ସୋସିଆଲ ମିଡିଆରେ ଭା-ଇ-ରା-ଲ ହେଲା ବବି ମିଶ୍ର ଓ ପିଣ୍ଟୁ ନନ୍ଦଙ୍କ ଶେଷ ଅଡିଓ କଲ୍।

 

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ସୋସିଆଲ ମିଡିଆରେ ଭା-ଇ-ରା-ଲ ହେଲା ବବି ମିଶ୍ର ଓ ପିଣ୍ଟୁ ନନ୍ଦଙ୍କ ଶେଷ ଅଡିଓ କଲ୍।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ପିଣ୍ଟୁ ନନ୍ଦ ସାରା ଓଡିଶା ସହିତ ସାରା ଭାରତରେ ଜଣେ ବହୁ ଚର୍ଚିତ କଳାକାର ଥିଲେ, ତାଙ୍କର ସୁନ୍ଦର ଅଭିନୟ ପାଇ ଆଜି ସାରା ଓଡିଶା ତାଙ୍କୁ ବହୁତ ଭଲ ପାଇବା ଦେଇଛନ୍ତି |ପିଣ୍ଟୁ ନନ୍ଦ ପ୍ରଥମେ ଓଡ଼ିଆ ଇଣ୍ଡଷ୍ଟ୍ରିରେ ଆଲବମରେ କାମ କରିଥିଲେ ପରେ ସେ ତାଙ୍କର ସୁନ୍ଦର ଆଲବମ ପାଇ ସାରା ଓଡ଼ିଶାରେ ସେ ବହୁତ ପରିଚିତ ହୋଇଗଲେ |ପରେ ପିଣ୍ଟୁ ନନ୍ଦକୁ ଅନେକ କ୍ଷେତ୍ରରେ ଅଭିନୟ କରିବାର ଚାନ୍ସ ମିଳିଥିଲା ଆଊ ସେ ଏହା ସହିତ ଓଡ଼ିଆ ସିନେମା ଜଗତରେ ମଧ୍ୟ ପ୍ରାୟ ପଚାଶରୁ ଅଧିକ ଫିଲ୍ମ କରି ଆଜି ପ୍ରଯ୍ୟନ୍ତ ଲୋକଙ୍କ ମନରେ ଘର କରି ରହିଛନ୍ତି |

 

ପିଣ୍ଟୁ ନନ୍ଦ ନିଜର ଲିଭର ଜନିତ ସମସ୍ୟାରେ ଯେତେବେଳେ ପୀଡିତ ହେଲେ ସେତେବେଳେ ସେ ପ୍ରଥମେ ଭୁବନେଶ୍ୱର କିମ୍ସ ହସ୍ପିଟାଲରେ ଚିକିତ୍ସା ହେଉଥିଲେ |ପରେ ସେ ଅଧିକ ଚିକିତ୍ସା ପାଇ ଦିଲ୍ଲୀ ଯାଇଥିଲା ମାତ୍ର ପିଣ୍ଟୁଙ୍କ ଲିଭର ଟ୍ରାନ୍ସପୋର୍ଟ ପାଇ ତାଙ୍କୁ ଦିଲ୍ଲୀରୁ ହାଇଦ୍ରାବାଦ ହସ୍ପିଟାଲ ଯିବାର ପ୍ଲାନ ରହିଥିଲା |ଯେଉଁଥିରେ ବର୍ତମାନ ଭା-ଇ-ରା-ଲ ହେଉଥିବା ପିଣ୍ଟୁ ଆଊ ବବି ମିଶ୍ରଙ୍କ ଅଡିଓ ରେକଡ଼ରୁ ଶୁଣିବାକୁ ମିଳିଛି |ବବି ମିଶ୍ର ପିଣ୍ଟୁ ନିଜର ଦେହ ବିଷୟରେ ପଚାରିବା ସହିତ ତାଙ୍କୁ ଦିଲ୍ଲୀ ଠାରୁ ଅଧିକ ଭଲ ଚିକିତ୍ସା ହାଇଦ୍ରାବାଦର ଯଶୋଦା ହସ୍ପିଟାଲରୁ ମିଳିବ ବୋଲି କହିଛନ୍ତି |

 

କିନ୍ତୁ ତାହାରି ଭିତରେ ଏକ ବିରାଟ ଗୁମର ଏବେ ସାମ୍ନାକୁ ଆସିଛି। ପିଣ୍ଟୁ ନନ୍ଦ ଏବଂ ବବି ମିଶ୍ରଙ୍କ ଏକ ଅଡିଓ କଲ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।ବବି ମିଶ୍ର ପିଣ୍ଟୁ ନନ୍ଦଙ୍କୁ କହୁଛନ୍ତି ଯୋଷଦା ହସ୍ପିଟାଲ ସହ ରିତୁ କଥା ହେଉଛନ୍ତି ଆଉ ଡକ୍ଟର କହିଛନ୍ତି ଲିଭର୍ ଟ୍ରାନସପ୍ଲାଣ୍ଟ ଏତେ ଜଲଦି ହୁଏନାହିଁ। ଲିଭର୍ ଖରାପ ହେଇଚି କି ନାହିଁ ଜାଣିବା ପାଇଁ ୫୦୦ଟି ଟେଷ୍ଟ ହେବ,୭୦୦୦୦ ହଜାର ଟଙ୍କା ପାଖା ପାଖି ଖର୍ଚ୍ଚ ହେବ।ଟେଷ୍ଟ ପରେ ଜଣାପଡିବ ମେଡିସିନ ଦ୍ଵାରା ଭଲ ହେବ କି ନାହିଁ। ଲିଭର୍ ଟ୍ରାନସପ୍ଲାଣ୍ଟ ପାଇଁ ୧୮ରୁ ୨୦ ଲକ୍ଷ୍ୟ ଟଙ୍କା ଖର୍ଚ୍ଚ ହେବ। ଲିଭର୍ କିଣିଲେ ୪ରୁ ୫ ଲକ୍ଷ ଟଙ୍କା ପଡିବ ବୋଲି ବବି ମିଶ୍ର କହିଛନ୍ତି।

 

ସେହି ସମୟରେ ପିଣ୍ଟୁ ନନ୍ଦଙ୍କୁ ର-କ୍ତ ବାନ୍ତି ସହ କଳା ଝାଡ଼ା ମଧ୍ୟ ହେଉଥିଲା। ବବି ମିଶ୍ର କହିଛନ୍ତି ପିନ୍ତୁଙ୍କୁ ୭୦% ଲୋକଙ୍କ ଏହିରୋଗ ମେଡିସିନ ରେ ଭଲ ହୁଏ।କିମ୍ସ ରିପୋର୍ଟ ଅନୁସାରେ ପିଣ୍ଟୁ ନନ୍ଦଙ୍କ ଟେଷ୍ଟ ରିପୋର୍ଟରେ ଆଲକହଲ ସିରୋସିସ୍ ହେଇଛି ବୋଲି ବବି ମିଶ୍ର କହିଛନ୍ତି।ଧରମେସ କାପୂର୍ ଯୋଷୋଡା ହସ୍ପିଟାଲର ଡକ୍ଟର ଲିଭର୍ ଟ୍ରାନସପ୍ଲାଣ୍ଟ ପାଇଁ ୧୮ରୁ ୨୦ ଲକ୍ଷ ନେବେ ବୋଲି ବବି ମିଶ୍ର ପିଣ୍ଟୁ ନନ୍ଦଙ୍କୁ କଲରେ କହୁଥିବାର ଶୁଣିବାକୁ ମିଳିଛି।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *