ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଅନୁଭବଙ୍କୁ ଖରାପ ଭାଷାରେ ସୋଧିଲେ ବର୍ଷା ପ୍ରିୟଦର୍ଶିନୀ।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ।
କଳାକାର ମାନଙ୍କୁ ବହୁତ୍ ସମ୍ମାନ ମିଳେ।ଦେଶରେ କଳାକାର ମାନଙ୍କୁ ବହୁତ୍ ସମ୍ମାନ ମିଳେ।କିନ୍ତୁ ଏମିତି କିଛି ଘଟଣା ଘଟୁଛି ଯାହାକୁ ଆପଣମାନେ ଶୁଣିଲେ ବିଶ୍ୱାସ କରି ପାରିବେ ନାହିଁ।ଆମ ଦେଶ ଭାରତ ସମୃଦ୍ଧିର ଗୋଟେ ପାଦ ଆଗକୁ ବଢ଼ିବାରେ ଲାଗିଛି।ଏମିତି କିଛି ଘଟଣା ଘଟୁଛି ଯାହାକୁ ଆପଣମାନେ ଶୁଣିଲେ ବିଶ୍ୱାସ କରି ପାରିବେନି।ଓଡ଼ିଶା ଚଳଚିତ୍ର ଜଗତର ଜଣାଶୁଣା ଅଭିନେତା ଏବଂ ଅଭିନେତ୍ରୀ ଅନୁଭବ ଓ ବର୍ଷାଙ୍କ କିଏବା ନଜାଣେ।
ଅନୁଭବ ଓ ବର୍ଷା ଓଡ଼ିଶାର ଘରେ ଘରେ ପରିଚିତ। ଓଡିଶାର ଦର୍ଶକ ମାନେ ଅନୁଭବ ଓ ବର୍ଷାଙ୍କ ଯୋଡି ବହୁତ ପସନ୍ଦ କରୁଥିଲେ । କିନ୍ତୁ ବର୍ତ୍ତମାନ ସମୟରେ ଏହି ଯୋଡିଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇସାରିଛି । ତେବେ ବର୍ତ୍ତମାନ ସମୟରେ ଏକ ନୂଆ ଖବର ସାମ୍ନାକୁ ଆସିଛି ଯାହା ଏବେ ସୋସିଆଲ ମିଡିଆରେ ଭା-ଇ-ରା-ଲ ହେବାରେ ଲାଗିଛି।ବିବାହ ପାଇଁ ଆବେଦନ କରିଥିଲେ ବର୍ଷା ଏବଂ ଅନୁଭବ।
କୋର୍ଟରୁ ଅଡର ଆସିଥିଲା ଯେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଏବଂ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କର ପୈତୃକ ଘର ଛାଡ଼ିବେ ଏବଂ ଅନୁଭବ ମହାନ୍ତି ବର୍ଷା ପ୍ରିୟଦର୍ଶିନୀଙ୍କର ଘରଭଡ଼ା ଦେବେ। ତେଣୁ ଅଭିନେତ୍ରୀ ବର୍ଷାପ୍ରିୟଦର୍ଶିନୀ କୋର୍ଟକୁ ସମ୍ମାନ ଦେଇ ଅନୁଭବଙ୍କ ଘର ଛାଡି ସେ ଏକ ଭଡାଘରେ ରହିଛନ୍ତି।ଆଉ ସେହିଦିନଠାରୁ କୋର୍ଟର ଅନୁମତି ରେ ପ୍ରତି ମାସରେ ଘରଭଡ଼ା ଦେଉଥିଲେ।ଆଉ ସେ ପର୍ଯ୍ୟନ୍ତ ଦେଉଥୁବେ ଯେ ପର୍ଯ୍ୟନ୍ତ ବର୍ଷା ଏବଂ ଅନୁଭବଙ୍କ ମଧ୍ୟରେ ଡି-ଭ-ର୍ସ ହୋଇନଥିବ ।
କିନ୍ତୁ ବର୍ତ୍ତମାନ ସମୟରେ ଶୁଣିବାକୁ ମିଳୁଛି ଯେ ସୁପରଷ୍ଟାର ଅନୁଭବ ମହାନ୍ତି ବର୍ଷା ପ୍ରିୟଦର୍ଶିନୀଙ୍କର ଆକାଉଣ୍ଟକୁ ୨୯,୯୯୯ ଟଙ୍କା ପଠେଇଛନ୍ତି। କିନ୍ତୁ ତାଙ୍କ ପାଖରେ ପଠାଇଥିବା ଟଙ୍କାରୁ ୧୦୧ଟଙ୍କା କମ୍ ରହିଥିଲା ବୋଲି ବର୍ଷା ଅ-ଭି-ଯୋ-ଗ ଆଣିଛନ୍ତି।ଏବେ ବର୍ଷା କୋର୍ଟର ଦ୍ବାରସ୍ଥ ହେଇଛନ୍ତି ଆଉ କହିଛନ୍ତି ଅନୁଭବ ତାଙ୍କୁ ଫେବୃଆରୀ ମାସରେ ଠିକ୍ ପରିମାଣରେ ଟଙ୍କା ଦେଇନାହାନ୍ତି।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।