ଆଖୁ କିଆରୀରେ ଧରାପଡ଼ିଲେ ପ୍ରେମିଯୁଗଳ | ଏମିତି ଅବସ୍ଥାରେ…

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଆଖୁ କିଆରୀ ରେ ଧରା ପଡ଼ିଲେ ପ୍ରେମୀ ଯୁଗଳ। ଆସନ୍ତୁ ଜାଣିବା ସଂପୂର୍ଣ୍ଣ ଖବର ସମ୍ପର୍କରେ।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ବନ୍ଧୁଗଣ ଆଜିକାଲି ଦୁନିଆ ସବୁକିଛି ବଦଳି ଯାଇଛି। ବାପା ମା ମାନେ ପୁଅ ଝିଅଙ୍କ ଉପରେ ଭରସା ରଖିଥାନ୍ତି କିନ୍ତୁ ପୁଅ ଝିଅ ମାନେ ସିଏ ଭରସାକୁ ନିଜ ଦେହ ସୁଖ ମେଣ୍ଟାଇବା ପାଇଁ ଭାଙ୍ଗି ଦେଇଥାନ୍ତି।ଆଜିକାଲି ଅନେକ ପ୍ରକାରର ବାଟ ରହିଛି।ସହରରେ ଜାଗା ଜାଗାରେ ଓୟୋ କିମ୍ବା ହୋଟେଲ ରହିଛି।ସରକାର ଏହାକୁ ନେଇ କିଛି ନିୟମ ମଧ୍ୟ କରିନାହାନ୍ତି।

 

ତେବେ ଯେଉଁ ପୁଅ ଝିଅ ନିଜ ଦେହ ସୁଖ ମେଣ୍ଟାଇବା ନିମନ୍ତେ ନିରୋଳା ସ୍ଥାନ କିମ୍ବା ଜଙ୍ଗଲ କୁ ଯାଇଥାନ୍ତି ସମୟ ସମୟରେ ସେମାନେ ହଟହଟା ହୋଇଥାନ୍ତି। ଏପରି ଅନେକ ଖବର ଶୁଣିବାକୁ ମିଳିଥାଏ।କିନ୍ତୁ ଆଜି ଆମେ ଆପଣ ଙ୍କୁ ଯିଏ ଅସଂଜତ ଅବସ୍ଥା ରେ ଆଖୁ କିଆରୀ ରେ ଧରା ପଡିଛନ୍ତି।ଆସନ୍ତୁ ଜାଣିବା ଏ ସମ୍ପର୍କ ରେ।ପାଠକ ବନ୍ଧୁ ଆପଣ ମାନେ ନିହାତି କେବେ ନା କେବେ ଶୁଣି ଥିବେ ଯୁବକ ଯୁବତୀ ଅସଂଜତ ଅବସ୍ଥାରେ ଜଙ୍ଗଲ ରୁ ଧରା ପଡ଼ିବ କଥା।

 

କିନ୍ତୁ ବର୍ତ୍ତମାନ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଠାରେ ଏକ ଆଖୁ କିଆରୀ ରେ ଯୁବକ ଯୁବତୀ ଧରା ପଡିଛନ୍ତି। ଯାହା ଏବେ ପୁରା ଭା-ଇ-ରା-ଲ ହେବାରେ ଲାଗିଛି।କଥା ଟି ଏପରି ଆଖୁ କିଆରୀର ମାଲିକ ନିଜ କିଆରୀକୁ ଆସିଥିବା ବେଳେ କିଛି ଶବ୍ଦ ଶୁଣିଥିଲେ।ଯାହା ଫଳ ରେ କିଏ ତାଙ୍କ କିଆରୀ ରେ ପଶି ଯାଇଥିବା କଥା ଭାବି ଭିତରକୁ ଗଲା ବେଳକୁ ଏକ ପ୍ରେମିଯୁଗଲଙ୍କୁ ଅସଂଜତ ଅବସ୍ଥା ରେ ଦେଖିଥିଲେ।

 

ତେବେ ସେ ସେମାନଙ୍କୁ ଏଥି ଏପରି କ’ଣ ପାଇଁ କରୁଛନ୍ତି ବୋଲି ପ୍ରଶ୍ନ କରିବାରୁ ଝିଅଟି ସେ ପୁଅ କୁ ଏଠିକି ଡାକିଥିବା କଥା କହୁଛି।ଭିଡିଓଟିରେ ଝିଅ ଟି କହୁଛି ଆଉ କିଛି ଦିନ ପରେ ତାଙ୍କର ବାହାଘର ହେବାର ଅଛି।ସେ ତେଣୁ ପୁଅ କୁ ଏଠାକୁ ଡାକିଥିଲା।ପୁଅ ଟି ମଧ୍ୟ ସେଇ କଥା ଟି କହୁଛି।ଏପରି କଥା କୁ ମାଲିକ ଜଣକ ଭିଡିଓ କରି ଭା-ଇ-ର-ଲ କରିଦେଇଛନ୍ତି।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *