ନାବାଳିକା ଝିଅକୁ ଖାଇବା ବାହାନାରେ ଡାକି ଦୁ-ଷ୍କ-ର୍ମ କଲା ୪୦ ବର୍ଷୀୟ ବୁଢ଼ା ।

 

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ନାବାଳିକା ଝିଅକୁ ଖାଇବା ବାହାନାରେ ଡାକି ଦୁ-ଷ୍କ-ର୍ମ କଲା ୪୦ ବର୍ଷୀୟ ବୁଢ଼ା ।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ବନ୍ଧୁଗଣ ଆଜିକା ସମାଜରେ କେତେ କଣ ଘଟଣା ଘଟୁଛି ତାହା ବିଷୟରେ ଜାଣିଥିବେ ନିଶ୍ଚୟ । ସୋସିଆଲ ମିଡ଼ିଆ ଦ୍ଵାରା ହିଁ ଆମେ ଅନେକ ଘଟଣା ବିଷୟରେ ସୂଚନା ପାଉଛେ । ଆଉ ଏମିତି କିଛି ଘଟଣା ଏବେ ସମାଜରେ ଘଟୁଛି ଯାହା ନି-ନ୍ଦ-ନୀ-ୟ ଅଟେ । ଲୋକମାନେ ଏମିତି ନି-ନ୍ଦ-ନୀ-ୟ କାମ କରୁଛନ୍ତି ଯାହା ଏହି ସମାଜ ଉପରେ ଖରାପ ପ୍ରଭାବ ପକାଉଛି । ବର୍ତ୍ତମାନ ଆମ ସମାଜରେ ପ୍ରତିଦିନ ଏମିତି ଘଟଣା ଗୁଡିକ ଘଟିବାର ଲାଗୁଛି ଯାହାକୁ ଶୁଣିବା ପରେ ଦେହ ଶୀତେଇ ଉଠୁଛି । ମଣିଷ ଆଜି ଯେତିକି ଶିକ୍ଷିତ ହେଉଛ ସେ ସେତିକି ତଳକୁ ତଳକୁ ଖସି ଯାଉଛି । 

 

ଭୁବନେଶ୍ୱର ମଞ୍ଚେଶ୍ୱର ଥା-ନା ଅଞ୍ଚଳ ଏକ ବସ୍ତିରେ ଜଣେ ୯ ବର୍ଷର ନାବାଳିକାଙ୍କୁ ଦୁ-ଷ୍କ-ର୍ମ ହୋଇଥିବା ନେଇ ଅଭିଯୋଗ ହୋଇଛି । ଏନେଇ ନାବାଳିକାଙ୍କ ପରିବାର ଲୋକେ ଥା-ନାରେ ଅଭିଯୋଗ କରିଛନ୍ତି । ଆରକ୍ଷୀ ଅଧିକ୍ଷକ ଅଭିଯୁକ୍ତଙ୍କୁ ଅଟକ ରଖିଥିବା ସହ ନାବାଳିକାଙ୍କୁ ଡାକ୍ତରୀମାଇନା ପାଇଁ ପଠାଇଛି । ତେବେ ଜଣେ ୯ ବର୍ଷର ନାବାଳିକାଙ୍କ ସହ ଏଭଳି ଜଘନ୍ୟ କାଣ୍ଡ ଦୁ-ବୃ-ତ୍ତ ଜଣଙ୍କ କିଭଳି ଘଟାଇଥିଲା । ଆରକ୍ଷୀ ଅଧିକାରୀ ତା ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ସ୍ଥାନୀୟ ଲୋକ ଦାବି କରିଛନ୍ତି ।  

 

ତେବେ ଆରକ୍ଷୀ ଅଧିକାରୀଙ୍କ କହିବା ଅନୁସାରେ ନାବାଳିକାଙ୍କ ପରିବାର ଲୋକେ ପ୍ରାୟ ୩ ମାସ ହେବ ଉକ୍ତ ବସ୍ତିରେ ଭଡାରେ ରହୁଥିଲେ । ତାଙ୍କ ବାପା ମଜୁରିଆ ଭାବେ କାମ କରନ୍ତି । ଦୁ-ବୃ-ତ୍ତ ଜଣଙ୍କ ନାମ ଯୁଧିଷ୍ଠିର ଅଟେ ଯିଏକି ତାଙ୍କ ପଡୋଶୀ ଅଟନ୍ତି । ତାଙ୍କ ଘରେ କେହି ନ ଥିଲା ବେଳେ ଦୁ-ବୃ-ତ୍ତ ଜଣଙ୍କ ତାଙ୍କ ଘରକୁ ଯାଇଥିଲେ । ସୋମବାର ରାତିରେ ଝିଅଟି ଘର ବାହାରେ ଖେଳୁଥିବା ବେଳେ ପଡ଼ୋଶୀ ଅଭିଯୁକ୍ତ ଯୁଧିଷ୍ଠିର ମୁଢି ଖାଇବାକୁ କହି ଡାକି ନେଇଥିଲା । 

 

ସେଠାରେ ଛୋଟ ପିଲାଟିକୁ ଏକୁଟିଆ ପାଇ ଦୁ-ଷ୍କ-ର୍ମ କରିଥିଲେ । ଦୁ-ବୃ-ତ୍ତ ଜଣେ ବିବାହିତ । ତାଙ୍କ ବୟସ ୪୦ରୁ ଅଧିକ । ସେ ୱେଲ୍‌ଡିଂ ମିସ୍ତ୍ରୀ ଭାବେ କାମ କରନ୍ତି । ପିଲଟିକୁ ଦେଖି ସେ କାମାନ୍ଧ ହୋଇଯାଇଥିଲା । ଶେଷରେ ଛୋଟ ପିଲାଟିର ଜୀବନ ନଷ୍ଟ କରିବାକୁ ପଛାଇ ନ ଥିଲା ଭଳି ଘୃଣ୍ୟ କାମ କରିଥିଲା । ତେବେ ପରିବାର ଲୋକଙ୍କୁ ପାଖରେ ପାଇବା ପରେ ପିଲାଟି ସବୁକଥା କହିଥିଲା । ଏହା ଜାଣିବା ପରେ ପରିବାର ଲୋକଙ୍କ ପାଦ ତଳୁ ମାଟି ଖସି ଯାଇଥିଲା । ପରିବାରଲୋକେ ଥା-ନାରେ ଏସମ୍ପର୍କରେ ଅଭିଯୋଗ କରିଥିଲେ । ମଞ୍ଚେଶ୍ୱର ଆରକ୍ଷୀ ଅଧିକାରୀ ସମ୍ପୃକ୍ତ ନାବାଳିକାଙ୍କୁ ଡାକ୍ତରୀ ମାଇନା କରାଇବା ସହ ଅଭିଯୁକ୍ତଙ୍କୁ ଅଟକ ରଖି ତଦନ୍ତ ଚଳାଇଛି।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *