ବର୍ଷାଙ୍କୁ ହାତ ଯୋଡ଼ି ଏମିତି କହିଲେ ଅନୁଭବ ମହାନ୍ତି।

 

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ICU ରେ ଅନୁଭବଙ୍କ ବାପା, ବର୍ଷାଙ୍କୁ ହାତ ଯୋଡ଼ି ଏମିତି କହିଲେ ଅନୁଭବ ମହାନ୍ତି।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଶାନ୍ତିରେ ଶେଷ ନିଃଶ୍ୱାସ ମା-ରି-ବାକୁ ଦିଅ ବର୍ଷା । ତେବେ ଏକଥା ଆମେ କହୁ ନାହୁଁ, ଏକଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ନିଜେ ବର୍ଷାଙ୍କୁ ଅନୁରୋଧ କରି ଏମିତି କଥା କହିଛନ୍ତି । ଆପଣ ଏହି ଭିଡିଓରେ ଦେଖିବାକୁ ପାଇବେ ନିଜେ ଅନୁଭବ ମହାନ୍ତି ଦୁଃଖଦ ସମୟରେ ଏପରି କଥା ପୋଷ୍ଟ କରି କହିଛନ୍ତି । ଯେଯେତେବେଳେ ଅନୁଭବ ବାପାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅତି ଗୁରୁତର ଅଛି, ଯେତେବେଳେ ଅନୁଭବଙ୍କ ବାପା ଗୁ-ରୁ-ତ-ର ଅସୁସ୍ଥ ହୋଇ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି ।କଟକରେ ଏକ ଘରୋଇ ହ-ସ୍ପି-ଟା-ଲରେ ତାଙ୍କର ବର୍ତ୍ତମାନ ଚିକିତ୍ସା ଚାଲିଛି । 

 

ଆଉ ପୁଅ ଅନୁଭବ ଖବର ପାଇ ଦିଲ୍ଲୀରୁ ଭୁବନେଶ୍ବର ଦୌଡ଼ି ଆସୁଛନ୍ତି ।ଠିକ୍ ସେତିକିବେଳେ ବର୍ଷାଙ୍କୁ ଅନୁଭବ ଲୁହ ଛଳଛଳ ଆଖିରେ ଅନୁରୋଧ କରିଛନ୍ତି । ଆଜ୍ଞା ହଁ, ବାପାଙ୍କ ଶେଷ ସମୟ ପୂର୍ବରୁ ମାମଲା ସାରି ଦେବାକୁ ପତ୍ନୀ ବର୍ଷାଙ୍କୁ ଟୁଇଟ୍ କରି କହିଛନ୍ତି ସାଂସଦ ଅନୁଭବ ମହାନ୍ତି । କାରଣ ଅନୁଭବ ଦିଲ୍ଲୀରୁ ଭୁବନେଶ୍ବର ଏବଂ ଭୁବନେଶ୍ୱରରୁ କଟକ ପହଞ୍ଚିବା ସମୟରେ ଗୋଟିଏ କଥାକୁ ବାରମ୍ବାର ଭାବୁଥିବେ, ଦିନେ ବର୍ଷା କହୁଥିଲେ ମୋ ଜୀବନ ପଛେ ନର୍କେ ପଡ଼ିଥାଉ ମୋ ଶାଶୁ ଶ୍ୱଶୁର ଭଲରେ ଥାଆନ୍ତୁ । 

 

ଆଜି ଏହି ଶ୍ୱଶୁର ସ୍ୱାସ୍ଥ୍ୟବସ୍ଥା ଖରାପ, ଯିଏକି ଆଇସିୟୁରେ ଚିକିତ୍ସିତ ହେଉଛନ୍ତି ।କିଛି ଦିନର ନିରବତା ପରେ ପୁଣି ତେଜିଲା ଷ୍ଟାର କପଲ କଳି । ବର୍ଷା- ଅନୁଭବ ବୈବାହିକ ଜୀବନ କୁ ନେଇ ଉଠି ଥିବା ଝଡ କିଛି ଦିନ ଶାନ୍ତ ପଡି ଥିବା ବେଳେ ଏବେ ପୁଣି ସେ ଝଡ କୁ ବଳ ଦେଇଛି ଖୋଦ ଅନୁଭବ ଙ୍କ ଟୁଇଟ୍ ।ସୂଚନା ମୁତାବକ କଟକର ଏକ ଘରୋଇ ହ-ସ୍ପି-ଟା-ଲରେ ଭର୍ତ୍ତି ହୋଇଛନ୍ତି ଅନୁଭବଙ୍କ ବାପା । କିଭଳି ଏକ ସମୟରେ ଆଇନ ଗତ ଲଢ଼େଇ ସମାପ୍ତ କରି ମାନବିକତା ଦେଖାଇବାକୁ ଅନୁଭବ ବର୍ଷାଙ୍କୁ ହାତ ଧରି ନେହୁରା ହୋଇଛନ୍ତି ।

 

ଅନୁଭବ ଲେଖିଛନ୍ତି, ପିଲାଙ୍କ ଖୁସି ବାପା ମାଆ ସବୁବେଳେ ଚାହାନ୍ତି । ଆମେ ଜାଣୁ କିଏ ଠିକ୍ ଏବଂ କିଏ ଭୁଲ । ମୋ ବାପା ଙ୍କ ଦେହ ବହୁତ ଖରାପ, ସେ ଗୁରୁତର ଅବସ୍ଥାରେ ଆଇସିୟୁ ରେ ଅଛନ୍ତି । ତୁମକୁ ମୁଁ ହାତ ଯୋଡୁଛି, ଡେରି ନକରି ଶୀଘ୍ର ଦୂରେଇ ଯାଅ । ଆଉ ମୋ ବାପା ମାଆ ଙ୍କୁ ଶାନ୍ତି ରେ ଟିକେ ନିଶ୍ୱାସ ନେବା କୁ ଦିଅ । ମହାପ୍ରଭୁ ତୁମର ମଙ୍ଗଳ କରିବେ… ଟୁଇଟରରେ ବର୍ଷା ଙ୍କୁ ଟ୍ୟାଗ୍ କରି ଅନୁଭବ ଏମିତି ଅନୁରୋଧ କରିଛନ୍ତି।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *