ପିଣ୍ଟୁ ନନ୍ଦଙ୍କ ଫୋଟ ସାମ୍ନାରେ ହାତ ଯୋଡ଼ି କ୍ଷମା ମାଗିଲେ ସ୍ତ୍ରୀ।

 

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ପିଣ୍ଟୁ ନନ୍ଦଙ୍କ ଫୋଟ ସାମ୍ନାରେ ହାତ ଯୋଡ଼ି କ୍ଷମା ମାଗିଲେ ସ୍ତ୍ରୀ।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ।

 

ବନ୍ଧୁଗଣ ଆଜି ଆମେ ଏମିତି ଏକ ଖବର ଆପଣଙ୍କ ସାମ୍ନାକୁ ନେଇ ଆସିଛୁ ଯାହାକୁ କି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବ। ଆପଣଙ୍କ ମାନଙ୍କୁ ସମସ୍ତଙ୍କୁ ପିନ୍ଟୁ ନନ୍ଦ ଙ୍କ ମୃ-ତ୍ୟୁ ଖବର ଜଣ ଥିବା। ଏହି କିଛିଦିନ ଆଗରୁ ତାଙ୍କର ଦଶାହ ହେଉଥିବା ସମୟରେ ତାଙ୍କ ପତ୍ନୀ ପିନ୍ଟୁ ଙ୍କ ଫୋଟ ଆଗରେ ହାତ ଯୋଡ଼ି କ୍ଷମା ମାଗିବାର ଦୃଶ୍ୟ ଲୋକେ ଦେଖିଛନ୍ତି। ଯାହାକି ଏବେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି।ପିଣ୍ଟୁଙ୍କ ଦେ-ହା-ନ୍ତ ପରେ ତାଙ୍କୁ ତାଙ୍କର ପରିବାର ବହୁତ ଝୁରି କାନ୍ଦୁଛନ୍ତି, ତାହା ସହିତ ତାଙ୍କୁ ତାଙ୍କର ଫିଲ୍ମ ଇଣ୍ଡଷ୍ଟ୍ରି ମଧ୍ୟ ବହୁତ ଝୁରୁଛି |

 

ପ୍ରିୟ ପିଣ୍ଟୁ ନନ୍ଦଙ୍କ ସ୍ତ୍ରୀ ପ୍ରତିଭା କିପରି ତାଙ୍କୁ ଝୁରି ପିଣ୍ଟୁ ନନ୍ଦଙ୍କ ଫୋଟୋ ସାମ୍ନାରେ ନିଜର ମନ କଥା କହି କାନ୍ଦୁଛନ୍ତି ସେ ବିଷୟରେ ସମ୍ପୂର୍ଣ କଥା ଜାଣିବା |ତେବେ ଆସନ୍ତୁ ଦର୍ଶକ ବନ୍ଧୁ ପ୍ରତିଭା କିପରି ନିଜର ମନ କଥା କହି କାନ୍ଦୁଛନ୍ତି ସେ ସମ୍ପୂର୍ଣ କଥା ଜାଣିବା |ପିଣ୍ଟୁ ନନ୍ଦ ଜଣେ ଭଲ କଳାକାର ବୋଲି ତାହା ସମସ୍ତେ ଜାଣନ୍ତି, ତାଙ୍କର ସୁନ୍ଦର ଅଭିନୟ ପାଇଁ ଦର୍ଶକ ତାଙ୍କୁ ନିଜ ମନରୁ ଭୁଲି ପାରୁନାହାନ୍ତି |ତାଙ୍କ ପରି କଳାକାର ଜଣେ ପାଇବା ପାଇଁ ଆଜି ସାରା ଓଡିଶା ଝୁରୁଛି, ପିଣ୍ଟୁ ନନ୍ଦ ତାଙ୍କର ସୁନ୍ଦର ଅଭିନୟ ମାଧ୍ୟମରେ କେତେବେଳେ ଦର୍ଶକ ମାନଙ୍କୁ ହସୁଥିଲେ ତ କେତେବେଳେ ଖଳ ନାୟକ ସାଜି ତାଙ୍କ ମନରେ ରାଗ ମଧ୍ୟ ଆସୁଥିଲା |

 

ପିଣ୍ଟୁ ନନ୍ଦଙ୍କ ପରି ଭଲ କଳାକାର ଆଊ ମିଳିବ ନାହିଁ, ପିଣ୍ଟୁ ନନ୍ଦ ନିଜେ ପ୍ରେମ ବିବାହ କରିଥିଲେ ପରେ ତାଙ୍କର ଦୁଇ ପୁତ୍ର ମଧ୍ୟ ହୋଇଥିଲା ତାଙ୍କ ସ୍ତ୍ରୀ ସହିତ ସେ ବହୁତ ଖୁସିରେ ଥିଲେ | ପରେ ପିଣ୍ଟୁ ନନ୍ଦ ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ଭୁଲ ବୁଝାମଣା ପାଇଁ ଦୁଇହିଁଙ୍କ ମଧ୍ୟରେ ଝଗଡା ହୋଇ ଡିଭର୍ସ ହୋଇ ଯାଇଥିଲା ସତ ମାତ୍ର ଦୁଇହିଁଙ୍କ ମଧ୍ୟରେ ଭଲ ପାଇବା କମିନଥିଲା |ଉଭୟ ଦୂରରେ ରହିଲେ ମଧ୍ୟ ଦୁହେଁ ଦୁହିଁଙ୍କୁ ବହୁତ ଭଲ ପାଉଥାନ୍ତି, ପିଣ୍ଟୁ କୁଆଡେ ଡିଭର୍ସ ପରେ ଅଧିକ ଡ୍ରିଂକ୍ସ କରିବା କାରଣରୁ ତାଙ୍କର ଲିଭର ସିରୋସିସ ରୋଗ ବଢିବା ସହିତ ସେ ଅଧିକ ଅସୁସ୍ଥ ହୋଇଗଲେ |

 

ପରେ ପିଣ୍ଟୁ ନନ୍ଦକୁ ଅଧିକ ଚିକିତ୍ସା ପାଇଁ ଦିଲ୍ଲୀ ନିଆ ଯାଇଥିଲା କିନ୍ତୁ ପିଣ୍ଟୁଙ୍କ ଜୀବନ ଡାକ୍ତର ବଞ୍ଚାଇ ପାରିଲେ ନାହିଁ।ବର୍ତମାନ ଦେଖିବାକୁ ମିଳିଛି ଯେ ପିଣ୍ଟୁ ନନ୍ଦଙ୍କ ଫୋଟୋ ପାଖରେ ତାଙ୍କର ସ୍ତ୍ରୀ ଓ ସାନ ପୁଅ ବସି କାନ୍ଦିବ ସହିତ ତାଙ୍କ ସ୍ତ୍ରୀଙ୍କୁ ଅନେକ ଲୋକ ଅନେକ କଥା କହି ନିନ୍ଦା କରୁଛନ୍ତି ବୋଲି କହିଛନ୍ତି ପ୍ରତିଭା |ସେ ନିଜ ସ୍ୱାମୀଙ୍କ ଫୋଟୋକୁ ଚାହିଁ ବହୁତ କାନ୍ଦିବା ସହିତ ନିଜର ମନରେ ଥିବା କୋହ ସେ ତାଙ୍କୁ କହୁଛନ୍ତି |

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *