ମିଡ଼ିଆ ଆଗରେ ନିଜ ଲାଇଫର ସିକ୍ରେଟ କହିଲେ ଅଭିନେତ୍ରୀ ଉଷାସୀ ମିଶ୍ର।

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ମିଡ଼ିଆ ଆଗରେ ନିଜ ଲାଇଫର ସିକ୍ରେଟ କହିଲେ ଅଭିନେତ୍ରୀ ଉଷାସୀ ମିଶ୍ର।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା ଅଭିନେତ୍ରୀ ଉଷସି ମିଶ୍ର ଯିଏ ନିଜ ଭଲ ଅଭିନୟ ବଳରେ ସମସ୍ତଙ୍କର ପରିଚିତ ହୋଇପାରିଛନ୍ତି । ସେ ଆଜି ମିଡିଆ ମାଧ୍ୟମରେ ତାଙ୍କ ସହ ୫  ରୁ ୬ ବର୍ଷ ପୂର୍ବରୁ ହୋଇଥିବା ଘଟଣା ସମ୍ବନ୍ଧରେ କହିଥିଲେ ଯାହା ପାଇଁ ସେ ଚଳଚ୍ଚିତ୍ର ଜଗତରୁ ଯାତ୍ରା ଜଗତକୁ ଆସିଥିଲେ । ତାଙ୍କର ସୁନ୍ଦର ଅଭିନୟ ପାଇଁ ତାଙ୍କୁ ବହୁତ ସାରା ଭଲ ପାଇବା ମଧ୍ୟ ମିଳିଥାଏ |ଉଷାସ ମିଶ୍ର ଓଡ଼ିଆ ସିନେମା ଜଗତରେ ଅନେକ ସୁନ୍ଦର ଫିଲ୍ମ କରିଛନ୍ତି ଏହା ସହିତ ସେ କିଛି ଦିନ ଯାତ୍ରା ଜଗତରେ ମଧ୍ୟ ଅଭିନୟ କରୁଥିବାର ଦେଖିବାକୁ ମିଳିଛି |

 

ପରେ କିଛି କାରଣ ପାଇଁ ସେ ଯାତ୍ରା ଜଗତରେ ମଧ୍ୟ ଅଭିନୟ କରିବା ବନ୍ଦ କରିଛନ୍ତି |ଉଷାସ ମିଶ୍ର ବିବାହ କରିଥିବାର ଆପଣ ଜାଣିଛନ୍ତି ସେ ବିବାହ କରିଥିଲେ ପୁଣି ସେ ଯାହାଙ୍କୁ ବିବାହ କରିଥିଲେ ତାଙ୍କୁ ଭଲପାଇ ବିବାହ କରିଥିଲେ, ପରେ ତାଙ୍କର ଉଭୟ ମଧ୍ୟରେ ଦୀର୍ଘ ଚାରି ବର୍ଷ ରହିବା ପରେ ମତାନ୍ତର ଦେଖିବାକୁ ମିଳିଥିଲା |ତେଣୁ ଉଭୟ ସ୍ୱାମୀ ସ୍ତ୍ରୀ ଅଲଗା ରହିବାର ନିଷ୍ପତି ନେଇଥିଲେ କିନ୍ତୁ ତାଙ୍କ ଭିତରେ କୌଣସି ଝଗଡା କି ମାଲି ମ-କ-ର୍ଦ-ମା ଚାଲି ନଥିଲା | ପରେ ଦୀର୍ଘ ଦଶ ବର୍ଷ ଉଭୟ ଅଲଗା ରହିବା ପରେ ଦୁହେଁ ଆଇନ ଅନୁସାରେ ଛାଡ଼ପତ୍ର ମଧ୍ୟ ନେଇଥିଲେ, ଉଷାସ ମିଶ୍ର ଜଣେ ଭଲ ଝିଅ ମାତ୍ର ସେ ଅଧିକ ସମୟ ଛୋଟ ଛୋଟ କଥାରେ ରାଗିଯାଆନ୍ତି ବୋଲି କହିଛନ୍ତି |

 

ଉଷଶି ମିଶ୍ରଙ୍କୁ ମିଡିଆ ମାଧ୍ୟମରେ ପଚରା ଯାଇଥିଲା କି ସେ କେବେ କାଷ୍ଟିଂ କାଉଚ୍ଚର ସାମ୍ନା ହୋଇଛନ୍ତି କି ?ସେ ତାହା ତାଙ୍କୁ କହିପାରିବିନି ବୋଲି କହିଥିଲେ ଯାହା ଦ୍ଵାରା ସେ ଏହି ବିଷୟରେ ସେ ତାଙ୍କ ବାପାଙ୍କ ସହ କଥା ହୋଇଥିଲେ ଏବଂ ସେ ବିଷୟରେ ଜାଣିବା ପରେ ସେ ଯାଇ ସେହି ଲୋକର ଅଫିସ ରେ ସମସ୍ତଙ୍କ ଆଗରେ ତାଙ୍କୁ ଚାପୁଡ଼ା ମା-ରିଥିଲେ ଯାହା ଫଳରେ ସେହି ଦିନଟି ତାଙ୍କ ସହ ଏମିତି ଦୁର୍ବ୍ୟବହାର  ଆଉ କେହି କରିନାହାନ୍ତି। ସେ ସେହି ଦିନକୁ ମାନେ ପକାଇ କହିଥିଲେ ଯେ ସେହି ଦିନ ତାଙ୍କ ସହ ଏମିତି ଘଟଣା ଘଟିଥିଲା ଯାହାକୁ ସେ କେବେ ଭୁଲିପାରିବେ ନାହିଁ ଏବଂ ଏହି ଘଟଣାରୁ ସେ ଅନେକ କଥା ଜାଣିବାକୁ ପାଇଛନ୍ତି।

 

ସେ କହିଲେ ଯେ ତାଙ୍କ ସାଥୀ କଳାକାର  କିମ୍ବା କମିଟି ମେମ୍ବର କିମ୍ବା ଯାତ୍ରା ପାର୍ଟିର ସଦସ୍ୟ ମାନେ ମଧ୍ୟ ତାଙ୍କ ବିପଦ ସମୟରେ କେହି ତାଙ୍କୁ ସାହାଯ୍ୟ କରିନଥିଲେ। ଯାହା ପାଇଁ ସେ ଲୋକଙ୍କ ଠାରୁ ମାଡ଼ ଖାଇବା ସହ ଅନେକ ଅପମାନର ସମ୍ମୁଖୀନ ହୋଇଥିଲେ ଏବଂ ଲୋକମାନେ ତାଙ୍କ ଉପରକୁ ଚଢ଼ିଯିବା ସହ ତାଙ୍କ ଲୁଗାପଟା ମଧ୍ୟ ଚିରିବାକୁ ଉଦ୍ୟମ ମଧ୍ୟ କରିଥିଲେ।ଯାହା ପାଇଁ ସେ ସେହି ଦିନ ଯାତ୍ରା କରିବା ପାଇଁ ମନ କରିବା ସତ୍ତ୍ୱେ କମିଟି ପକ୍ଷରୁ ଧମକ ମିଳିଥିଲା। ଯଦି ସେ ଯାତ୍ରା ନକରନ୍ତି ତାହେଲେ ତାଙ୍କ ସହ ଯାହା ହୋଇଛି ଯାତ୍ରା ପାର୍ଟିରେ ଥିବା ସମସ୍ତ ମହିଳା ସଦସ୍ୟଙ୍କ ସହ ସେମିତି ହୋଇପାରେ ବୋଲି ଧ-ମ-କ ଦେଇଥିଲେ ।ଯାହା ପାଇଁ ସେ ବାଧ୍ୟ ହୋଇ ଯାତ୍ରା କରିଥିଲେ ଏବଂ ସେ ସେହି ଥରେ ନିଷ୍ପତି ନେଇଥିଲେ ଯେ ସେ ସେବେଠାରୁ ଆଉ ଯାତ୍ରା କରିବେ ନାହିଁ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *