗ ଦେଇ ଜଣେ ଯୁବକ ତାଙ୍କୁ ନିଶା ଦେଇ ବ-ଳ-ତ୍କାର କରିଛି । ଏମିତି କିଛି ଅ-ଭି-ଯୋ-ଗ ଆସିଛି ବନ୍ଧୁଗଣ ।
ଏଠାରେ କହି ରଖିବାକୁ ଚାହିଁବୁ ମହିଳାଙ୍କ ସହିତ ଅଭିଯୁକ୍ତ ବିଶ୍ୱନାଥ ବେହେରା ଏକା କାମ କରନ୍ତି । ହଁ ବନ୍ଧୁଗଣ ଠିକାଦାର ଟିଏ କିଛି ମହିଳା ଙ୍କୁ ରଖି କାମ ଧନ୍ଦା ଯୋଗେଇଦିଏ । ସେହିଥି ପାଇଁ ମହିଳା ଜଣଙ୍କୁ କାମ ଦେବା ବାହାନା ଦେଇ ମହିଳା ଜଣଙ୍କୁ ବିଶ୍ୱନାଥ ମନ୍ଦିର କଡ କୁ ଡାକି ନେଇ ଜାଇ ଥିଲା । ଆଉ ସେଠି ତାକୁ ବ-ଳ-ତ୍କା-ର କରିଥିଲା । ସୂଚନା ଅନୁସାରେ, ଜୟପୁର ଅଞ୍ଚଳର ଠିକାଦାର ରାଜମିସ୍ତ୍ରୀ ଭାବେ କାମ କରୁଥିବା ଝାମ୍ପ ନାମକ ବ୍ୟକ୍ତି ଖନ୍ତାପଡ଼ା ଅଞ୍ଚଳର ଜଣେ ମହିଳାଙ୍କୁ କାମ ଦେବା ବାହାନାରେ ନେଇଥିଲେ ।
ମହିଳାଜଣକ କର୍ମନିଯୁକ୍ତି ପାଇଁ ଆସିବା ପରେ ଝାମ୍ପ ତାଙ୍କୁ ନିଶା ଦେଇ ବାରମ୍ବାର ଦୁ-ଷ୍କ-ର୍ମ କରିଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ମହିଳା ପରିବାର ପାଖରେ ଅଭିଯୋଗ କରିଥିଲେ । ଘଟଣା ସମ୍ପର୍କରେ ସମସ୍ତେ ଜାଣିବା ପରେ ସ୍ଥାନୀୟ ଅଞ୍ଚଳର ଲୋକମାନେ ଏକଜୁଟ ହୋଇ ଯୁବକଙ୍କୁ ଅଟକରଖି ନିର୍ଧୁମ ଛେଚିବା ସହ ନୀଳଗିରି ଥା-ନାକୁ ଖବର ଦେଇଥିଲେ । ଆରକ୍ଷୀ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ରାଜମିସ୍ତ୍ରୀଙ୍କୁ ଅଟକ ରଖିଛି । ତେବେ ଲୋକଙ୍କ ଆର୍ଥିକ ଦୁର୍ବଳତାର ଫାଇଦା ଉଠାଇ ରୋଜଗାର ଦେବା ବାହାନାରେ ଏମିତି କିଛି ବ୍ୟକ୍ତି ଉଦ୍ଦେଶ୍ୟ ମୂଳକ ଭାବେ ଏମିତି ଘୃଣ୍ୟ କାମ କରିବାକୁ ମଧ୍ୟ ପଛାଉନାହାନ୍ତି ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।