ଏହିସବୁ ଭୁଲ କରନ୍ତୁନି, ଆପଣଙ୍କ ଲିଭର ପାଇଁ ହୋଇପାରେ ବିପଦ।

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଏହିସବୁ ଭୁଲ କରନ୍ତୁନି, ଆପଣଙ୍କ କିଡନୀ ପାଇଁ ହୋଇପାରେ ବିପଦ।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ବର୍ତ୍ତମାନ ସମୟରେ ଅନେକ ପ୍ରକାର ରୋଗ ଏବଂ ସମସ୍ୟା ଦେଖାଦେଉଛି ଯାହା ପାଇଁ ଲୋକମାନେ ହଇରାଣ ହେଉଛନ୍ତି ଏବଂ ରୋଗର ନିରାକରଣ ପାଇଁ ବାଟ ନ ପାଇ ବହୁତ୍ ହଇରାଣ ହେଉଛନ୍ତି।ବର୍ତ୍ତମାନ ଲୋକମାନେ ଖାଦ୍ୟ ଆକାରରେ ଅନେକ ବିଷାକ୍ତ ବା କୀଟନାଶକ ପ୍ରୟୋଗ ହୋଇଥିବା ଖାଦ୍ୟ କୁ ଖାଉଛନ୍ତି। ଯାହା ପାଇଁ ଦେହରେ ଥିବା ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗ ଧୀରେ ଧୀରେ କ୍ଷତି ହେବା ଫଳରେ ଦେହ ଅସୁସ୍ଥ ହେଉଛି ଏବଂ ଅନେକ ସମସ୍ୟା ଦେଖାଦେଉଛି।

 

ଦୁନିଆ ପରିବର୍ତ୍ତନ ହେବା ସହ ଅନେକ ପ୍ରକାର ଜିନିଷ ସହ ଅନେକ ପ୍ରକାର ଖାଦ୍ୟ ମଧ୍ୟ ବାହାରୁଛି ଯାହାକୁ ଲୋକମାନେ ଖାଦ୍ୟ ଆକାରରେ ଗ୍ରହଣ କରୁଛନ୍ତି ଯାହା ପାଇଁ ଅନେକ ପ୍ରକାର ସମସ୍ୟା ଦେଖା ଦେଇଛି ଏବଂ ଶରୀର ରେ ଥିବା ଅଙ୍ଗ ଯାହାକୁ ଆମେ ଲିଭର ବୋଲି ଜାଣିଥାଉ ତାହା ଧୀରେ ଧୀରେ  ନଷ୍ଟ ହେବାକୁ ଲାଗିଥାଏ ଯାହା ପାଇଁ ଅନେକ ସମସ୍ୟା ଦେଖା ଦେଇଥାଏ।ସେହି ଭଳି ଆମ ଶରୀରର ମୂଲ୍ୟବାନ ଏବଂ ମହତ୍ତ୍ୱପୂର୍ଣ୍ଣ ଅଙ୍ଗ ଲିଭର ଯାହା ଆମ ଶରୀର କୁ ଖାଦ୍ୟ କିମ୍ବା ପାନୀୟ ଆକାରରେ ଯେଉଁ ବିଷାକ୍ତ ପଦାର୍ଥ  ପ୍ରବେଶ କରିଥାଏ।

 

 ତାହାକୁ ବିଶୁଦ୍ଧ କରି ଶରୀରର ସମସ୍ତ ଅଙ୍ଗ କୁ ପଠାଇଥାଏ।ତେଣୁ ଆମ ଶରୀରର ଅନ୍ତଃ ନିହିତ ଅଙ୍ଗ ଯକୃତ ଯାହା ଖରାପ ହୋଇଗଲେ ପୁଣି ଥରେ ଆପେ ଗଠିତ ହୋଇଥାଏ ଏବଂ ତାହା ପୂର୍ବ ଭଳି କାମ କରିଥାଏ କିନ୍ତୁ ପୂର୍ବ ଅଙ୍ଗ ଭଳି ହୋଇନଥାଏ।ତେଣୁ ଏହି ଅଙ୍ଗର ଯତ୍ନ ନେବା ଦରକାର କାରଣ ଏହା ବହୁତ ଗୁରୁତ୍ବପୁର୍ଣ   ହୋଇଥିବାରୁ ଏହାକୁ ଖରାପ କରିବା ଉଚିତ୍ ନୁହେଁ।ଏବେ ଲିଭର ରେ ଅନେକ ରୋଗ ସୃଷ୍ଟି ହେଉଛି ଯାହାକୁ ଲିଭର ସିରୋସିସ୍ ବୋଲି କୁହାଯାଉଛି।

 

ଏହା ପିଲାଠାରୁ ବୁଢ଼ା ସମସ୍ତଙ୍କ ପାଖରେ ଦେଖା ଦେଉଛି।ତେଣୁ ଆପଣମାନେ ଆଲକୋହୋଲ ସେବନ କରନ୍ତୁ ବା ନ କରନ୍ତୁ ଏହି ରୋଗ ସମସ୍ତଙ୍କ ପାଖରେ ,ପ୍ରାୟତଃ ୩୦ ପ୍ରତିଶତ ଲୋକଙ୍କ ପାଖରେ ଦେଖିବାକୁ ମିଳୁଛି।କିନ୍ତୁ ଯଦି ଆପଣମାନେ ଆଲକୋହୋଲ ସେବନ କରୁଛନ୍ତି ତାହେଲେ ଏହି ଅଭ୍ୟାସକୁ ଆପଣମାନେ ଛାଡ଼ିଦିଆନ୍ତୁ ନହେଲେ ଏହା ଭବିଷ୍ୟତରେ ବହୁତ ଅସୁବିଧା କରିପାରେ ଯାହା ପାଇଁ ଆପଣ ମାନଙ୍କ ପରିବାରରେ ଅନେକ ସମସ୍ୟା ଦେଖାଦେଇପାରେ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *