ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,IG ପାର୍କରେ ଲାଗିଲା ଧାରା ୧୪୪, ଭିତରେ ବସିବା ପାଇଁ ଲୋକଙ୍କୁ କରୁଛନ୍ତି ମନା।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଗତ କାଲି ରାଜ୍ୟ ବ୍ୟାପି ଡ୍ରାଇଭର ସଂଘ ଷ୍ଟେରିଙ୍ଗ ଚାଦ ଆନ୍ଦୋଳନ କରିଥିଲେ ଯାହା ପାଇଁ କାଲି ରାଜ୍ୟ ବ୍ୟାପୀ ବସ ସେବା ଉପଲବ୍ଧ ହୋଇନଥିଲା ଯାହା ପାଇଁ କିଛି ଲୋକ ନିଜ କାର୍ଯ୍ୟରେ ବାଧା ପ୍ରାପ୍ତ ହୋଇଛନ୍ତି କାରଣ ଏହି ଆନ୍ଦୋଳନ ପାଇଁ କାଲି କୌଣଷି ସ୍ଥାନରେ ବସ ସେବା ଉପଲବ୍ଧ ନଥିଲା।ତେଣୁ ବସ ମାଲିକ ମାନେ ଆନ୍ଦୋଳନ କରିଥିବା ଦ୍ଵାରା କିଛି ଲୋକ ଯେମିତି ରୋଗୀ , ଶିକ୍ଷକ ଙ୍କ ଭଳି ଅନେକ ଲୋକ ଯିବା ଆସିବା ରେ ଅସୁବିଧାର ସମ୍ମୁଖିନ ହୋଇଥିଲେ ଯାହା ପାଇଁ ଅନେକ ଲୋକ ଅନେକ ସ୍ଥାନରେ ବସି ସମୟ ବିତାଉଥିଲେ।
କାଲି ବିଧାନସଭା ନିକଟରେ ଥିବା ଆଇଜି ପାର୍କ ରେ ଲୋକମାନେ ବସିଥିବାର ଦେଖିବାକୁ ମିଳିଥିଲା।ବିଧାନ ସଭାରେ ଡ଼୍ରାଇଭର ମାନଙ୍କ ବିଷୟରେ ଏଥି ନେଇ ଆଲୋଚନା ହେଉଥିଲା ।ଏଥିରେ କିଛି ଅସୁବିଧା ନ ହେଉ ସେଥି ପ୍ରତି ଦୃଷ୍ଟି ଦେଇ ଆଇଜି ପାର୍କ ରେ ଥିବା ସମସ୍ତ ଲୋକଙ୍କୁ ବାହାର କରିଦିଆଯାଇଥିଲା। ଏହି କାର୍ଯ୍ୟ ଏହାକୁ ଆଖିରେ ରଖି କରାଯାଇଥିଲା କି ବିଧାନସଭାରେ ଚାଲିଥିବା ଆଲୋଚନା ରେ ଯେମିତି କିଛି ଅସୁବିଧା ନ ହେଉ କାରଣ ଡ଼୍ରାଇଭର ସଂଘ ମିଶି କରି ଯେଉଁ ଷ୍ଟ୍ରାଇକ କରିଥିଲେ ଯାହା ପାଇଁ ବିଧାନ ସଭା ଗୃହରେ ଆଲୋଚନା ହେଉଥିଲା।
ଯେଉଁ ସବୁ ଷ୍ଟ୍ରାଇକ ଅନୁଷ୍ଠିତ ହୋଇଥାଏ ସେଠାରେ ଜାଗା ଧାର୍ଯ୍ୟ ନଥାଏ।ଯେଉଁଠି ଭଲ ଲାଗେ ଏବଂ ଯେଉଁଠି ଲୋକଙ୍କ ସମାବେଶ ଲାଗିରହେ ସେହି ସ୍ଥାନକୁ ସେମାନେ ବାଛିଥନ୍ତି।ତେଣୁ ସେମାନେ ଆଇଜି ପାର୍କ କୁ ନ ବାଛନ୍ତି ତାହାକୁ ଦୃଷ୍ଟିରେ ରଖି ଆଇଜି ପାର୍କ କୁ ବନ୍ଦ କରିଦିଆଯାଇଛି।ତେଣୁ ଆଇଜି ପାର୍କ ରେ ୧୪୪ ଧାରା ଲାଗୁ କରାଯାଇଛି।ସେମାନେ ନିଜର ବୈଠକ କରିବା ପାଇଁ ଆଇଜି ପାର୍କ କୁ ସ୍ଥିର କରିଥିଲେ କିନ୍ତୁ ସେଠାକାର ସିକୁରିଟୀ ଆସି ସେମାନଙ୍କୁ ସେଠାରୁ ବାହାରିବା ପାଇଁ କହିଥିଲେ ଏବଂ କହିଥିଲେ ୧୦ ତା ବେଳକୁ ଗେଟ ବନ୍ଦ ହୋଇଯିବ ତେଣୁ ୧୦ ଟା ପୂର୍ବରୁ ସମସ୍ତେ ସେଠାରୁ ବହାରିଯିବେ ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।